କେନିଆରେ ଉଇକିମାନିଆ ୨୦୨୫, ଓଡ଼ିଆ ଓ ସାନ୍ତାଳୀ ଉଇକିଆଳିଙ୍କ ଯୋଗଦାନ

ନୂଆଦିଲ୍ଲୀ: ଉଇକିପିଡ଼ିଆର ସମୁଦାୟ ତଥା ଉଇକିପିଡ଼ିଆର ବାର୍ଷିକ ଉତ୍ସବ ଭାବରେ ପାଳନ କରାଯାଉଥିବା ଆନ୍ତର୍ଜାତୀୟ କାର୍ଯ୍ୟକ୍ରମ ଉଇକିମାନିଆ, ଏଥର କେନିଆର ନାଇରୋବି ସହରରେ ଆୟୋଜନ କରାଯାଇଛି । ଏଥିରେ ଓଡ଼ିଶାରୁ ଉଭୟ ଓଡ଼ିଆ ଓ ସାନ୍ତାଳି ଉଇକିଆଳିମାନେ (ଉଇକିପିଡ଼ିଆରେ ସ୍ୱେଚ୍ଛାସେବୀ ଭାବରେ…

୨ ଲକ୍ଷ ଭାରତୀୟ ନାଗରିକତ୍ବ ଛାଡ଼ିଛନ୍ତି

ନୂଆଦିଲ୍ଲୀ: ୨୦୨୪ରେ ୨ ଲକ୍ଷରୁ ଅଧିକ ବ୍ୟକ୍ତି ଭାରତୀୟ ନାଗରିକତ୍ବ ଛାଡିଥିବା ଜଣାପଡିଛି। ଶୁକ୍ରବାର ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ବିଦେଶ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ ଏହି ସୂଚନା ଦେଇଛନ୍ତି। ଏମାନେ ବିଦେଶୀ ନାଗରିକତ୍ବ ଗ୍ରହଣ କରିଥିବାରୁ ଭାରତୀୟ…

ଭାରତ ପାଇଁ ଏୟାରସ୍ପେସ୍ ବନ୍ଦ କରିବା ନିଷ୍ପତ୍ତି ପଡିଲା ଭାରି, ପାକିସ୍ତାନ ଦୁଇ ମାସରେ ୧୨୭ କୋଟି କ୍ଷତି ସହିଲା

ଭାରତ ସହିତ ଉତ୍ତେଜନା ବୃଦ୍ଧି କଲା ପାକିସ୍ତାନ । ଏହା ପରେ ପାକିସ୍ତାନ ତାର ଏୟାରସ୍ପେସ୍ ବନ୍ଦ କରିବାର ନିଷ୍ପତ୍ତି ନେବା ଦ୍ୱାରା ନିଜ ପାଇଁ ବହୁତ କ୍ଷତି ହୋଇଛି । ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରଣାଳୟ ପ୍ରକାଶ କରିଛି ଯେ ଭାରତୀୟ…

ସ୍ତ୍ରୀ ସହ ମିଶି ମାଆର ତଣ୍ଟି ଚିପି ମାରିଦେଲା ପୁଅ

ବ୍ରହ୍ମପୁର/ଆସିକା : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଗଙ୍ଗାପୁର ପଞ୍ଚାୟତ ଦନ୍ତାରିବଗଡ଼ ଗାଁରେ ଅଭାବନୀୟ ଘଟଣା । ଜମିବାଡ଼ି ବିବାଦ ଓ ଭତ୍ତା ଟଙ୍କାକୁ କେନ୍ଦ୍ର କରି ହତ୍ୟାକାଣ୍ଡ । ନିଜ ଜନ୍ମକଲା ମାଆର ତଣ୍ଟି ଚିପି ହତ୍ୟା କରିଦେଲେ ବଡ଼…

ପ୍ରଧାନମନ୍ତ୍ରୀ ମୋଦୀ ତିନୋଟି ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ କଲେ ଉଦ୍ଘାଟନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ବଡ଼ ଉପହାର ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଆଜି ୩ଟି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ବେଙ୍ଗାଲୁରୁର କେଏସଆର ରେଳ ଷ୍ଟେସନରେ ୩ଟି…

ଯାତ୍ରୀଙ୍କୁ ଅପରିଷ୍କାର ସିଟ୍ ଦେବା ପଡ଼ିଲା ମହଙ୍ଗା, ଇଣ୍ଡିଗୋ ଏୟାରଲାଇନକୁ୧.୫ ଲକ୍ଷ ଟଙ୍କା ଜରିମାନା

ନୂଆଦିଲ୍ଲୀ: ଯାତ୍ରୀଙ୍କୁ ଅପରିଷ୍କାର ସିଟ୍ ଦେବା ଇଣ୍ଡିଗୋକୁ ପଡ଼ିଲା ମହଙ୍ଗା । ଏଥିପାଇଁ ଏୟାରଲାଇନ୍ସକୁ ୧.୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀର ଏକ ଉପଭୋକ୍ତା ଫୋରମ୍ । ଜଣେ ମହିଳା ଜଣକ ଭୋଗୁଥିବା ଅସୁବିଧା, ଯନ୍ତ୍ରଣା ଏବଂ…

ମାସ୍କ ପିନ୍ଧି ବାପା ମାଆଙ୍କ ସାମ୍ନାରେ ଝିଅକୁ ଉଠାଇନେଲେ

ଉଦଳା: ବାପା-ମା’ଙ୍କ ସହିତ ବଜାର ଯାଇଥିଲେ ଯୁବତୀ । ଦୋକାନ ବାହାରେ ଆସି ଛିଡା ହୋଇଥିବା ବେଳେ ଅଚାନକ ୪ ଜଣ ଯୁବକ ମାସ୍କ ପିନ୍ଧି ବାଇକରେ ଆସି ଯୁବତୀଙ୍କୁ ଉଠାଇ ନେଲେ । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବଜାରରେ । ସୂତନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଅଞ୍ଚଳର ଯୁବତୀ ବାପା-ମା’ଙ୍କ ସହିତ…

ପୁରୁଷବନ୍ଧୁଙ୍କ ମୋବାଇଲ୍‌ରୁ ମିଳିଲା ଅଶ୍ଲୀଳ ଭିଡିଓ: ଲାଗିଲା ସଙ୍ଗିନ ଦଫା

ପଟ୍ଟାମୁଣ୍ଡାଇ ୧୦।୦୮ :  କାଠିଆପଡ଼ା ଛାତ୍ରୀ ମୃତ୍ୟୁ ଘଟଣା । ଖୋଲିବ କି ରହସ୍ୟ । ଘଟଣାର ତଦନ୍ତ ଚାଲୁଥିବା ବେଳେ ପୋଲିସକୁ ମିଳିଛି ନୂଆ ତଥ୍ୟ । ଅଭିଯୁକ୍ତ ପୁରୁଷ ବନ୍ଧୁଙ୍କ ମୋବାଇଲ୍‌ରୁ ଏକାଧିକ ଅଶ୍ଳୀଳ ଭିଡିଓ ମିଳିଥିବା ସୂଚନା…

ଗ୍ୟାସ ସିଲିଣ୍ଡର ଫାଟି ଉଡ଼ିଲା ଛାତ, ତିନି ଗୁରୁତର

ଅନୁଗୁଳ: ଫାଟିଲା ଗ୍ୟାସ ଟାଙ୍କି, ଉଡ଼ିଲା ଛାତ । ସିଲିଣ୍ଡର ଫାଟି ତିନି ଗୁରୁତର । ଅନୁଗୁଳ ଜିଲ୍ଲା ନାଲକୋ ଥାନା ମା’ବ୍ରାହ୍ମଣୀ ଦେବୀ ପୀଠ ସମ୍ମୁଖରେ ଅଘଟଣ । ଘରେ ଶୋଇଥିବା ବେଳେ ଫାଟିଲା ଗ୍ୟାସ ସିଲିଣ୍ଡର । ଗ୍ୟାସ ସିଲିଣ୍ଡର…

ହସ୍ପିଟାଲରେ ନାହାନ୍ତି ନର୍ସ, ସାଲାଇନ ଦେଉଛନ୍ତି ସଫେଇ କର୍ମଚାରୀ

ଅନୁଗୁଳ : ହସ୍ପିଟାଲରେ ନାହାନ୍ତି ନର୍ସ । ସାଲାଇନ ଦେଉଛନ୍ତି ସଫେଇ କର୍ମଚାରୀ । ଅନୁଗୁଳ ଜିଲ୍ଲା ବାଗେଡ଼ିଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟାବସ୍ଥାର ବିକଳ ଚିତ୍ର । ବାଗେଡ଼ିଆ ସ୍ୱାସ୍ଥ୍ୟକେନ୍ଦ୍ରକୁ ଜଣେ ମହିଳା ଚିକିତ୍ସା ପାଇଁ ଆସିଥିଲେ । ଡାକ୍ତର ତାଙ୍କୁ…