ଦୁଇ ବସ ମୁହାଁମୁହିଁ: ୭ ମୃତ, ୪୦ ଆହତ

ତାମିଲନାଡୁ: ତାମିଲନାଡୁରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି ସରକାରୀ ବସ ମୁହାଁମୁହିଁ ଧକ୍କା ହେବା ଫଳରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ତାମିଲନାଡୁର ଶିବଗଙ୍ଗା ଜିଲା…

ଦନ୍ତେୱାଡ଼ାରେ ଆତ୍ମସମର୍ପଣ କଲେ ୩୭ ମାଓବାଦୀ

ଛତିଶଗଡ଼: ଛତିଶଗଡ଼ର ଦନ୍ତେୱାଡ଼ା ଜିଲାରେ ୩୭ ଜଣ ମାଓବାଦୀ ରବିବାର ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨୭ ଜଣଙ୍କ ଉପରେ ୬୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା। ଏହି ମାଓବାଦୀମାନେ ବରିଷ୍ଠ ପୁଲିସ ଏବଂ ସିଆରପିଏଫ ଅଧିକାରୀଙ୍କ ନିକଟରେ ଆତ୍ମସମର୍ପଣ…

ବଢିଲା ଏସ୍‌ଆଇଆର୍‌ ପ୍ରକ୍ରିୟା ଅବଧି: ନିର୍ବାଚନ କମିଶନ

ନୂଆଦିଲ୍ଲୀ: ନିର୍ବାଚନ କମିଶନଙ୍କ ପକ୍ଷରୁ ଏକ ବଡ ସୂଚନା ମିଳିଛି। ଚଳିତ ଏସ୍‌ଆଇଆର୍‌ ପ୍ରକ୍ରିୟା ତାରିଖ ସଂଶୋଧ ବୃଦ୍ଧି ହୋଇଛି। ବର୍ତ୍ତମାନ୍ ଡିସେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ଏସ୍‌ଆଇଆର୍‌ ଫର୍ମ ପୂରଣ କରିପାରିବେ। ବର୍ତ୍ତମାନ ୧୨ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ…

ଡିଟୱା ଅପଡେଟ: ଦକ୍ଷିଣ ଭାରତରେ ବିମାନ ଓ ରେଳସେବା ବାଧାପ୍ରାପ୍ତ

ନୂଆଦିଲ୍ଲୀ: ଭାରତ ମୁହାଁ ଅଗ୍ରସର ହେଉଛି ବାତ୍ୟା ଡିଟୱା । ଫଳରେ ତାମିଲନାଡୁ-ପୁଡୁଚେରୀ ଉପକୂଳରେ ଅତି ପ୍ରବଳ ବର୍ଷା ଯୋଗୁଁ ତାମିଲନାଡୁର ଅନେକ ସ୍ଥାନ ପ୍ରଭାବିତ ହେଉଛି । ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶର ଅନେକ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି  ।…

କାଲିଫର୍ନିଆରେ ଭୟଙ୍କର ଗୁଳିକାଣ୍ଡ, ୪ ମୃତ ଓ ୧୯ ଆହତ

କାଲିଫର୍ନିଆ : ୱାଶିଂଟନରେ ନ୍ୟାସନାଲ୍ ଗାର୍ଡ ସଦସ୍ୟଙ୍କ ଉପରେ ଆକ୍ରମଣର ୩ ଦିନ ପରେ କାଲିଫର୍ନିଆର ଷ୍ଟକଟନ୍‌ରେ ଏକ ବଡ଼ ଗୁଳିକାଣ୍ଡ ଘଟିଛି । ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୦ ଜଣ ଆହତ ହୋଇଛନ୍ତି । ସୂଚନା ପାଇବା…

ଇଟାଲୀରେ ମହିଳା ହତ୍ୟାକାରୀଙ୍କୁ ମିଳିବ ଆଜୀବନ କାରାଦଣ୍ଡ

ଇଟାଲୀ : ଜଣେ କଲେଜ ଛାତ୍ରୀଙ୍କ ହତ୍ୟା ପରେ ଇଟାଲୀରେ ଆଇନ ପରିବର୍ତ୍ତନ । ମହିଳା ହତ୍ୟାକାରୀଙ୍କୁ ମିଳିବ ଆଜୀବନ କାରାଦଣ୍ଡ । ନଭେମ୍ବର ୨୫ତାରିଖରେ ଇଟାଲୀୟ ସଂସଦ ଏନେଇ ଏକ ଆଇନ ପାସ୍ କରିଥିଲା । ଯାହାକୁ ସରକାର ଏବଂ ବିରୋଧୀ…

‘ଡିଟୱା’ ପ୍ରଭାବ: ତାମିଲନାଡ଼ୁରେ ବିଭିନ୍ନ ପରୀକ୍ଷା ବାତିଲ

ତାମିଲନାଡ଼ୁ : ଶ୍ରୀଲଙ୍କାରେ ଛାରଖାର କରିବା ପରେ ଭାରତ ମୁହାଁ ହୋଇଛି ବାତ୍ୟା ଡିଟୱା । ତାମିଲନାଡ଼ୁ, ପୁଡ଼ୁଚେରୀ ଉପକୂଳ ଆଡ଼କୁ ମାଡ଼ି ଆସୁଛି । ଆଜି ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ଅତିକ୍ରମ କରିବ । ପ୍ରଭାବରେ ତାମିଲନାଡୁରେ ପବନ ସହ…

ନ୍ୟାସନାଲ ହେରାଲ୍ଡ ମାମଲା: ସୋନିଆ ଓ ରାହୁଲଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏତଲା । ଦିଲ୍ଲୀ ପୁଲିସର ଅର୍ଥନୈତିକ ଅପରାଧ ଶାଖା ନ୍ୟାସନାଲ ହେରାଲ୍ଡ ମାମଲାରେ ଲୋକସଭା ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବିରୁଦ୍ଧରେ…

ବାରବାଟୀ ମ୍ୟାଚ୍‌ ପାଇଁ କାଲିଠୁ ଅନଲାଇନ୍ ଟିକେଟ୍ ବିକ୍ରି

କଟକ : ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଆନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ଡିସେମ୍ବର ୯ ତାରିଖରେ ମ୍ୟାଚ୍‌ ଅନୁଷ୍ଠିତ ହେବ। ଓଡିଶା ସରକାର ଏବଂ ଓଡିଶା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ସମସ୍ତ ବ୍ୟବସ୍ଥାକୁ ତ୍ରୁଟିମୁକ୍ତ କରିବା…

କାର୍ଯ୍ୟରେ ଅଭବହେଳା: ୧୦ ଶିକ୍ଷକଙ୍କ ଦରମା ବନ୍ଦ

ବୌଦ୍ଧ: ୧୦ ଶିକ୍ଷକଙ୍କ ଦରମା ବନ୍ଦ ସହ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଛି। ହରଭଙ୍ଗା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ନୋଟିସ୍‌ ଜାରି ହୋଇଛି। କାର୍ଯ୍ୟରେ ଅଭବହେଳା ଅଭିଯୋଗରେ ୧୦ ଜଣ ଶିକ୍ଷକଙ୍କ ଦରମା ବନ୍ଦ କରାଯାଇଛି। ସୂଚନା…