ଲାଞ୍ଚ ନେବା ବେଳେ ପ୍ରଧାନଶିକ୍ଷକଙ୍କୁ ଧରିଲା ଭିଜିଲାନ୍ସ
ବାଲିପାଟଣା: ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷକ। ଲାଞ୍ଚ ନେବା ବେଳେ ରେଡ ହ୍ୟାଣ୍ଡ ଧରିଲା ଭିଜିଲାନ୍ସ । ମଧ୍ୟାହ୍ନ ଭୋଜନ ବିଲ୍ ପାସ କରିବା ପାଇଁ ଲାଞ୍ଚ ନେବା ବେଳେ ବାଲିପାଟଣା ଥାନା ଗୁଆପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ…
ବାଲିପାଟଣା: ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷକ। ଲାଞ୍ଚ ନେବା ବେଳେ ରେଡ ହ୍ୟାଣ୍ଡ ଧରିଲା ଭିଜିଲାନ୍ସ । ମଧ୍ୟାହ୍ନ ଭୋଜନ ବିଲ୍ ପାସ କରିବା ପାଇଁ ଲାଞ୍ଚ ନେବା ବେଳେ ବାଲିପାଟଣା ଥାନା ଗୁଆପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ…
ଭୁବନେଶ୍ବର: କଳିଙ୍ଗ ଷ୍ଟୁଡିଓରେ ପୁଣି ଶୁଭିବ ଲାଇଟ- କ୍ୟାମେରା- ଆକ୍ସନ। ହୋଇପାରିବ ବିଶ୍ବସ୍ତରୀୟ ଫିଲ୍ମ ନିର୍ମାଣ । କାରଣ ପ୍ରାୟ ୧୬୫ କୋଟି ଟଙ୍କା ବ୍ୟୟରେ ନୂଆ ରୂପ ପାଇଛି କଳିଙ୍ଗ ଷ୍ଟୁଡିଓ । ସୋମବାର ନବୀକୃତ କଳିଙ୍ଗ ଷ୍ଟୁଡିଓର କଂପ୍ଲେକ୍ସକୁ…
ଭୁବନେଶ୍ୱର : ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ ଏସ୍.କେ ମୁରଲୀଧରନଙ୍କ ପରଲୋକ । ଭୁବନେଶ୍ୱର ସ୍ଥିତ ଏକ ହୋଟେଲରୁ ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ ମୁରଲୀଧରନଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ତାଙ୍କର ଅସ୍ୱାଭାବିକ ମୃତ୍ୟୁ ହୋଇଥିବା ନେଇ ଆଶଙ୍କା କରାଯାଉଛି ।…
କୋରାପୁଟ : ଆସନ୍ତାକାଲି ଦିନିକିଆ କୋରାପୁଟ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସୁନାବେଡ଼ା HAL ପରିଦର୍ଶନ ସହ ପ୍ରତିରକ୍ଷା ଉତ୍ପାଦନ କାର୍ଯ୍ୟର ସମୀକ୍ଷା କରିବେ । ପ୍ରତିରକ୍ଷା ମନ୍ତ୍ରୀ ସୁନାବେଡ଼ାସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ ର ସ୍ୱତନ୍ତ୍ର ହେଲିପ୍ୟାଡରେ…
ଭୁବନେଶ୍ୱର : ଲିଗାଲ୍ ହେୟାର ସାର୍ଟିଫିକେଟ୍ର ତଦନ୍ତ ରିପୋର୍ଟ ଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କେଶରୀନଗର ରାଜସ୍ୱ ନିରୀକ୍ଷକ ନିରଞ୍ଜନ ସିଂହ । ଆଜି ଭୁବନେଶ୍ୱର ୟୁନିଟ୍-୬ସ୍ଥିତ କେଶରୀନଗର ଆର୍ଆଇ ସର୍କଲ୍ରେ ତାଙ୍କୁ…
ଭୁବନେଶ୍ୱର : ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ୍ । ଆସନ୍ତା ୧୫ ତାରିଖରେ ହେବ ଛାତ୍ର ସଂସଦ ନିର୍ବାଚନ । ୭ ତାରିଖରେ କଲେଜ ପକ୍ଷରୁ ପ୍ରକାଶ ପାଇବ ବିଜ୍ଞପ୍ତି । ୯ରେ ନାମାଙ୍କନ ହେବ । ୧୬…
ସୁନ୍ଦରଗଡ଼: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଅଗ୍ନିକାଣ୍ଡ । ସୁନ୍ଦରଗଡ଼ ସହରର ପୋଷ୍ଟ ଅଫିସ ସମ୍ମୁଖରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଆଜି ସକାଳେ ଅଗ୍ନିକାଣ୍ଡ ଘଟିଛି । ପ୍ରାୟ ସକାଳ ୯ଟାରୁ ୯ଟା ୩୦ ମଧ୍ୟରେ ବ୍ୟାଙ୍କ ଭିତରୁ ଧୂଆଁ ବାହାରୁଥିବା…
ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ୍ ଇଞ୍ଜିନିୟର । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ । ସକାଳୁ ସକାଳୁ ରେଡ୍ କଲା ଭିଜିଲାନ୍ସ । ମୟୂରଭଞ୍ଜ ବେତନଟୀ ଆର୍ ଆଣ୍ଡ୍ ବି ସବ୍ ଡିଭିଜନ୍ ର ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ୍…
ଭୁବନେଶ୍ୱର : ବିଜେଡି ନେତା ତଥା ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ରାଜ୍ୟ ସରକାର ଓ ପୋଲିସକୁ କଡ଼ା ସମାଲୋଚନା କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଖୋଲା ଦିବାଲୋକରେ ଜନପ୍ରତିନିଧିଙ୍କ ଉପରେ…
ବ୍ରହ୍ମପୁର: କ୍ୟାମ୍ପସ ତାତି ଭିତରେ କ୍ଷମତାର କସରତ!ଖଲ୍ଲିକୋଟ କଲେଜ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା। ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ। ଟାଉନ୍ ଥାନାରେ ୯ ଅଟକ। କ୍ୟାମ୍ପସରେ ପୋଲିସ ମୁତୟନ ହୋଇଛନ୍ତି। ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ କରିବାକୁ ଅନୁମତି…