ଚଢ଼େଇ ଧରୁଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ନାବାଳକଙ୍କ ମୃତ୍ୟୁ
ମାଲକାନଗିରି : ଚଢେଇ ଧରିବା ହେଲା କାଳ। ଚାଲିଗଲା ୨ ନାବାଳକଙ୍କ ଜୀବନ। ଗଛ ଉପରେ ଚଢ଼ି ଚଢ଼େଇ ଧରୁଥିବା ସମୟରେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ଜଣ ନାବାଳକଙ୍କ ମୃତ୍ୟୁ ହୋଇଛି। ମାଲକାନଗିରି ଜିଲ୍ଲା କାଲିମେଳା ଥାନା…