କଇଁଚିରେ ଆକ୍ରମଣ କରି ଦୁଇ ସନ୍ତାନଙ୍କୁ ହତ୍ୟା କଲା ମା’, ନିଜେ ବି ହାରିଲା ଜୀବନ
ନୂଆଦିଲ୍ଲୀ: ପିଲାମାନେ ଜିଦ୍ କରିବେ, ବାହାରକୁ ଖେଳିବାକୁ ଯିବେ । କିନ୍ତୁ ଏତିକି କଥାରେ, ନିଜ ଜନ୍ମକଲା ପିଲାଙ୍କୁ ମା’ ହତ୍ୟା କରିଦେବ, ଭାବିଲେ ଲୋମ ଟାଙ୍କୁରି ଉଠିବ । ଠିକ୍ ଏଭଳି ଏକ ଲୋକହର୍ଷଣକାରୀ ଘଟଣା ରାଜସ୍ଥାନର ଅଲଓ୍ବର ଜିଲ୍ଲାରେ…