Uncategorized

ନିର୍ଦ୍ଦୋଷରେ ୨୨ ବର୍ଷ ସଜା, ସୁପ୍ରିମକୋର୍ଟରୁ ଦୋଷମୁକ୍ତ ହୋଇ ଗାଁକୁ ଫେରିଲେ

ନବରଙ୍ଗପୁର: ନିର୍ଦ୍ଦୋଷରେ ୨୨ ବର୍ଷ ସଜା କାଟିଲେ । ୨୦୦୪ ମସିହାରେ ନବରଙ୍ଗପୁର ଜିଲ୍ଲା ସଦର ମହକୁମା ହିରିଲି ଅଞ୍ଚଳରେ ତିନି ମହିଳାଙ୍କୁ ହତ୍ୟା ଘଟଣା । ନିର୍ଦ୍ଦୋଷରେ ଖଲାସ ହେଲେ ଗିରଫ ବ୍ୟକ୍ତି । ଦୀର୍ଘ ୨୨ ବର୍ଷ ସଜା…

ଅଗଷ୍ଟ ୧ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ

ରାଜନଗର : ଅଗଷ୍ଟ ୧ ରୁ ଖୋଲିବ ଭିତରକନିକା । ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ପ୍ରଜନନ ପାଇଁ ୩ ମାସ ବନ୍ଦ ରହିଥିଲା ଭିତରକନିକା । ମା କୁମ୍ଭୀର ଅଣ୍ଡା ଦେବା ପରେ ହିଂସ୍ର…

ରାଜ୍ୟ କ୍ୟାବିନେଟରେ ୫ ବିଭାଗର ୧୧ ପ୍ରସ୍ତାବକୁ ମୋହର

ଭୁବନେଶ୍ୱର : ୫ ବିଭାଗର ୧୧ ପ୍ରସ୍ତାବକୁ ମୋହର । ଜଳସଂପଦ ବିଭାଗର ୫ଟି ଟେଣ୍ଡରକୁ ଅନୁମୋଦନ । ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ପାନୀୟଜଳ ପରିଚାଳନା ଓ ରକ୍ଷଣାବେକ୍ଷଣ ନୀତିକୁ ମଞ୍ଜୁରୀ । ୩ ,୪୦୦…

ବଦଳିବ ଡ୍ରେସ୍ କୋର୍ଡ, ନୂଆ ରୂପ ପାଇବ ମିଶନ ଶକ୍ତି

ଭୁବନେଶ୍ୱର : ନୂଆ ରୂପ ପାଇବ ମିଶନ ଶକ୍ତି । ବଦଳିବ ଡ୍ରେସ୍ କୋର୍ଡ । ୭୦ଲକ୍ଷ ମହିଳା ପାଇବେ ନୂଆ ଡ୍ରେସ୍ । ଉତ୍କଳ ଦିବସରୁ ନୂଆ ଡ୍ରେସ୍ କୋର୍ଡ ଲାଗୁ ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା…

ବିକ୍ଷୋଭକାରୀଙ୍କୁ ଦମନ କରିବାକୁ ଇରାକ ଆତଙ୍କବାଦୀଙ୍କୁ ଭଡ଼ାରେ ଆଣିଲା ଇରାନ

ତେହେରାନ: ଇରାନର ଚାଲିଥିବା ଜନସାଧାରଣଙ୍କ ବିକ୍ଷୋଭ ଦିନକୁ ଦିନ ଉଗ୍ରରୂପ ଧାରଣ କରୁଥିବାବେଳେ ସ୍ଥିତି ସରକାରଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ବିକ୍ଷୋଭକାରୀଙ୍କୁ ଦମନ କରିବାକୁ ଇରାନ ସରକାର ସେନାକୁ ନିୟୋଜିତ କରିଛନ୍ତି। ସେନା କାର୍ଯ୍ୟାନୁଷ୍ଠାନରେ ତିନି ହଜାରରୁ ଅଧିକ ଲୋକ ପ୍ରାଣ…

ରାଜ୍ୟର ୩୦ ଜିଲ୍ଲାରେ ହେବ ୩୦ ଶିଳ୍ପ: ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର : ୩୦ ଜିଲ୍ଲାରେ ୩୦ ଶିଳ୍ପ । ୧୬ଟି କ୍ଷେତ୍ରରେ ହେବ ନିବେଶ । ହାଇଦ୍ରାବାଦରେ ଦୁଇ ଦିନିଆ ନିବେଶକ ସମ୍ମିଳନୀରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି , ଓଡ଼ିଶା ହେବ ପୁଞ୍ଜିନିବେଶର…

୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଛୁଇଁବ ଓଡ଼ିଶା ଅର୍ଥନୀତି: ମୁଖ୍ୟମନ୍ତ୍ରୀ

‘ସମୃଦ୍ଧ ଓଡ଼ିଶା ୨୦୩୬ କନ୍‌କ୍ଲେଭ୍‌’ ଉଦ୍‌ଘାଟିତ : ଭୁବନେଶ୍ୱର ହେବ ଇଷ୍ଟର୍ଣ୍ଣ ରିଜିଅନ୍‌ର ମେଗା ଟେକ୍‌-ସିଟି, ରାଜ୍ୟରେ ପ୍ରକୃତ ଶିଳ୍ପ ବିପ୍ଲବ ଆରମ୍ଭ ହୋଇଛି ଭୁବନେଶ୍ୱର, ୨୫।୧୧ : ଓଡ଼ିଶାରେ ଏବେ ପ୍ରକୃତ ଶିଳ୍ପ ବିପ୍ଲବର ସୂତ୍ରପାତ ହୋଇଛି, ଯାହା ରାଜ୍ୟର…

‘ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ’

ଭୁବନେଶ୍ବର : ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର। ବାତ୍ୟା ମୁକାବିଲାର ପ୍ରସ୍ତୁତି ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ବଙ୍ଗୋପସାଗରରେ ବାତ୍ୟା ହେବା ସମ୍ଭାବନା ରହିଛି । ସ୍ପଷ୍ଟଚିହ୍ନିତ…

ଅହମ୍ମଦ ସିଦ୍ଦିକିଙ୍କୁ ୧୩ ଦିନିଆ ରିମାଣ୍ଡରେ ନେଲା ଇଡି

ନୂଆଦିଲ୍ଲୀ : ୧୩ ଦିନିଆ ଇଡି ରିମାଣ୍ଡରେ ଅଲ୍ ଫଲାହ ପ୍ରତିଷ୍ଠାତା ଜାଭେଦ୍ ଅହମ୍ମଦ ସିଦ୍ଦିକି । ଡିସେମ୍ବର ୧ ତାରିଖ ଯାଏଁ ଇଡି ରିମାଣ୍ଡରେ ରହିବେ ସିଦ୍ଦିକି । ମନି ଲଣ୍ଡ୍ରିଂ ମାମଲାରେ ସିଦ୍ଦିକିଙ୍କୁ ଗତକାଲି ଗିରଫ କରିଥିଲା ଇଡି…

ସାଲିଆ ସାହି ଉଚ୍ଛେଦ ଆରମ୍ଭ, ୫୧୭ ଘର ଭାଙ୍ଗିବ ବିଏମସି

ଭୁବନେଶ୍ବର: ଉଚ୍ଛେଦ ହେବ ସାଲିଆ ସାହି। ଏକାମ୍ର କାନନରୁ ଅନ୍ଧାରୁଆ ୧୩ କିଲୋମିଟର ପର୍ଯ୍ୟନ୍ତ ଲେଫ୍ଟ ପାରାଲାଲ ରାସ୍ତା ପାଇଁ ଏହି ଉଚ୍ଛେଦ ଆରମ୍ଭ କରିଛି ବିଏମସି ଓ ବିଡିଏ । କୌଣସି ଅପ୍ରିତିକର ପରିସ୍ଥିତି ଏଡାଇବାକୁ ଘଟଣାସ୍ଥଳରେ ୫ ପ୍ଲାଟୁନ…