March 2026

ହୋଟେଲରୁ ଆଇପିଏଲ୍‌ରେ କାର୍ଯ୍ୟରତ ବ୍ରଡକାଷ୍ଟ ଇଞ୍ଜିନିୟରଙ୍କ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: ମାର୍ଚ୍ଚ ୨୮ ତାରିଖରୁ ଆଇପିଏଲର ନୂଆ ସିଜିନ୍ ଆରମ୍ଭ ହୋଇଛି। ଏହି ସମୟରେ ଟୁର୍ଣ୍ଣାମେଣ୍ଟ ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସିଛି। ଟୁର୍ଣ୍ଣାମେଣ୍ଟ ପାଇଁ ବ୍ରଡକାଷ୍ଟ ଇଞ୍ଜିନିୟର ଭାବରେ କାମ କରୁଥିବା ଜଣେ ବ୍ରିଟିଶ ନାଗରିକଙ୍କ ମୃତ୍ୟୁ…

ମାସୁଦ ଆଝାରର ବଡ ଭାଇ ମହମ୍ମଦ ତାହିର ଅନୱରର ମୃତ୍ୟୁ, କାରଣ ଅସ୍ପଷ୍ଟ

ଇସଲାମାବାଦ : ପାକିସ୍ତାନରୁ ମଙ୍ଗଳବାର ଏକ ବଡ ଖବର ସାମ୍ନାକୁ ଆସିଛି। ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ-ମହମ୍ମଦର ମୁଖ୍ୟ ମାସୁଦ ଆଝାରର ବଡ ଭାଇ ମହମ୍ମଦ ତାହିର ଅନୱରର ମୃତ୍ୟୁ ଘଟିଛି। ମାତ୍ର କେଉଁ କାରଣରୁ ତା’ର ମୃତ୍ୟୁ ଘଟିଛି ତାହା ଅସ୍ପଷ୍ଟ…

ଇରାନ ସହ ଯୁଦ୍ଧ ଶେଷ କରିବାକୁ ପ୍ରସ୍ତୁତ: ଡୋନାଲଡ ଟ୍ରମ୍ପ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏକ ନୂତନ ରଣନୀତି ପ୍ରସ୍ତୁତ କରିଛନ୍ତି। ଟ୍ରମ୍ପ ତାଙ୍କ ସହଯୋଗୀମାନଙ୍କୁ କହିଛନ୍ତି ଯେ ସେ ଇରାନ ସହିତ ଯୁଦ୍ଧ ସମାପ୍ତ କରିବାକୁ ପ୍ରସ୍ତୁତ । ଯଦିଓ ହର୍ମୁଜ୍ ପ୍ରଣାଳୀ ବନ୍ଦ…

କଲୋନୀରେ ନିଆଁ ଲାଗି ଗୋଟିଏ ପରିବାରର ୫ ଜୀବନ୍ତ ଦଗ୍ଧ

ସୁରତ : ଗୁଜରାଟ ସୁରତ ଜିଲ୍ଲାରେ ଲିମ୍ବାୟତ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ । ଏକ କଲୋନୀରେ ନିଆଁ ଲାଗିବା ଯୋଗୁଁ ଗୋଟିଏ ପରିବାରର ୫ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ସୂଚନା ମିଳିବା ପରେ ପୋଲିସ ଏବଂ ଅଗ୍ନିଶମ ଟିମ୍…

କ୍ୟାନ୍ସର ଚିକିତ୍ସାରେ ନୂଆ ସମ୍ଭାବନା, ମାତ୍ର ୫ ଦିନରେ ବ୍ରେନ ଟ୍ୟୁମର ଭଲ କଲା ନୂଆ ଔଷଧ

ନୂଆଦିଲ୍ଲୀ: କ୍ୟାନ୍ସର ଚିକିତ୍ସାରେ ନୂଆ ସମ୍ଭାବନା । ମାତ୍ର ୫ ଦିନରେ ବ୍ରେନ ଟ୍ୟୁମର ଗାଏବ କଲା ନୂଆ ଔଷଧ। କର୍କଟ ଭଳି ମାରାତ୍ମକ ରୋଗର ଚିକିତ୍ସା କ୍ଷେତ୍ରରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଆମେରିକାର ମାସାଚୁସେଟ୍ସ ଜେନେରାଲ୍ ହସ୍ପିଟାଲର…

ବିଜେପିରେ ସାମିଲ ହେଲେ ଟେନିସ ତାରକା ଲିଆଣ୍ଡର ପେସ୍

ନୂଆଦିଲ୍ଲୀ : ପୂର୍ବତନ ଟେନିସ୍ ଖେଳାଳି ଲିଆଣ୍ଡର ପେସ୍ ବିଜେପିରେ ଯୋଗ ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀ କିରନ ରିଜିଜୁ ଏବଂ ସୁକାନ୍ତ ମଜୁମଦାରଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି । ପଶ୍ଚିମବଙ୍ଗ ରାଜନୀତି ପୂର୍ବରୁ ବିଜେପି ଶିବିରରେ ସାମିଲ ହୋଇଛନ୍ତି…

ଇରାନ ଉପରେ ବଙ୍କର-ବଷ୍ଟର ବୋମା ମାଡ଼ କଲା ଆମେରିକା

ଆମେରିକା : ଇରାନ ଉପରେ ଆମେରିକାର ଭୟଙ୍କର ଆକ୍ରମଣ । ବଙ୍କର-ବଷ୍ଟର ବୋମା ମାଡ଼ରେ ଥରିଲା ଇସଫାହାନ । ଭୟଙ୍କର ବିସ୍ଫୋରଣର ଭିଡିଓ ସେୟାର କଲେ ଟ୍ରମ୍ପ୍ । ୯୦୦ କିଲୋର ବୋମାମାଡ଼ରେ ଜଳିଉଠିଲା ଆକାଶ । ସୋମବାର ବିଳମ୍ବିତ ରାତିରେ…

ବ୍ୟାଡମିଣ୍ଟନ ଖେଳୁ ଖେଳୁ ସାଇଲେଣ୍ଟ ଆଟାକ୍: ୫ ସେକେଣ୍ଡରେ ଚାଲିଗଲା ଖେଳାଳିଙ୍କ ଜୀବନ

ଉତ୍ତରପ୍ରଦେଶ : ଖେଳୁ ଖେଳୁ ଚାଲିଗଲା ଜୀବନ । ମହୋବା ସ୍ଥିତ ଷ୍ଟାଡିୟମରେ ବ୍ୟାଡମିଣ୍ଟନ ଖେଳୁଥିବା ବେଳେ ଜୀବନ ଚାଲିଯାଇଛି । ଯାହାଏ ଭିଡିଓ ସିସିଟିଭିରେ କଏଦ ହୋଇଛି । ମାତ୍ର ୫ ସେକେଣ୍ଡରେ ଖେଳାଳିଙ୍କ ଜୀବନ ଚାଲିଯାଇଛି । ସୋସିଆଲ…

ନାଳନ୍ଦା ଶୀତଳା ମନ୍ଦିରରେ ଦଳାଚକଟା: ୮ ମୃତ, ଅନେକ ଶ୍ରଦ୍ଧାଳୁ ଆହତ

ବିହାର : ବିହାର ନାଳନ୍ଦାରେ ଥିବା ଏକ ମନ୍ଦିରରେ ସକାଳୁ ସକାଳୁ ଦଳାଚକଟା ଯୋଗୁଁ ୮ ଜଣ ଶ୍ରଦ୍ଧାଳୁଙ୍କ ଜୀବନ ଚାଲିଯାଇଛି । ଦଳାଚକଟାରେ ଅନେକ ଲୋକ ଆହତ ହୋଇଛନ୍ତି । ଆଗକୁ ମୃତକଙ୍କ ସଂଖ୍ୟା ବଢିପାରେ । ଖବର ମୁତାବକ,…

କଂଗ୍ରେସର ୪ ଜିଲ୍ଲା ସଭାପତିଙ୍କ ନାମ ଘୋଷିତ

ଭୁବନେଶ୍ଵର: ଓଡିଶାପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ୪ଟି ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାମ ଘୋଷଣା । ଗଜପତି ଜିଲ୍ଳାରେ-ଶଙ୍କର ପ୍ରଧାନ ପଶ୍ଚିମ ଗଞ୍ଜାମ-ଦଣ୍ତପାଣି ପାତ୍ର କଟକ ସହର-ସନ୍ତୟାନ ମିଶ୍ର ବୌଦ୍ଧ- ଅବଦୁଲ କାଲିସ ଖାସ ଦୀର୍ଘଦିନ ଧରିକଂଗ୍ରେସ ପକ୍ଷରୁ ରାଜ୍ୟରେ ଜିଲ୍ଲାସଭାପତିଙ୍କ…