ଆମେ ଇରାନ ସହ ସଂଘର୍ଷ ଚାହୁଁନାହୁଁ, କହିଲା ଆମେରିକା
ନୂଆଦିଲ୍ଲୀ: ଆମେରିକା ପ୍ରତିରକ୍ଷା ସଚିବ ଲଏଡ୍ ଅଷ୍ଟିନ୍ କହିଛନ୍ତି ଯେ ଆମେରିକା ଇରାନ ସହ ସଂଘର୍ଷ ଚାହୁଁନାହିଁ, ବରଂ ସେମାନଙ୍କ ସେନାକୁ ସୁରକ୍ଷା ଦେବା ଏବଂ ଇସ୍ରାଏଲର ପ୍ରତିରକ୍ଷାକୁ ସମର୍ଥନ କରିବା ପାଇଁ ପଦକ୍ଷେପ ନେବାକୁ ପଛଘୁଞ୍ଚା ଦେବ ନାହିଁ। ପ୍ରତିରକ୍ଷା…
