ଧାରଣାରେ ବ୍ୟବସାୟୀ; ୪ ଦିନ ଯାଏଁ ବନ୍ଦ ରହିବ ଭୁବନେଶ୍ବର ୧ ନମ୍ବର ହାଟ
ଭୁବନେଶ୍ବର: ରାଜଧାନୀ ଦୈନିକ ହାଟ ବ୍ୟବସାୟୀ ସଙ୍ଘ ଭୁବନେଶ୍ୱରର ସବୁଠୁ ବଡ଼ ହାଟ ‘ଏକ ନମ୍ବର ହାଟ’କୁ ମଙ୍ଗଳବାର ଯାଏଁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ପାର୍କିଂ ସହିତ ଅନ୍ୟାନ୍ୟ ସମସ୍ୟାକୁ ନେଇ ହାଟ ବ୍ୟବସାୟୀମାନେ ଧାରଣାରେ ବସିଛନ୍ତି। ସେମାନେ ଦାବି…
