କାଲି ରାତିରେ ଘରକୁ ଫେରିନଥିଲେ ଯୁବକ: ଆଜି ବିଲରୁ ମିଳିଲା ମୃତଦେହ

ଜଳେଶ୍ଵର: ବାଲେଶ୍ଵର ଜିଲ୍ଲା କମର୍ଦ୍ଦା ଥାନା ଅଧୀନସ୍ଥ ନହରା ପଞ୍ଚାୟତର କଣ୍ଠାଳିଆ ଗାଁ ନିକଟରେ ବିଲ ଭିତରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ହତ୍ୟାକାଣ୍ଡର ଶିକାର ହୋଇଥିବା ଯୁବକ ଜଣକ ସେହି କଣ୍ଠାଳିଆ…

ବନ୍ଧା ହେଲେ IDCO ଚିଫ ଜେନେରାଲ ମ୍ୟାନେଜର

ଭୁବନେଶ୍ୱର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ IDCO ଚିଫ ଜେନେରାଲ ମ୍ୟାନେଜର ଗିରଫ ହୋଇଛନ୍ତି । ଗିରଫ ପରେ ସରୋଜ କାନ୍ତ ମହାନ୍ତିଙ୍କୁ କୋର୍ଟ ଚାଲାଣ କରାଯାଇଛି। ତାଙ୍କ ଠାରୁ ୧୦ ପ୍ଲଟ, ଦୁଇ କୋଠା, ୮୭୧ ଗ୍ରାମ ସୁନା,…

୧୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ବରିଷ୍ଠ କିରାଣି ସୁବ୍ରତ କାନୁନଗୋ

ଯାଜପୁର: ଭିଜିଲାନ୍ସ ଜାଲରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଜିଲ୍ଲା ମଙ୍ଗଳ ବିଭାଗର ବରିଷ୍ଠ କିରାଣି ସୁବ୍ରତ କୁମାର କାନୁନଗୋ। ୧୦ ହଜାର ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ୍ । ହରିଜନ ଓ ଆଦିବାସୀ…

WFI ପାଇଁ ଗଠନ ହେଲା କାମଚଳା କମିଟି

କୁସ୍ତି ମହାସଂଘ ପାଇଁ ଗଠନ ହେଲା ଆଡ୍‌ ହକ୍‌ କମିଟି ତଥା କାମ ଚଳା କମିଟି। ଭାରତୀୟ ଅଲିମ୍ପିକ ଆସୋସିଏସନ୍‌ ୩ ଜଣିଆ ସଦସ୍ୟ ବିଶିଷ୍ଟ ଏହି ଆଡ ହକ୍ କମିଟି ଗଠନ କରିଛି। ଭାରତୀୟ କୁସ୍ତି ସଂଘକୁ ନିଲମ୍ବନ କରାଯିବା…

ଏସସିବିରୁ ଡିସଚାର୍ଜ ହେଲେ ସୁଶାନ୍ତ ଧଳସାମନ୍ତ

କଟକ: କଟକ ଏସସିବିରୁ ଡିସଚାର୍ଜ ହେଲା ହାର୍ଡକୋର ଅପରାଧୀ ସୁଶାନ୍ତ ଧଳସାମନ୍ତ। ଗତ ଶୁକ୍ରବାର ଦିନ ବିଳମ୍ବିତ ରାତିରେ କାର୍ଡିଓଲୋଜି ବିଭାଗରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ବଲାଙ୍ଗୀର ଜେଲରୁ ତାଙ୍କୁ ଅଣାଯାଇଥିଲା। କଡ଼ା ସୁରକ୍ଷା ବଳୟ ଭିତରେ ଚାଲିଥିଲା ଚିକିତ୍ସା। ଡିସଚାର୍ଜ…

ଦିଲ୍ଲୀରେ ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ

ଦିଲ୍ଲୀରେ ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ଘଟଣାର ସିସିଟିଭି ଫୁଟେଜ୍ ଆସିଛି । ଏଥିରେ ଦୁଇଜଣ ସନ୍ଦିଗ୍ଧଙ୍କୁ ଦେଖିବାକୁ ମିଳିଛି । ଚାଣକ୍ୟପୁରୀ ଠାରେ ଇସ୍ରାଏଲ ଦୂତାବାସ ପଛପଟେ ଥିବା ଜାଗାରେ ଗତକାଲି ସନ୍ଧ୍ୟାରେ ବିସ୍ଫୋରଣ ହୋଇଥିଲା । ସଂଧ୍ୟା ପ୍ରାୟ…

ପୁରୀ ଆସି ଭକ୍ତଙ୍କ ଦର୍ଶନ ବ୍ୟବସ୍ଥାର ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ଆଇଜି

ପୁରୀ: ପୁରୀ କୁ ଆସି ଭକ୍ତଙ୍କ ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂହ । ଦିନକୁ ଦିନ ଶ୍ରୀମନ୍ଦିରକୁ ପ୍ରବଳ ଭକ୍ତଙ୍କ ଭିଡ ଜମୁଥିବା ବେଳେ ବ୍ୟାରିକେଡ୍ ଭିଡ ଭିତରେ ଅନେକ ଭକ୍ତ ଅଚେତ ହେଇଯାଉଛନ୍ତି ।…

ମୁସଲିମ ଲିଗ୍ (ଜମ୍ମୁ ଓ କଶ୍ମୀର)କୁ ନିଷିଦ୍ଧ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବୁଧବାର ମୁସଲିମ୍ ଲିଗ୍ ଜମ୍ମୁ-କଶ୍ମୀର-ମସାରତ ଆଲାମ୍ ଗୋଷ୍ଠୀ (ଏମ୍ଏଲଜେକେ-ଏମ୍ଏ)କୁ ନିଷିଦ୍ଧ କରିଛନ୍ତି। ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ଅଧୀନରେ ସରକାର ଏହି ପଦକ୍ଷେପ ନେଇଛନ୍ତି। ସଂଗଠନର ସଦସ୍ୟମାନେ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଏବଂ…

ନୂଆ ବର୍ଷ ପାଇଁ ଟ୍ୱିନ ସିଟିରେ ମୁତୟନ ହେବେ ୫୦ ପ୍ଲାଟୁନ ପୋଲିସ

ଭୁବନେଶ୍ୱର : ନୂଆ ବର୍ଷ ପାଇଁ ଆକ୍ସନ ମୋଡ଼ରେ କମିଶନରେଟ ପୋଲିସ । ନୂଆବର୍ଷ ପାଳନ ସମୟରେ ବିଶୃଙ୍ଖଳ ଆଚରଣ ପ୍ରଦର୍ଶନ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ଟ୍ୱିନ ସିଟିର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ । କଟକ ଓ ଭୁବନେଶ୍ୱରରେ ୫୦…

ସାମାଜିକ ଗଣମାଧ୍ୟମରେ ‘ଖୁବ୍‌ ଶୀଘ୍ର ପୁଲ୍‌ୱାମା ଆକ୍ରମଣ ଭଳି ଆକ୍ରମଣ’ ପୋଷ୍ଟ୍‌ କରିଥିବା ଛାତ୍ର ଅଟକ

ଲକ୍ଷ୍ନୌ: ସାମାଜିକ ଗଣମାଧ୍ୟମରେ ‘ଖୁବ୍‌ ଶୀଘ୍ର ପୁଲ୍‌ୱାମା ଆକ୍ରମଣ ଭଳି ଆକ୍ରମଣ’ ପୋଷ୍ଟ୍‌ କରିଥିବା ଝାଡ଼ଖଣ୍ଡର ଜଣେ ଛାତ୍ରଙ୍କୁ ଆଜି ଉତ୍ତର ପ୍ରଦେଶରେ ଅଟକ ରଖାଯାଇଥିବା କଥା ଜଣେ ସରକାରୀ ଅଧିକାରୀ କହିଛନ୍ତି। ସହାରଣପୁର ‘ଏସ୍‌ଏସ୍‌ପି’ ବିପିନ ଟାଡା କହିଛନ୍ତି, ‘ଏକ୍ସ୍‌’ରେ…