ବ୍ରହ୍ମପୁର ଏମକେସିଜିରେ ବିରଳ ଅସ୍ତ୍ରୋପଚାର

ବ୍ରହ୍ମପୁର :  ବ୍ରହ୍ମପୁର ଏମକେସିଜିରେ ବିରଳ ଅସ୍ତ୍ରୋପଚାର। ବଞ୍ଚିଗଲା ଯୁବକଙ୍କ ଜୀବନ। ଗତ ୯ ତାରିଖରେ ଫୁଲବାଣୀ ସହରର ମୃତ୍ୟୁଞ୍ଜୟ ପାତ୍ର ନାମକ ଜଣେ ଯୁବକଙ୍କ ମଳଦ୍ୱାରରେ ପାଇପ୍‌ ଭର୍ତ୍ତି କରିଦେଇଥିଲେ ଦୁବ୍‌ୃର୍ତ୍ତ। ପରେ ସେହି ପାଇପ୍‌ ଯୋଗେ ପମ୍ପ ଦେଇ…

୧୦୦ କୋଟିର ମାନହାନୀ କେସରେ କଂଗ୍ରେସ ଅଧ୍ୟକ୍ଷଙ୍କୁ ସମନ କଲେ କୋର୍ଟ

ବେଙ୍ଗାଲୁରୁ : କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ୧୦୦ କୋଟିର ମାନହାନୀ କେସରେ ସମନ କରିଛନ୍ତି ପଞ୍ଜାବର ଗୋଟିଏ କୋର୍ଟ। ବ୍ୟାନ ହୋଇଥିବା ଇସଲାମିକ ସଂଗଠନ ପିଏଫଆଇ ସହ କଂଗ୍ରେସ ବଜରଙ୍ଗ ଦଳକୁ ତୁଳନା କରିଥିଲା। କର୍ଣ୍ଣାଟକା ବିଧାନସଭା ନିର୍ବାଚନ…

ପୌରପାଳିକାର ଗୋଦାମ ଗୃହରେ ଭୟାବହ ଅଗ୍ନିକାଣ୍ଡ

ଯାଜପୁର :  ପୌରପାଳିକାର ଗୋଦାମ ଗୃହରେ ଭୟାବହ ଅଗ୍ନିକାଣ୍ଡ । ଯାଜପୁର ଗାନ୍ଧୀଛକ ସ୍ଥିତ ଲାଲବାଗ ଉର୍ଦ୍ଧ୍ୱ ପ୍ରାଥମିକ ବିଦ୍ୟାଳୟରେ ନିଆଁ ଲାଗିଛି । ନିଆଁରେ ଫିନାଇଲ, ବ୍ଲିଚିଂ, ମଶାତେଲ ସହ ବ୍ୟାପକ ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଛି। ସର୍ଟ ସର୍କିଟ…

ଗେଙ୍ଗୁଟି ନଦୀରେ କୁମ୍ଭୀର ଆତଙ୍କ

ଚାନ୍ଦବାଲି:  ଗେଙ୍ଗୁଟି ନଦୀରେ ଦେଖିବାକୁ ମିଳିଛି କୁମ୍ଭୀର ଆତଙ୍କ । କୁମ୍ଭୀରକୁ ନେଇ ନଦୀକୂଳିଆ ଲୋକମାନେ ଭୟଭୀତ ହୋଇପଡିଥିବା ବେଳେ ବନ ବିଭାଗ ତରଫରୁ ଲୋକମାନଙ୍କୁ ସଚେତନ କରାଯାଉନଥିବା ଆସିଛି ଅଭିଯୋଗ। ଭରା ନଈରେ ବାରମ୍ବାର ଘୁରି ବୁଲୁଛି କୁମ୍ଭୀର ।…

ରୋଗୀଣା ସ୍ତ୍ରୀର ମୃତ୍ୟୁ ପରେ ସ୍ୱାମୀର ଆତ୍ମହତ୍ୟା

କଣ୍ଟାବାଞ୍ଝି: ସହିପାରିଲେନି ଦାମ୍ପତ୍ୟ ବିଚ୍ଛେଦ । ସ୍ତ୍ରୀର ଚିତା ଲାଗିନି ସ୍ୱାମୀ ହାରିଦେଲେ ଜୀବନ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର କଣ୍ଟାବାଞ୍ଝି ଅଂଚଳରେ । ଜଣେ ସ୍ୱାମୀ ରୋଗୀଣା ସ୍ତ୍ରୀର ମୃତ୍ୟୁ ପରେ କରିଛନ୍ତି ଆତ୍ମହତ୍ୟା ।…

ନକ୍ସଲ ସଂଗଠନ ତରଫରୁ ରାୟଗଡା ଜିଲ୍ଲା ବନ୍ଦ୍ ଡାକରା

ରାୟଗଡା :  ଆଜି ନକ୍ସଲ ସଂଗଠନ ତରଫରୁ ରାୟଗଡା ଜିଲ୍ଲା ବନ୍ଦ୍ ଡାକରା ଦିଆଯାଇଛି ।  ରାୟଗଡା ଜିଲ୍ଲା ର ଚନ୍ଦ୍ରପୁର ବ୍ଲକ୍ ର ହନୁମନ୍ତପୂର ନିକଟସ୍ଥ ପାଙ୍କାଲଗୁଡ଼ି ଠାରେ ରାଜ୍ୟ ରାଜପଥ ରେ ଗଛ କାଟି ରାସ୍ତା ଅବରୋଧ କରିଛନ୍ତି…

ବଢ଼ିଲା କଂଗ୍ରେସର ଅଡ଼ୁଆ: ମୁଖ୍ୟମନ୍ତ୍ରୀ ଗେହଲଟଙ୍କୁ ପାଇଲଟଙ୍କ ୧୫ ଦିନିଆ ମହଲତ

ଜୟପୁର : ରାଜସ୍ଥାନ କଂଗ୍ରେସର ଦୁଇ ବରିଷ୍ଠ ନେତା ସଚିନ ପାଇଲଟ ଓ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମଧ୍ୟରେ ଚାଲିଥିବା ବିବାଦ ଏବେ ଆହୁରି ତୀବ୍ର ହୋଇଛି। କର୍ଣ୍ଣାଟକାରେ ମୁଖ୍ୟମନ୍ତ୍ରୀ କିଏ ହେବେ, ତା’କୁ ନେଇ ଦଳ ଦ୍ୱନ୍ଦ୍ୱରେ ଥିବା ବେଳେ…

ମଦ ନିଶାରେ ଚୁର୍‌ ଯୁବକ ଜାଳିଦେଲା ନିଜ ଘର

କନ୍ଧମାଳ :   ମଦ ନିଶାରେ ଚୁର୍‌ ଯୁବକ ନିଜ ଘର ଜାଳିଦେଲା । ଏଭଳି ଏକ ଦୃଶ୍ୟ ଏବେ ଭାଇରାଲ ହେଉଛି। ତେବେ ଏହି ଘଟଣା କେଉଁ ଜିଲ୍ଲାର ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଏହି ଘଟଣାଟି କନ୍ଧମାଳ ଜିଲ୍ଲା…

ଆଇଏଏସ ଅଫିସର ଆଶିଷ ମୋରେଙ୍କୁ କାରଣ ଦର୍ଶାଅ ନୋଟିସ କଲେ ଆପ୍‌ ସରକାର

ନୂଆଦିଲ୍ଲୀ : ଦିଲ୍ଲୀ ସରକାରଙ୍କ ସେବା ବିଭାଗ ସଚିବ ପଦରୁ ଗତ ସପ୍ତାହରେ ବିଦା ହୋଇଥିବା ଆଇଏଏସ ଅଫିସର ଆଶିଷ ମୋରେଙ୍କ ଅଡ଼ୁଆ ବଢ଼ିଛି। ସୁପ୍ରିମକୋର୍ଟରୁ ପ୍ରଶାସନିକ କ୍ଷମତା ପାଇଥିବା ଦିଲ୍ଲୀର ଆପ୍‌ ସରକାର ଆଜି ଆଶିଷ ମୋରେଙ୍କୁ କାରଣ ଦର୍ଶାଅ…

ସମୀର ୱାଙ୍ଖେଡେଙ୍କ ନାଁରେ ସିବିଆଇ ଏଫଆଇଆର, ଶାହରୁଖଙ୍କ ପରିବାରକୁ ମଗାଯାଇଥିଲା ୨୫ କୋଟି

ମୁମ୍ବାଇ : ବଲିଉଡ କିଙ୍ଗ ଶାହରୁଖ ଖାନଙ୍କ ପରିବାର ଲୋକଙ୍କୁ ୨୫ କୋଟି ଟଙ୍କା ମଗାଯାଇଥିଲା। ଯଦି ୨୫ କୋଟି ଟଙ୍କା ନ ମିଳିବ, ତା’ହେଲେ ଶାହରୁଖଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଡ୍ରଗ୍ସ କେସ୍‌ରେ ଫସାଇ ଦିଆଯିବ। ତେଣୁ ତୁରନ୍ତ ଟଙ୍କା…