ଦମ୍ପତିଙ୍କୁ ଗୁଳିମାଡ, ଲୁଟିଲେଅଢେଇ ଲକ୍ଷ ଟଙ୍କା
ସୁନ୍ଦରଗଡ଼: ସୁନ୍ଦରଗଡ ଜିଲ୍ଲା କିଞ୍ଜିରକେଲା ଥାନା ହୁରମେଇ ଗ୍ରାମରେ ଗୁଳିମାଡ଼। ସ୍ଵାମୀ ଓ ସ୍ତ୍ରୀକୁ ଗୁଳିମାଡ଼ ହୋଇଥିବା ସୂଚନା। ଫଟୋ ଉଠାଇବା ବାହାନାରେ ଆସି ଦୁର୍ବୃତ୍ତ ଗୁଳିମାଡ଼ କରିଥିବା ସୂଚନା । ହୁରମେଇ ଗ୍ରାମର ବସନ୍ତ ବାରା ନିଜ ଘରେ କରିଥିବା ଜନସେବା…
