ମାଆ ସୀତା ଅଭିଶାପ ଫେରାଇ ନେଇଛନ୍ତି: ବିକାଶଧାରା ଦେଖି କହିଲେ ଅଯୋଧ୍ୟାର ରାଜା
ଅଯୋଧ୍ୟା: ମାଆ ସୀତା ତାଙ୍କ ଅଭିଶାପ ଫେରାଇ ନେଇଥିବା ପରି ମନେ ହେଉଛି ବୋଲି ସମ୍ପ୍ରତି ଅଯୋଧ୍ୟାରେ ଚାଲିଥିବା ସାମଗ୍ରିକ ବିକାଶ ଦେଖି ରାଜା ଭାବେ ସୁପରିଚିତ ବିମଳେନ୍ଦ୍ର ମୋହନ ପ୍ରତାପ ମିଶ୍ରା କହିଛନ୍ତି। ସୂଚନାଯୋଗ୍ୟ, ବିମଳେନ୍ଦ୍ର ହେଉଛନ୍ତି ଅଯୋଧ୍ୟାର ରାଜା…
