2023

ସାଇବର ଅପରାଧ ନେଇ ସଚେତନ କରିବେ ଅଙ୍ଗନବାଡ଼ି ଓ ଆଶାକର୍ମୀଙ୍କ ସହିତ ମିସନଶକ୍ତି ମହିଳା

ଭୁବନେଶ୍ବର: ଆଜିକାଲିର ଯୁବପିଢ଼ି କମ ପରିଶ୍ରମରେ ଶୀଘ୍ର କୋଟିପତି ହେବାକୁ ଚାହୁଁଛନ୍ତି। ସେଥିପାଇଁ ସେମାନେ ବିକଳ୍ପ ଚିନ୍ତା କରୁଛନ୍ତି। ଅନ୍ୟକୁ ବଡ଼ ‌ସ୍ବପ୍ନ ଓ ‌ଲୋଭ ଦେଖାଇ ସେମାନଙ୍କର ଜାଲରେ ଫସାଉଛନ୍ତି। ଏହି କ୍ରମରେ ଦିନକୁ ଦିନ ସାଇବର ‌ଠକେଇ ବଢ଼ିବାରେ…

୧୫ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ଦୁଷ୍କର୍ମ ପରେ ଅର୍ଦ୍ଧନଗ୍ନ ଅବସ୍ଥାରେ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ୧୫ ବର୍ଷୀୟା ପୀଡ଼ିତା ନାବାଳିକା ଜଣକ ଘର ଘର ବୁଲି ସହାୟତା ପାଇଁ…

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ; ୩୦ ପ୍ରବଳରୁ ଅତି ପ୍ରବଳ ବର୍ଷିବ!

ଭୁବନେଶ୍ବର : ପୂର୍ବ କେନ୍ଦ୍ରୀୟ-ଉତ୍ତର ବଙ୍ଗୋପସାଗରରେ ଆସନ୍ତା ୨୪ ଘଣ୍ଟା ଭିତରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ପୂର୍ବରୁ ଆଜି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସମ୍ଭାବ୍ୟ ଲଘୁଚାପ ପରବର୍ତ୍ତୀ ସମୟରେ ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହେବ।…

୫ ବର୍ଷରେ ରାଜ୍ୟରେ ବୁଡ଼ି ମରିଛନ୍ତି ୭୮୭୪, ସାପ କାମୁଡ଼ାରେ ଯାଇଛି ୫୨୧୯ ଜୀବନ

ଭୁବନେଶ୍ବର : ଗତ ୫ ବର୍ଷରେ (୨୦୧୮-୧୯ରୁ ୨୦୨୨-୨୩) ରାଜ୍ୟରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟରେ ରାଜ୍ୟରେ ୧୬୩୭୨ ଜଣଙ୍କ ମୃତ୍ୟୁ ଘଟିଛି। ଆଜି ବିଧାନସଭାରେ ବିଜେପି ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନର ଉତ୍ତରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ…

ସାଂସଦ ଦାନିସ ଅଲ୍ଲୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ମାମଲାର ତଦନ୍ତ କରିବ ଲୋକସଭା ସ୍ବାଧିକାର କମିଟି

ନୂଆଦିଲ୍ଲୀ: ଲୋକସଭାରେ ବିଏସପି ସାଂସଦ ଦାନିଶ ଅଲ୍ଲୀଙ୍କ ବିରୋଧରେ ବିଜେପି ନେତା ରମେଶ ବିଧୁରୀ ଦେଇଥିବା ଆପତ୍ତିଜନକ ମନ୍ତବ୍ୟର ତଦନ୍ତ ଲୋକସଭାର ସ୍ବାଧିକାର କମିଟି କରିବ । ଏ ସଂପର୍କରେ ଲୋକସଭା ବାଚସ୍ପତି ଓମ୍ ବିରଳା ନିର୍ଦ୍ଦେଶ ଦେଇଛନ୍ତି । ସେପ୍ଟେମ୍ବର…

ଚନ୍ଦ୍ରର ଦକ୍ଷିଣ ମେରୁରେ ଓହ୍ଲାଇନି ଚନ୍ଦ୍ରଯାନ-୩, ଚୀନ ବୈଜ୍ଞାନିକଙ୍କ ବିବାଦୀୟ ଦାବି

ନୂଆଦିଲ୍ଲୀ: ଭାରତର ଚନ୍ଦ୍ରଯାନ-୩କୁ ନେଇ ଚୀନର ଜଣେ ବରିଷ୍ଠ ବୈଜ୍ଞାନିକ ବିବାଦୀୟ ବୟାନ ଦେଇଛନ୍ତି। ସେ ଦାବି କରିଛନ୍ତି ଯେ ଭାରତର ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିନଥିଲା। ଭାରତୀୟ ବୈଜ୍ଞାନିକମାନେ ଏବେ ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭରକୁ…

‘ଜମ୍ବୁଲୋକ’ ପାଇଁ ଭୀମ ପୃଷ୍ଟି ପାଇବେ ଶାରଳା ପୁରସ୍କାର

ଭୁବନେଶ୍ବର : ଶ୍ରେଷ୍ଠ ସାହିତ୍ୟ କୃତି ପାଇଁ ପ୍ରତିବର୍ଷ ଇମ୍ଫା ଚାରିଟେବଲ ଟ୍ରଷ୍ଟ(ଇମ୍ପାକ୍ଟ) ପକ୍ଷରୁ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ ‘ଶାରଳା ପୁରସ୍କାର’ ଚଳିତବର୍ଷ ସୁଖ୍ୟାତ କଥାକାର ଭୀମ ପୃଷ୍ଟିଙ୍କୁ ପ୍ରଦାନ କରାଯିବ। ୨୦୧୭ ମସିହାରେ ପ୍ରକାଶିତ ‘ଜମ୍ବୁଲୋକ’ ପାଇଁ ତାଙ୍କୁ ଏହି…

ବାଚସ୍ପତିଙ୍କ ପୋଡିୟମକୁ ଡାଲି ଫିଙ୍ଗି ବିଜେପି ବିଧାୟକ ମୋହନ ମାଝୀ ଓ ମୁକେଶ ମହାଲିଙ୍ଗ ସସ୍‌ପେଣ୍ଡ

ଭୁବନେଶ୍ବର : ବାଚସ୍ପତିଙ୍କ ପୋଡ଼ିୟମକୁ ଡାଲି ଫିଙ୍ଗି ସସ୍‌ପେଣ୍ଡ ହୋଇଛନ୍ତି ୨ ବିଜେପି ବିଧାୟକ ମୋହନ ମାଝୀ ଓ ମୁକେଶ ମହାଲିଙ୍ଗ। ଚଳିତ ଅଧିବେଶନ ଶେଷ ପର୍ଯ୍ୟନ୍ତ ସେମାନଙ୍କୁ ସସ୍‌ପେଣ୍ଡ କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ। ମୋହନ ମାଝୀ ବିଧାନସଭାରେ ବିରୋଧୀ…

ଅକ୍ଟୋବର ୧୦ରେ ସାରା ରାଜ୍ୟରେ ବସ୍‌ ଧର୍ମଘଟ

ଅକ୍ଟବୋର ୧୦ରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ରାଜ୍ୟବ୍ୟାପୀ ହେବ ଘରୋଇ ବସ୍‌ ଧର୍ମଘଟ। ଅଲ୍‌ ଓଡ଼ିଶା ବସ୍‌ ମାଲିକ ସଂଘ ସାଧାରଣ ପରିଷଦରେ ହୋଇଛି ଏହି ନିଷ୍ପତ୍ତି। ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ବସ୍‌ ଯୋଜନାକୁ ପରିଷଦରେ ତୀବ୍ର ବିରୋଧ କରାଯାଇଛି। ଯେହେତୁ…

ଅଧ୍ୟାପକ କଲେଜରେ ୭ ଘଣ୍ଟା ରହିବା ବାଧ୍ୟ

ଭୁବନେଶ୍ବର: ପୁଣି କଡ଼ାକଡି ହେବ ଅଧ୍ୟାପକଙ୍କ ଉପସ୍ଥାନ । ଡିଗ୍ରୀ କଲେଜ ଅଧ୍ୟାପକ କଲେଜରେ ୭ ଘଣ୍ଟା ରହିବା ବାଧ୍ୟ । ଏଥିପାଇଁ ବାୟୋମେଟ୍ରିକ ବ୍ୟବସ୍ଥା କଡାକଡି କରାଯିବ । ଶିକ୍ଷାର ଉନ୍ନତି ଓ ଛାତ୍ରଛାତ୍ରୀଙ୍କ ପାଠପଢାରେ ସୁବିଧା ପାଇଁ ଏହା…