State

ମହାଠକର ଆକାଉଣ୍ଟରୁ ବାହାରିଲା ମାତ୍ର ୬୫ ଟଙ୍କା, ଟଙ୍କା ଗାୟବ ନେଇ STF ତାଜୁବ୍‌

ଭୁବନେଶ୍ୱର: ମହାଠକର ଆକାଉଣ୍ଟରୁ ବାହାରିଲା ମାତ୍ର ୬୫ ଟଙ୍କା। ଚାକିରି ଦେବାକୁ କହି ଲକ୍ଷାଧିକ ଟଙ୍କା ଠକିଥିବା ମନୋଜ ଆକାଉଣ୍ଟରୁ କୁଆଡେ ଗାୟବ ହେଲା ଏତେ ଟଙ୍କା। ତାକୁ ନେଇ ତାଜୁବ୍‌ STF। ୩ଟି ଆକାଉଣ୍ଟରୁ ୬୫ ଟଙ୍କା ବାହାରିବା ପରେ…

ବିଜ୍ଞାନ ପ୍ରଚାର ସମିତି ସାଲେପୁର ତରଫରୁ ବିଶ୍ବରେଡ଼କ୍ରସ ଦିବସ ପାଳନ : ଶାରଦାପ୍ରସାଦ ରଥଙ୍କୁ ସମ୍ବର୍ଦ୍ଧନା

ସାଲେପୁର : ପିକୋଳସ୍ଥିତ ଜଗନ୍ନାଥ-ଗୋପୀନାଥ ଟ୍ରଷ୍ଟର ସଭାଗୃହରେ ବିଜଞାନପ୍ରଚାର ସମିତି ସାଲେପୁର ଶାଖା ତରଫରୁ ବିଶ୍ବ ରେଡ଼କ୍ରସ ଦିବସ ପାଳିତ ହୋଇଯାଇଛି | ଏହି ଉପଲକ୍ଷେ ଆୟୋଜିତ ସଭାରେ ଅଧ୍ୟକ୍ଷତା କରିଥିଲେ ମେଜର ମଞ୍ଜୁଶ୍ରୀ ପତି | ପ୍ରାରମ୍ଭରେ ସଭାପତି ଏହି…

ଆଜି ରାଜ୍ୟର ୧୮ଟି ସହରର ତାପମାତ୍ର ୪୦ ଡିଗ୍ରି ଉପରେ

ଭୁବନେଶ୍ବର: କ୍ରମାଗତ ଦ୍ବିତୀୟ ଦିନରେ ରାଜ୍ୟର ଅଧିକାଂଶ ଅଞ୍ଚଳର ଲୋକେ ଗ୍ରୀଷ୍ମପ୍ରବାହରେ ଛଟପଟ ହୋଇଛନ୍ତି। ପ୍ରାୟ ୨ ସପ୍ତାହ ପରେ ରାଜ୍ୟରେ ପୁଣି ଥରେ ଗ୍ରୀଷ୍ମ ଲହରିର ପ୍ରଭାବ ଦେଖିବାକୁ ମିଳିଛି। ଆଜି ରାଜ୍ୟର ୧୮ଟି ସହରର ତାପମାତ୍ର ୪୦ ଡିଗ୍ରି…

ଆସନ୍ତାକାଲିଠୁ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲିଠୁ ଦିଲ୍ଲୀ ଗସ୍ତରେ ଯାଇ ୧୩ ତାରିଖ ଅପରାହ୍ନରେ ଫେରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଶ୍ରୀ ପଟ୍ଟନାୟକ ଆସନ୍ତାକାଲି ସନ୍ଧ୍ୟା ୬ଟାରେ ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଗସ୍ତ କରିବେ ।…

ବଜ୍ରପାତ ନେଲା ୩ ଜୀବନ

ନୟାଗଡ଼: ଆଜି ଅପରାହ୍‌ଣ ପ୍ରାୟ ୪ଟାରେ ଘଟିଥିବା କାଳବୈଶାଖୀ ପ୍ରଭାବରେ ବଜ୍ରପାତ ଫଳରେ ଅକାଳରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କ ଜୀବନ ଚାଲିଯାଇଛି। ଶରଣକୁଳ ଥାନା ଅଧୀନ ଭିନ୍ନ ଭିନ୍ନ ସ୍ଥାନରେ ଘଟିଥିବା ଏହି ବଜ୍ରପାତରେ ଜାକେଡ଼ାର ପଦ୍ମା ପ୍ରଧାନ(୩୫),…

ଦୁଇ ଦିନିଆ ଗଜପତି ଜିଲ୍ଲା ଗସ୍ତରେ 5T ସଚିବ

ମୋହନା : ଦୁଇ ଦିନିଆ ଗଜପତି ଜିଲ୍ଲା ଗସ୍ତର ପ୍ରଥମ ଦିନରେ ହେଲିକପ୍ଟର ଯୋଗେ ମୋହନା ନିର୍ବାଚନ ମଣ୍ଡଳୀ ର ମୋହନା ଠାରେ ଆସି ପହଞ୍ଚିଛନ୍ତି 5T ସଚିବ ଭି. କେ ପାଣ୍ଡିଆନ l ଭୁବନେଶ୍ୱର ରୁ ହେଲିକପ୍ଟର ଯୋଗେ ଆସିବା…

ସାମ୍ନାକୁ ଆସିଲା ଗୁଡ୍ଡୁ ମୁସଲିମର ସିସିଟିଭି ଫୁଟେଜର ସତ, ଭିଡିଓରେ ଦିଶୁଥିବା ବ୍ୟକ୍ତି ଗୁଡ୍ଡୁ ମୁସଲିମ ନୁହଁନ୍ତି

ସାମ୍ନାକୁ ଆସିଲା ଗ୍ୟାଙ୍ଗଷ୍ଟର ଗୁଡ୍ଡୁ ମୁସଲିମର ସିସିଟିଭି ଫୁଟେଜର ସତ । ଭିଡିଓରେ ଦିଶୁଥିବା ବ୍ୟକ୍ତି ଗୁଡ୍ଡୁ ମୁସଲିମ ନୁହଁନ୍ତି । ବରଂ ସୋହେଲା ଅଞ୍ଚଳର ଶେଖ୍‌ ହମିଦ୍‌ ମହମ୍ମଦ । ସଂପୃକ୍ତ ବ୍ୟକ୍ତି ଜଣକ ନିଜେ ସିସିଟିଭି ଫୁଟେଜରେ ଥିବା…

ହାତୀ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ କଲେ ହାଇକୋର୍ଟ

କଟକ : ହାତୀ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ କଲେ ହାଇକୋର୍ଟ । ୨ ମାସ ଭିତରେ ୧୮ ଟି ହାତୀଙ୍କର ହୋଇଛି ମୃତ୍ୟୁ। ହାତୀ ଆକ୍ରମଣରେ ୮ ଜଣ ମଣିଷଙ୍କର ମୃତ୍ୟ ହୋଇଛି। ଏ ସମ୍ପର୍କରେ ହାଇକୋର୍ଟଙ୍କୁ ଅବଗତ କଲେ…

୧୦,୦୦୦ ଟଙ୍କା ଲାଞ୍ଚନେଇ ଧରାପଡ଼ିଲେ ଜେଇ, ଜିଆର୍‌ଏସ୍‌

ପୁରୁଷୋତ୍ତମପୁର: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜୁନିୟର ଇଞ୍ଜିନିୟର (କନିଷ୍ଠ ଯନ୍ତ୍ରୀ) ଓ ଗ୍ରାମ୍ୟ ରୋଜଗାର ସେବକ (ଜିଆରଏସ୍‌)। ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ କନିଷ୍ଠ ଯନ୍ତ୍ରୀ ଜଗଦୀଶ କୁମାର ସାହୁ ଓ ଜଗନ୍ନାଥପୁର ଜିଆରଏସ୍‌ ନାରାୟଣ ସ୍ବାଇଁ…

ପୁଲିସ-ମାଓବାଦୀ ଗୁଳି ବିନିମୟ ବେଳେ ତିନି ମାଓବାଦୀ ନିହତ, ଏକେ-୪୭ ଜବତ: ଡିଜିପି

ଭୁବନେଶ୍ବର: ମାଓ ଅପରେସନ ନେଇ ପୁଲିସ ଡିଜି ସୁନୀଲ କୁମାର ବଂଶଲ୍ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ତାପରଙ୍ଗ ଜଙ୍ଗଲରେ ଗୁଳି ବିନିମୟ ହୋଇଛି। ଏଥିରେ ତିନି ମାଓବାଦୀ ନିହତ ହୋଇଛନ୍ତି। ଏଥିରେ ଟପ୍…