ନୂଆବର୍ଷ ପୂର୍ବରୁ ୟୁକ୍ରେନ୍‌ ଉପରେ ପ୍ରଚଣ୍ଡ ଆକ୍ରମଣ: ୧୨୨ଟି କ୍ଷେପଣାସ୍ତ୍ର ମାଡ଼ କଲା ରୁଷ୍‌

କିଭ୍‌: ନୂଆବର୍ଷ ପୂର୍ବରୁ ୟୁକ୍ରେନ୍‌ ଉପରେ ପ୍ରଚଣ୍ଡ ଆକ୍ରମଣ କରିଛି ରୁଷ୍‌। କିଭ୍‌, ଲଭିବ୍‌, ଓଡେଶା, ନିପ୍ରୋ, ଖାରଖିଭ୍‌, ଜାପୋରିଝିଆ ସମେତ ବିଭିନ୍ନ ସହରରେ ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ଭୟାନକ ଆକ୍ରମଣ ଜାରି ରହିଛି। ଆଜି ସକାଳ ସୁଦ୍ଧା ରୁଷ୍‌…

ଅଯୋଧ୍ୟାଗସ୍ତରେ ଯାଇ ଦଳିତଙ୍କ ଘ‌ରେ ପହଞ୍ଚି ଚା’ ପିଇଲେ ମୋଦୀ

ନୂଆଦିଲ୍ଲୀ: ଜାନୁଆରି ୨୨ରେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ଥିବାରୁ ଅଯୋଧ୍ୟାରେ ଜୋରଦାର ପ୍ରସ୍ତୁତି ଚାଲିଛି। ରାମ ମନ୍ଦିର ଉଦଘାଟନ ପୂର୍ବରୁ ଡିସେମ୍ବର ୩୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟ‌ାଗସ୍ତରେ ଯାଇ ଅନେକ ପ୍ରକଳ୍ପର ଉଦଘାଟନ କରିଛନ୍ତି। ଏଥିସହିତ ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦୀ…

ରଣକ୍ଷେତ୍ର ପାଲଟିଲା ମୀରଟ ମ୍ୟୁନିସପାଲ କର୍ପୋରେସନ, ପରସ୍ପରକୁ ପିଟିଲେ କାନସିଲର୍‌

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ମୀରଟ ମ୍ୟୁନିସପାଲ କର୍ପୋରେସନରେ ଆଜି ଅଭବାନୀୟ ଘଟଣା ଘଟିଛି। ବୈଠକ ବେଳେ ଘଟିଛି ତୁମୁଳକାଣ୍ତ। ରଣକ୍ଷେତ୍ର ପାଲଟିଛି ସଭାଗୃହ। ସମାଜବାଦୀ ପାର୍ଟି, ବିଜେପି ଓ ବହୁଜନ ସମାଜ ପାର୍ଟିର କାଉନସିଲରମାନେ ପରସ୍ପରକୁ ଆକ୍ରମଣ କରିଛନ୍ତି। ବିଧା,…

ପାଲେଷ୍ଟିନୀୟଙ୍କ ପ୍ରତି ସମର୍ଥନର ସଙ୍କେତ ହେଲା ‘ତରଭୁଜ’

ନୂଆଦିଲ୍ଲୀ: ଇସ୍ରାଏଲ୍‌-ହମାସ୍‌ ମଧ୍ୟରେ ଭୟାବହ ଯୁଦ୍ଧ ଚାଲିଥିବା ବ‌େଳେ ସାମାଜିକ ଗଣମାଧ୍ୟମରେ ହେଉ କି, ଅନ୍ୟ କୌଣସି ମାଧ୍ୟମରେ ହେଉ ପାଲେଷ୍ଟିନୀୟଙ୍କ ପ୍ରତି ସମର୍ଥନ ବା ଏକାତ୍ମତାର ସଙ୍କେତ ଭାବେ ସମ୍ପ୍ରତି ‘ତରଭୁଜ’କୁ ବ୍ୟବହାର କରାଯାଉଛି। ପାଲେଷ୍ଟିନୀୟଙ୍କ ସମର୍ଥନରେ ପ୍ରତିବାଦ କରିବା…

ଜୟ ଶ୍ରୀରାମ ଧ୍ବଂନୀରେ ପୂରି ଉଠିଥିଲା ବିମାନ ଓ ବିମାନବନ୍ଦର

ନୂଆଦିଲ୍ଲୀ: ଅଯୋଧ୍ୟାରେ ଭବ୍ୟ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ପାଇଁ ଖୁବ ଅଳ୍ପଦିନ ରହିଲା। ୨୦୨୪ ଜାନୁଆରି ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମ ମନ୍ଦିରର ଉଦଘାଟନ କରିବେ। ଏହାପୂର୍ବରୁ ଡିସେମ୍ବର ୩୦ ତାରିଖରେ ମୋଦୀ ଅଯୋଧ୍ୟାଗସ୍ତରେ ଯାଇଛନ୍ତି। ଅଯୋଧ୍ୟାରେ ପହଞ୍ଚି…

ଆମେରିକାର ବିରାଟ ଅଟ୍ଟାଳିକାରୁ ମୃତାବସ୍ଥାରେ ଉଦ୍ଧାର ହେଲେ ଧନୀ ଭାରତୀୟ ଦମ୍ପତି ଓ ତାଙ୍କ ୧୮ ବର୍ଷୀୟ ଝିଅ

ନ୍ୟୁୟର୍କ: ଗୁରୁବାର ସନ୍ଧ୍ୟାରେ ଆମେରିକାର ମାସାଚୁସେଟ୍‌ସ୍‌ସ୍ଥିତ ୫ ନିୟୁତ ଡଲାର୍‌ ମୂଲ୍ୟର ରାଜପ୍ରାସାଦ ଭଳି ବିରାଟ ଅଟ୍ଟାଳିକାରୁ ଏକ ଭାରତୀୟ ବଂଶୋଦ୍ଭବ ବିତ୍ତଶାଳୀ ଦମ୍ପତି ଓ ସେମାନଙ୍କର ତରୁଣୀ ଝିଅକୁ ମୃତାବସ୍ଥାରେ ଉଦ୍ଧାର କରାଯାଇଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।…

ଏଲଏସିରେ ଥିବା ମେଜର ସୈତାନ ସିଂଙ୍କ ସ୍ମାରକ ଧ୍ବଂସ, ସରକାରଙ୍କୁ ଟାର୍ଗେଟ୍ କଲା କଂଗ୍ରେସ

ନୂଆଦିଲ୍ଲୀ: ଲଦାଖରେ ଚୀନକୁ ଲାଗିଥିବା ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରେ ବଫର ଜୋନ୍ ସ୍ଥାପନ ହେବା ଯୋଗୁଁ ୧୯୬୨ ଯୁଦ୍ଧର ନାୟକ ମେଜର ସୈତାନ ସିଂହଙ୍କ ସ୍ମାରକୀ ଭାଙ୍ଗି ଯାଇଛି। ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ ।…

ବିଶ୍ୱ ଆଜି ଭାରତକୁ ଆଶାର ଦୃଷ୍ଟିରେ ଦେଖୁଛି: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂହ ଠାକୁର ଆଜି “ଆମ ସଂକଳ୍ପ ବିକଶିତ ଭାରତ” ଶୀର୍ଷକରେ ଭାରତ ସରକାରଙ୍କ କ୍ୟାଲେଣ୍ଡର ୨୦୨୪ ର ଉନ୍ମୋଚନ କରିଛନ୍ତି। କ୍ୟାଲେଣ୍ଡର ୨୦୨୪ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଲୋକାଭିମୁଖୀ ନୀତିର ରୂପରେଖ ଏବଂ…

ଅଯୋଧ୍ୟା ଧାମ ରେଳ ଷ୍ଟେସନର ହେଲା ଉଦ୍‌ଘାଟନ, ଗଡ଼ିଲା ବନ୍ଦେ ଭାରତ ଟ୍ରେନ୍‌

ଅଯୋଧ୍ୟା : ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମନଗରୀରେ ପୁର୍ନବିକଶିତ ଅଯୋଧ୍ୟା ଧାମ ରେଳଷ୍ଟେସନର ଉଦ୍‌ଘାଟନ କରିଛନ୍ତି। ରାଜ୍ୟପାଳ ଆନନ୍ଦିବେନ ପଟେଲ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉପସ୍ଥିତିରେ…

ଭଗବାନ ରାମ କେବଳ ହିନ୍ଦୁମାନଙ୍କର ନୁହନ୍ତି ବୋଲି କହିଲେ ଫାରୁକ ଅବଦୁଲ୍ଲା

ନୂଆଦିଲ୍ଲୀ : ନ୍ୟାଶନାଲ କନଫରେନ୍ସର ମୁଖ୍ୟ ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଆଜି ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣକୁ ସଫଳ କରିଥିବା ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତେବେ ଭାରତରେ ବର୍ତ୍ତମାନ ଭାଇଚାରା ହ୍ରାସ ପାଇଛି ଓ ଏହାକୁ…