ରାସ୍ତାରେ ପଡ଼ିଛି ଯୁବକଙ୍କ ମୃତଦେହ, ପରକୀୟା ପ୍ରୀତିରୁ ହତ୍ୟା !
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ବାଲିକୁଦା ଥାନା ଅଧୀନରେ ଥିବା ବାହାରଣା ପଞ୍ଚାୟତରେ ଜନତା କୋଠି ଠାରୁ କପିଳା ତୋଟା ରାସ୍ତାମଝିରେ ପଡି ରହିଛି ବିଜୟ କୁମାର ସ୍ଵାଇଁ (୪୦) ଓରଫ ଗୋରାର ମୃତଦେହ। ସୂଚନା ମୁତାବକ, ବିଜୟ ଦିନ ମଜୁରିଆ ବାହାରଣା…
