State

ଉଦଘାଟିତ ହେଲା ଏସ୍‍ସି ଓ ଏସ୍‍ଟି କଲ୍ୟାଣ କମିଟି ଅଧ୍ୟକ୍ଷଙ୍କ ଜାତୀୟ ସମ୍ମିଳନୀ

ଭୁବନେଶ୍ୱର: ଭୁବନେଶ୍ୱରରେ ଆରମ୍ଭ ହେଲା ଦୁଇ ଦିନିଆ ଅନୁସୂଚିତ ଜାତି ଓ ଜନଜାତି ସମ୍ମିଳନୀ । ଅନୁସୂଚିତ ଜାତି ଓ ଜନଜାତି ସଂସଦୀୟ କମିଟିର ଜାତୀୟ ସମ୍ମିଳନୀକୁ ଲୋକସଭାର ବାଚସ୍ପତି ଓମ୍‍ ବିର୍ଲା ଉଦଘାଟନ କରିଛନ୍ତି । ୧୯୯୪ ପରେ ପ୍ରଥମ…

ଆଦିବାସୀଙ୍କୁ ଅଧିକାର ମିଳିବା ଜରୁରୀ- ଓମ୍‍ ବିର୍ଲା

ଭୁବନେଶ୍ୱର ୨୯/୦୮: ଦେଶକୁ ଆଗକୁ ନେବାକୁ ହେଲେ ସବୁ ବର୍ଗର ଲୋକଙ୍କୁ ସାଥୀରେ ନେଇ ଚାଲିବା । କେଉଁ ଯୋଜନା କଲେ ଦଳିତ ଆଦିବାସୀ ଉପକୃତ ହେବେ ସେନେଇ ଚିନ୍ତା କରିବା ଜରୁରୀ । ଏପରି ହେଲେ ଦେଶ ଆଗକୁ ବଢ଼ିବ…

ଓଡ଼ିଶା ପୋଲିସର ୪୧ ଜଣ ଶ୍ରେଷ୍ଠ କ୍ରୀଡ଼ାବିତ ସମ୍ବର୍ଦ୍ଧିତ

କଟକ : କିମ୍ବଦନ୍ତୀ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିନ ତଥା ଜାତୀୟ କ୍ରୀଡା ଦିବସ ଅବସରରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଓଡିଶା ପୋଲିସର ୪୧ ଜଣ ଶ୍ରେଷ୍ଠ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। କଟକ ଆଇପିଏସ…

ନିମ୍ନମାନର କୋଇଲା ଚାଲାଣକୁ ନେଇ ଆଦାନୀ ଏବଂ ଟ୍ରକ ଟିପ୍ପର ସଂଘର ଆଲୋଚନା

ଧାମରା : ଧାମରା ବନ୍ଦର କର୍ତ୍ତୃପକ୍ଷଙ୍କ ମନମାନୀରେ କ୍ଷୁବ୍ଧ ହୋଇ ୨୯ ତାରିଖରେ ଧାମରା ବନ୍ଦର ମୁଖ୍ୟ ଗେଟ ଆଗରେ ସମସ୍ତ ମାଲବାହୀ ରେଳ ଚଳାଚଳକୁ ବନ୍ଦ କରିବାକୁ ୮ଟି ସଂଘ ଜିଲ୍ଲା ଟ୍ରକ ଟିପ୍ପର ସଂଘ ନିଷ୍ପତି ନେଇଥିଲେ ।…

ଏମ୍ସ ଭୁବନେଶ୍ୱରରେ କାର୍ଯ୍ୟକାରୀ ହେଲା ଅତ୍ୟାଧୁନିକ ନ୍ୟୁରୋ ମଡ୍ୟୁଲେସନ୍ ସେବା କେନ୍ଦ୍ର

ଭୁବନେଶ୍ୱର : ମାନସିକ ସ୍ୱାସ୍ଥ୍ୟସେବାକୁ ଆଗକୁ ବଢାଇବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଏମ୍‌ସ ଭୁବନେଶ୍ୱର ମାନସିକ ରୋଗ ବିଭାଗ ପକ୍ଷରୁ ଏକ ଅତ୍ୟାଧୁନିକ ନ୍ୟୁରୋମଡ୍ୟୁଲେସନ୍ ସେବା କେନ୍ଦ୍ର ଆରମ୍ଭ କରାଯାଇଛି। ଅତ୍ୟାଧୁନିକ, ନନ୍‌-ଇନ୍‌ଭେସିଭ ବ୍ରେନ୍‌ ସ୍ଟିମୁଲେସନ୍‌ ଥେରାପୀ ଚିକିତ୍ସା…

ବଡ଼ଗଡ଼ ବ୍ରିଟ କଲୋନୀରେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ: ସିସିଟିଭିରେ ଦୁଇ ଯୁବତୀଙ୍କ କାରନାମା କଏଦ

ଭୁବନେଶ୍ଵର: ବଡ଼ଗଡ଼ ବ୍ରିଟ କଲୋନୀରେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ। ଝୁଲନ୍ତା ଅବସ୍ଥାରେ ଉଦ୍ଧାର କଲା ପୁଲିସ। ଘଟଣାରେ ଦୁଇ ଜଣ ଯୁବତୀଙ୍କୁ ସନ୍ଦେହ କରାଯାଉଛି। ମୃତ ଯୁବକଙ୍କ ନାଁ ହେଉଛି ଶୁଭମ ପଣ୍ଡା। ତାଙ୍କ ଘର ଯାଜପୁରର କୁଆଖିଆରେ ବୋଲି…

ଜାରି ରହିଛି ଲଘୁଚାପ ପ୍ରଭାବ, ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ : ସେପ୍ଟେମ୍ବର ପହିଲାରୁ ପୁଣି ଭିଜିବ ଓଡ଼ିଶା

ଭୁବନେଶ୍ବର ୨୮।୮: ରାଜ୍ୟ ଉପରେ ପୁଣି ଆଉ ଏକ ଘୂର୍ଣ୍ଣିବଳୟ । ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଉତ୍ତର ଓଡ଼ିଶା ଉପକୂଳରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି ବୋଲି ସୂଚନା ଦେଇଛନ୍ତି ପାଣିପାଗ ବୈଜ୍ଞାନିକ ଶରତ…

ଏବେବି ଖସିନି ବନ୍ୟାପାଣି, ଉଜୁଡିବ ସାରଦା ଧାନତଳି

ଆରଡି : ବୈତରଣୀରେ ଆସିଥିବା ବନ୍ୟା ଦୀର୍ଘ ୬ଦିନ ଧରି ତା’ର କରାଳ ରୂପ ଦେଖାଦେବା ପରେ ଗତ ବୁଧବାରଠାରୁ କମିବାରେ ଲାଗିଛି। ଫଳରେ ଚାନ୍ଦବାଲି ବ୍ଲକର ୪ ପଞ୍ଚାୟତରେ ୨୦ ଗାଁ ପ୍ରଭାବିତ ହୋଇଛି। କ୍ଷେତ ଓ ପଥରେ ବନ୍ୟାପାଣି…

ଛତିଶଗଡ଼ରେ ଲଗାଣ ବର୍ଷା, କୋଇଗୁରୁ ପୋଲ ଉପରେ ପାଣି

ମାଲକାନଗିରି: ଛତିଶଗଡ଼ରେ ଲଗାଣ ବର୍ଷା ଜାରି ରହିଥିବା ହେତୁ ମାଲକାନଗିରି ପ୍ରଭାବିତ ହୋଇଛି। ସାବେରୀ ଓ ସିଲେରୁ ନଦୀର ଜଳ ସ୍ତର ବୃଦ୍ଧି ପାଇଛି। ମୋଟୁ ସୀମାବର୍ତ୍ତୀ କୋଇଗୁରୁ ପୋଲ ଉପରେ ପାଣି ଚାଲୁଛି। ଖାଲି ସେତିକି ନୁହେ, ବିଭିନ୍ନ ସ୍ଥାନରେ…

ସେପ୍ଟେମ୍ବରରୁ ବିଏମସି କୁକୁର ଗଣିବ

ଭୁବନେଶ୍ବର: ସେପ୍ଟେମ୍ବର ଦ୍ଵିତୀୟ ସପ୍ତାହରୁ ବିଏମସି ପକ୍ଷରୁ କୁକୁର ଗଣନା ଆରମ୍ଭ ହେବ। ଭୋର ସମୟରେ ଗଣନା କରାଯିବ। ଏହି ସମୟରେ ଚାରିଆଡେ ଶୁନଶାନ ଥିବାରୁ କୁକୁରମାନେ ରାସ୍ତା ଉପରେ ମେଳି ହୋଇଥାନ୍ତି। ତେଣୁ ଏହି ସମୟରେ ସହଜରେ ଗଣନା କରାଯାଇପାରିବ…