October 2026

ଘରୋଇ ବିଶ୍ୱବିଦ୍ୟାଳୟ ହଷ୍ଟେଲ ଖାଦ୍ୟରେ ପୋକ, କ୍ୟାମ୍ପସରେ ଉତ୍ତେଜନା, ବ୍ୟାପକ ଭଙ୍ଗାରୁଜା

ଭୁବନେଶ୍ୱର : ଘରୋଇ ବିଶ୍ୱବିଦ୍ୟାଳୟ ହଷ୍ଟେଲ ଖାଦ୍ୟରେ ପୋକ । କ୍ୟାମ୍ପସରେ ଉତ୍ତେଜନା, ବ୍ୟାପକ ଭଙ୍ଗାରୁଜା । ​ସ୍ଥିତି ନିୟନ୍ତ୍ରଣ ପାଇଁ ନାକେଦମ ହେଲା ଜଟଣୀ ପୋଲିସ । ହଷ୍ଟେଲ ଖାଦ୍ୟରୁ ପୋକ ବାହାରିବା ଘଟଣାକୁ କେନ୍ଦ୍ର କରି ଜଟଣୀସ୍ଥିତ ଏକ…

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଜ୍ୟ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ୱର : ଓଡ଼ିଶାରେ ଡି. ପୁରନ୍ଦେଶ୍ୱରୀ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଜ୍ୟ ବିଜେପିର ନୂଆ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ । ତାଙ୍କ ସହ ଆସିଛନ୍ତି ନବନିଯୁକ୍ତ ସହପ୍ରଭାରୀ ଡ. ସ୍ୱଦେଶ ସିଂ । ଦାୟିତ୍ୱ ମିଳିବା ପରେ ଉଭୟଙ୍କ…

ନୟାପଲ୍ଲୀ ଦୁଷ୍କର୍ମ ଘଟଣା: ଖସିବାକୁ ଉଦ୍ୟମ ବେଳେ ଅଭିଯୁକ୍ତକୁ ଏନକାଉଣ୍ଟର

ଭୁବନେଶ୍ବର: ନୟାପଲ୍ଲୀ ଦୁଷ୍କର୍ମ ଘଟଣାରେ ଧରାପଡିଲା ଅଭିଯୁକ୍ତ । ଅଭିଯୁକ୍ତକୁ ଏନକାଉଣ୍ଟର କଲା ପୋଲିସ । ପୋଲିସକୁ ଚକମା ଦେଇ ଖସିବାକୁ ଉଦ୍ୟମ କରୁଥିବା ବେଳେ ଏନକାଉଣ୍ଟର କଲା ପୋଲିସ । ପୋଲିସ କବଳରୁ ଖସିବା ପାଇଁ ଫାୟାର କରିଥିଲା ଅଭିଯୁକ୍ତ…

ନନ୍ଦନକାନନରେ ସାମିଲ ୧୧ଟି ଭିନ୍ନ ପ୍ରଜାତିର ୩୬ ପଶୁପକ୍ଷୀ

ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପାଇଁ ନୂଆ ଆକର୍ଷଣ ଯୋଡ଼ିବା ଉଦ୍ଦେଶ୍ୟରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୧୧ଟି ଭିନ୍ନ ପ୍ରଜାତିର ୩୬ଟି ପଶୁପକ୍ଷୀଙ୍କୁ ସାମିଲ କରାଯାଇଛି।ଅଧିକାରୀମାନେ କହିଛନ୍ତି ଯେ, ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଅକ୍ଟୋବର ୩ ତାରିଖ ଦିନ ଏହି ନୂଆ…

ଖୁଦୁରୁକୁଣୀ ଭସାଣି ବେଳେ ବିରୋଧ କରିବାରୁ ଏସ୍‌ଆଇଙ୍କୁ ଆକ୍ରମଣ

ହାଟଡିହୀ: ଖୁଦୁରୁକୁଣୀ ଭସାଣି ବେଳେ ଡିଜେ ବଜାଇବାକୁ ବିରୋଧ କରିବାରୁ ଏସ୍‌ଆଇଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ। କେନ୍ଦୁଝର ଜିଲା ଘଷିପୁରା ଥାନା ଚଉମୁଇଁରେ ଖୁଦୁରୁକୁଣୀ ଭସାଣି ବେଳେ ଡିଜେ ବଜାଇବାକୁ ବିରୋଧ କରିବାରୁ ଏସ୍‌ଆଇ କଳ୍ପତ୍ତରୁ ନାୟକଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ…

ପରିତ୍ୟକ୍ତ କାର୍‌ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ

ରାଉରକେଲା: ସୁନ୍ଦରଗଡ଼ ଟାଉନ ଥାନା ଅଧୀନ ବିଜୁ ଏକ୍ସପ୍ରେସ୍‌ ୱେ ଭଜପୁର ନିକଟ ସର୍ଭିସ୍‌ ରୋଡ୍‌ରୁ ଏକ କାର୍‌ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଏକ ପରିତ୍ୟକ୍ତ କାର୍ ଭିତରେ ଜଣେ ୨୨ ବର୍ଷୀୟ ଯୁବକଙ୍କ ମୃତଦେହ ରହସ୍ୟଜନକ…

ସୀମାଲଙ୍ଘି ଭାରତକୁ ପଶୁଥିବା ବେଳେ ଯବାନଙ୍କ ଗୁଳିରେ ୨ ପାକିସ୍ତାନୀ ନିହତ

ନୂଆଦିଲ୍ଲୀ : ପଞ୍ଜାବର ତରନତାରନରେ ସୀମା ଡେଇଁ ପଶିବାକୁ ଚାହୁଁଥିଲେ ପାକିସ୍ତାନୀ । ପ୍ରବେଶକାରୀଙ୍କୁ ବିଏସଏଫ ଗୁଳି କରିଛି । ପାକିସ୍ତାନ ପଟୁକିଛି ବ୍ୟକ୍ତି ଭାରତ ମଧ୍ୟରେ ବେଆଇନ ବାବେ ପ୍ରବେଶ କରୁଥିବା ବେଳେ ବିଏସଏଫ ପକ୍ଷରୁ ଆକ୍ସନ ନିଆଯାଇଛି ।…

ଫ୍ଲାଏ ଦୁବାଇ ବିମାନରେ କ୍ୟାପଟେନଙ୍କ ଉପରେ ଆକ୍ରମଣ ଘଟଣା: UAEରେ କୋ-ପାଇଲଟଙ୍କୁ ନେଇ ତଦନ୍ତ ଜାରି

ନୂଆଦିଲ୍ଲୀ: ଫ୍ଲାଏ ଦୁବାଇ ବିମାନରେ କ୍ୟାପଟେନ୍ ଙ୍କୁ ଛୁରାମାଡ଼ ଘଟଣାକୁ ନେଇ ବଡ଼ ବୟାନ ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ । କହିଛନ୍ତି, ଆକ୍ରମଣ କରିଥିବା ଓମାନର କୋ-ପାଇଲଟ୍ ଇସଲାମିକ୍ କଟ୍ଟରପନ୍ଥୀ ଚିନ୍ତାଧାରାରେ ପ୍ରଭାବିତ ହୋଇଥିଲେ । ତେବେ ଘଟଣା…

ଟ୍ରେଲରକୁ ଧକ୍କା ଦେଲା ବସ୍: ୪ ମୃତ, ୪ ଆହତ

ଉତ୍ତରପ୍ରଦେଶ: ଆଜି ସକାଳେ ଉତ୍ତର ପ୍ରଦେଶର ଆମ୍ବେଦକର ନଗରରୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଜୈତପୁର ଥାନା ଅଞ୍ଚଳରେ…

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ମୁମ୍ବାଇରୁ CJPର ପ୍ରତିବାଦ ଆରମ୍ଭ

ନୂଆଦିଲ୍ଲୀ: ଆଜିଠୁ CJPର ଦେଶବ୍ୟାପୀ ଆନ୍ଦୋଳନ । ମୁମ୍ବାଇରୁ ଆରମ୍ଭ ହେବ ପ୍ରତିବାଦ । CEC ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ କରିବାକୁ ଘୋଷଣା କରିଛି କକରୋଚ ଜନତା ପାର୍ଟି । CJP ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କ…