National & International

କର୍ଣ୍ଣାଟକ ନିର୍ବାଚନ: ‘ଏଲ୍‌ପିଜି’ ସିଲିଣ୍ଡର୍‌କୁ ଫୁଲମାଳ ପିନ୍ଧାଇ ପୂଜା କଲେ କଂଗ୍ରେସ କର୍ମୀ

ବେଙ୍ଗାଲୁରୁ: ଆଜି କର୍ଣ୍ଣାଟକ ବିଧାନସଭା ପାଇଁ ଭୋଟ୍‌ ଗ୍ରହଣ ଚାଲିଥିବା ବେଳେ ବେଙ୍ଗାଲୁରୁର ରାଜରାଜେଶ୍ବରୀ ନଗର ଅଞ୍ଚଳରେ କଂଗ୍ରେସ କର୍ମୀମାନେ ଗୋଟାଏ ‘ଏଲ୍‌ପିଜି’ ଗ୍ୟାସ୍‌ ସିଲିଣ୍ଡର୍‌କୁ ଫୁଲହାର ପିନ୍ଧାଇ ଧୂପଦୀପ ଦେଇ ଭୋଗ ଲଗାଇଥିବା ରିପୋର୍ଟ ଆସିଛି। ଗଣମାଧ୍ୟମରେ ସିଲିଣ୍ଡର୍‌ ପୂଜା…

କୋର୍ଟରେ ହାଜର ହେଲେ ଇମ୍ରାନ, ୧୪ ଦିନ ରିମାଣ୍ଡରେ ନେବାକୁ ଏନଏବିର ଆବେଦନ

ଇସ୍ଲାମାବାଦ: ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ବୁଧବାର କଡ଼ା ପୁଲିସ ସୁରକ୍ଷା ମଧ୍ୟରେ ରାଜଧାନୀ ଇସ୍ଲାମାବାଦର ଏକ ସ୍ୱତନ୍ତ୍ର ଅଦାଲତରେ ହାଜର କରାଯାଇଛି । ଇମ୍ରାନଙ୍କୁ ୧୪ ଦିନିଆ ରିମାଣ୍ଡରେ ନେବାକୁ ଦାବି କରିଛି…

ମଧ୍ୟପ୍ରଦେଶରେ ମର୍ମନ୍ତୁଦ ଦୁର୍ଘଟଣା: ପୋଲ ଉପରୁ ବସ୍‌ ଖସି ୨୨ ମୃତ

ଭୋପାଳ: ମଧ୍ୟପ୍ରଦେଶର ଖରଗୋନ ଜିଲ୍ଲାରେ ଆଜି ଏକ ପୋଲ ଉପରୁ ଯାତ୍ରୀବାହୀ ବସ୍‌ ଖସି ପଡ଼ିବା ଫଳରେ ୨୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୧୦ ଜଣ ମହିଳା ଅଛନ୍ତି। ଅନ୍ୟ ୩୧ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଖରଗୋନ…

ବ୍ରିଗେଡିୟର ଓ ଉପର ରାଙ୍କ ଅଧିକାରୀ ପିନ୍ଧିବେ ସମାନ ୟୁନିଫର୍ମ

ନୂଆଦିଲ୍ଲୀ: ଏଣିକି ଭାରତୀୟ ସେନାରେ ବ୍ରିଗେଡିୟର୍ ଏବଂ ତଦୁର୍ଦ୍ଧ୍ୱ ଅଧିକାରୀଙ୍କ ପାଇଁ ସମାନ ୟୁନିଫର୍ମ ଆଣିବାକୁ ନିଷ୍ପତ୍ତି ନିଆଯାଇଛି। ସୂତ୍ରରୁ ପ୍ରକାଶ ଯେ ନିକଟରେ ଶେଷ ହୋଇଥିବା ସେନା କମାଣ୍ଡର ସମ୍ମିଳନୀରେ ବିସ୍ତୃତ ବିଚାର ପରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ…

ଚୀନ-କାନାଡା ମଧ୍ୟରେ କୂଟନୈତିକ ବିବାଦ : ପରସ୍ପରର କୂଟନୀତିଜ୍ଞଙ୍କୁ କଲେ ବହିଷ୍କାର

ବେଜିଂ : ଚୀନ ଓ କାନାଡା ମଧ୍ୟରେ କୂଟନୈତିକ ସ୍ତରରେ ଏକ ବଡ଼ ବିବାଦ ଦେଖାଦେଇଛି । କାନାଡାର ଜଣେ ସାଂସଦଙ୍କୁ ଧମକ ଦେବା ଅଭିଯୋଗରେ କାନାଡା ସରକାର ଚୀନର ଜଣେ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବା ପରେ ତାହାର ଜବାବରେ ଚୀନ…

ଜଳୁଛି ପାକିସ୍ତାନ, ସେନା ମୁଖ୍ୟାଳୟରେ ପଶିଲେ ଆନ୍ଦୋଳନକାରୀ

ଇସ୍ଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ-ଏ-ଇନସାଫ (ପିଟିଆଇ) ମୁଖ୍ୟ ଇମ୍ରାନ୍ ଖାନଙ୍କୁ ମଙ୍ଗଳବାର ଗିରଫ କରାଯିବା ପରେ ସମଗ୍ର ପାକିସ୍ତାନରେ ହିଂସା ବ୍ୟାପିବାରେ ଲାଗିଛି । ଇସ୍ଲାମାବାଦ, ଲାହୋର, କରାଚି, ରାଓ୍ବଲପିଣ୍ଡି ଆଦି ପାକିସ୍ତାନର ବିଭିନ୍ନ ସହରରେ…

ଗିରଫ ପୂର୍ବରୁ ଭିଡିଓବାର୍ତ୍ତା ଦେଲେ ଇମ୍ରାନ

ଇସଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ରାଜନୈତିକ ଦଳ ପାକିସ୍ତାନ ତେହେରିକ-ଏ ଇନସାଫ (ପିଟିଆଇ) ନେତା ଇମ୍ରାନ ଖାଁଙ୍କୁ ମଙ୍ଗଳବାରଦିନ ଗିରଫ କରାଯାଇଛି । ତାଙ୍କୁ ଇସଲାମାବାଦ ହାଇକୋର୍ଟ ନିକଟରୁ ଗିରଫ କରାଯାଇଛି । ଇମ୍ରାନ ଏକ ମାମଲାର ଶୁଣାଣିରେ…

କର୍ଣ୍ଣାଟକାରେ ବଜରଙ୍ଗ ଦଳ ବିବାଦ: ହନୁମାନଙ୍କ ଶରଣ ପଶିଲେ ମୁଖ୍ୟମନ୍ତ୍ରୀ ଓ କଂଗ୍ରେସ ଅଧ୍ୟକ୍ଷ

ବେଙ୍ଗାଲୁରୁ : ଆସନ୍ତାକାଲି କର୍ଣ୍ଣାଟକାରେ ପଡ଼ିବ ଭୋଟ । ଏଥର ବଜରଙ୍ଗ ଦଳ ବିବାଦକୁ ନେଇ କର୍ଣ୍ଣାଟକା ରାଜନୀତି ସରଗରମ ରହିଛି। ବଜରଙ୍ଗ ଦଳକୁ ନେଇ ଉଭୟ କଂଗ୍ରେସ ଓ ବିଜେପି ମୁହାଁମୁହିଁ ହୋଇଥିବା ବେଳେ ୨ ଦଳର ତୁଙ୍ଗ ନେତା…

ଗେହଲଟଙ୍କ ଉପରେ ପାଇଲଟଙ୍କ ସିଧା ହମଲା: ମେ’ ୧୧ରେ କରିବେ ଜନ ସଂଘର୍ଷ ଯାତ୍ରା

ଜୟପୁର : କଂଗ୍ରେସର ଦୁଇ ବରିଷ୍ଠ ନେତା ସଚିନ ପାଇଲଟ ଓ ଅଶୋକ ଗେହଲଟଙ୍କ ମଧ୍ୟରେ ଚାଲିଥିବା ତିକ୍ତତା ଚରମସୀମାରେ ପହଞ୍ଚିଛି। ଆଜି ସଚିନ ପାଇଲଟ ସିଧାସଳଖ ରାଜସ୍ଥାନ ମୁଖ୍ୟ ଅଶୋକ ଗେହଲଟଙ୍କୁ ଟାର୍ଗେଟ କରିଛନ୍ତି। ଏଥିସହ ସେ ନିଜ ସରକାର…

ଦକ୍ଷିଣ ଆଫ୍ରିକାରୁ ଆସିଥିବା ଆଉ ଏକ ଚିତାର ମୃତ୍ୟୁ, ୩ ମାସରେ ତୃତୀୟ ଘଟଣା

ଭୋପାଳ : ମଧ୍ୟପ୍ରଦେଶର କୁନୋ ନ୍ୟାଶନାଲ ପାର୍କରେ ଚିତା ପ୍ରୋଜେକ୍ଟକୁ ପୁଣି ଶକ୍ତ ଝଟକା ଲାଗିଛି। ଦକ୍ଷିଣ ଆଫ୍ରିକାରୁ ଆସିଥିବା ଗୋଟିଏ ଚିତା ପୁଣି ଆଖି ବୁଜିଛି। ମାଈ ଚିତା ଦକ୍ଷାର ମୃତ୍ୟୁ କୌଣସି ରୋଗ ପାଇଁ ନୁହେଁ, ବରଂ ସଂଘର୍ଷ…