2023

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

କଟକ/ଭଦ୍ରକ: କଟକ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏସ୍‌ସିବି ମେଡିକାଲ୍‌ କଲେଜ ଛାତ୍ର ସଂସଦର ବାର୍ଷିକୋତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେବେ । ଏନେଇ ସୂଚନା ଦେଇଛନ୍ତି ରାଷ୍ଟ୍ରପତି ଭବନ ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ । ରାଷ୍ଟ୍ରପତି ଭବନ ଏବଂ…

ବନ୍ୟାଞ୍ଚଳ ପରିଦର୍ଶନ କରିବାକୁ ଯାଇଥିବା ବିଧାୟକଙ୍କୁ ଶକ୍ତ ଚାପୁଡ଼ା ମାରିଲେ ମହିଳା

‘ଆମେ ପାଣିରେ ଉବୁଟୁବୁ ହେଉଛୁ, ତୁମେ କ’ଣ ଦେଖିବାକୁ ଆସିଛ । ’ ବନ୍ୟା ପାଣି ଘେରରେ ଥିବା ଅଞ୍ଚଳ ପରିଦର୍ଶନ କରିବାକୁ ଯାଇଥିବା ଜଣେ ବିଧାୟକଙ୍କୁ ଏପରି କହି ସର୍ବସମ୍ମୁଖରେ ଶକ୍ତ ଚଟକଣି ବଜାଇ ଦେଲେ ଜଣେ ମହିଳା। ଏପରି…

ଅଳିଆ ଗଦାରୁ ମହିଳାଙ୍କ କ୍ଷତ ବିକ୍ଷତ ମୃତଦେହ ଠାବ

ଖୋର୍ଦ୍ଧା: ରାସ୍ତା କଡ ଅଳିଆ ଗଦାରୁ ମହିଳାଙ୍କ କ୍ଷତ ବିକ୍ଷତ ମୃତଦେହ ଠାବ । ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଆଜି ସକାଳୁ ଏହି ଚାଞ୍ଚଲ୍ଯକର ଘଟଣା ଦେଖିବାକୁ ମିଳିଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତା କଡ ଅଳିଆ…

ଦୁଇଟି ଗାଡ଼ି ମୁହାଁମୁହିଁ ଧକ୍କା, ୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ

ଗତକାଲି ବିଳମ୍ବିତ ରାତିରେ ରାଜଧାନୀ ଦିଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ୨ଟି ଗାଡ଼ି ମୁହାଁମୁହିଁ ଧକ୍କା ହେବାରୁ ୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ବହୁ ଜଣ ଆହତ ହୋଇଥିବା ଜଣାଯାଇଛି। ଦିଲ୍ଲୀର ଆଲିପୁର ରୋଡରେ ଗତ…

ପୂରଣ ହେବ ୯୦୦ରୁ ଅଧିକ ଶିକ୍ଷକ ପଦବୀ

ଓଡ଼ିଶା ସରକାରଙ୍କ ପକ୍ଷରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ୯୦୨ ପଦବୀ ପୂରଣ କରାଯିବ । ଏନେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ବେକାର ବସିଥିବା ଯୁବକ ଓ…

ନିଜକୁ ପୁଲିସ୍‌ କହି ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୁକ୍ତ ଗିରଫ

ନିଜକୁ ପୁଲିସ୍‌ ଅଧିକାରୀର ପରିଚୟ ଦେଇ ଜଣେ ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୁକ୍ତଙ୍କୁ ବାନ୍ଧିଛି ରାଜଧାନୀ ପୁଲିସ୍‌। ପ୍ରାୟ ୮ ଦିନ ତଳେ ଘଟିଥିବା ଏହି ଘଟଣାର ଅଭିଯୁକ୍ତଙ୍କ ସ୍କେଚ ଜାରି କରି ତାଙ୍କୁ ବାନ୍ଧିବାରେ ସକ୍ଷମ ହୋଇଛି ପୁଲିସ୍‌ ଓ…

ଆସନ୍ତା ସପ୍ତାହ ଆରମ୍ଭରୁ ବଙ୍ଗୋପୋସାଗରରେ ସୃଷ୍ଟି ହେବ ଲଘୁଚାପ

ଭୁବନେଶ୍ୱର: ଆସୁଛି ବଡ଼ ବର୍ଷା । ଆସନ୍ତା ସପ୍ତାହ ଆରମ୍ଭରୁ ବଙ୍ଗୋପୋସାଗରରେ ସୃଷ୍ଟି ହେବ ଲଘୁଚାପ । ଏହା ଘନୀଭୂତ ହୋଇ ଗଭୀର ଅବପାତ ରୂପ ନେବ ବୋଲି ପୂର୍ବାନୁମାନ କରାଯାଇଛି । ୨୧ ତାରିଖ ବେଳକୁ ଓଡ଼ିଶା ଅତିକ୍ରମ କରିବା…

ହୋଟେଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱରର ଏକ ହୋଟେଲରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ବନିତା କୁମାରୀ ସାହୁ । ଯୁବତୀ ଜଣଙ୍କ ଘର ପୁରୀ ଜିଲ୍ଲାର କୁଆଁପଡ଼ା ଅଞ୍ଚଳର ଜଣାପଡିଛି। ସେ ଏକ ମୋବାଇଲ କମ୍ପାନୀରେ କାମ କରୁଥିଲେ…

ସ୍ୱିଡନରେ କୁରାନ ଜାଳିବା ଘଟଣା: ଜାତିସଂଘରେ ପାକିସ୍ତାନକୁ ସମର୍ଥନ ଦେଲା ଭାରତ

ଜାତିସଂଘରେ ପାକିସ୍ତାନକୁ ସମର୍ଥନ ଦେଲା ଭାରତ। ସ୍ୱିଡନରେ ପବିତ୍ର କୁରାନ ଜାଳିବା ଘଟଣାରେ ମିଳିତ ଜାତିସଂଘ ମାନବାଧିକାର ପରିଷଦରେ ପାକିସ୍ତାନ ଏକ ସଂକଳ୍ପ ଆଣିଛି। ଧାର୍ମିକ ଘୃଣା ସହ ଜଡ଼ିତ ଡ୍ରାଫ୍ଟ ପ୍ରସ୍ତାବକୁ ବୁଧବାର ଅନୁମୋଦନ କରାଯାଇଛି। ପାକିସ୍ତାନର ଏହି ପ୍ରସ୍ତାବକୁ…

ଆତଙ୍କୀ ଆକ୍ରମଣରେ ୪ ପାକ୍ ସୈନ୍ୟ ମୃତ

ଇସଲାମାବାଦ: ପାକିସ୍ତାନର ବାଲୋଚିସ୍ତାନ ପ୍ରଦେଶର ଝୋବ୍ ଜିଲ୍ଲାରେ ସଶସ୍ତ୍ର ଆତଙ୍କବାଦୀମାନେ ବୁଧବାର ଏକ ସେନା ଶିବିର ଉପରେ ଆକ୍ରମଣ କରିବା ଫଳରେ ୪ ଜଣ ପାକିସ୍ତାନୀ ସୈନ୍ୟଙ୍କର ମୃତ୍ୟୁ ଘଟିଛି । ଆହତ ଅନ୍ୟ ୫ ସୈନ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି…