ଗୁଳିମାଡ଼ରେ ଖସିଲା ରୁଷ ସେନାର ୪ ଏୟାରକ୍ରାଫ୍ଟ
କିଭ୍ : ୟୁକ୍ରେନ ସହ ଯୁଦ୍ଧ କରୁଥିବା ରୁଷକୁ ପୁଣି ଝଟକା ଲାଗିଛି। ୟୁକ୍ରେନ ସୀମାନ୍ତରେ ରୁଷର ଦୁଇଟି ଯୁଦ୍ଧ ବିମାନ ଓ ଦୁଇଟି ହେଲିକପ୍ଟରକୁ ଗୁଳି ମାଡ଼ରେ ଧ୍ୱଂସ ହୋଇଯାଇଛି। ଗୋଟିଏ ସମୟରେ ୪ଟି ଏୟାରକ୍ରାଫ୍ଟ ଧ୍ୱଂସ ହେବାର କିଛି…
କିଭ୍ : ୟୁକ୍ରେନ ସହ ଯୁଦ୍ଧ କରୁଥିବା ରୁଷକୁ ପୁଣି ଝଟକା ଲାଗିଛି। ୟୁକ୍ରେନ ସୀମାନ୍ତରେ ରୁଷର ଦୁଇଟି ଯୁଦ୍ଧ ବିମାନ ଓ ଦୁଇଟି ହେଲିକପ୍ଟରକୁ ଗୁଳି ମାଡ଼ରେ ଧ୍ୱଂସ ହୋଇଯାଇଛି। ଗୋଟିଏ ସମୟରେ ୪ଟି ଏୟାରକ୍ରାଫ୍ଟ ଧ୍ୱଂସ ହେବାର କିଛି…
ଚେନ୍ନାଇ : ବିଷାକ୍ତ(ଅପ୍ରାକୃତ) ମଦ ପିଇ ଚାଲିଗଲା ୩ ଜୀବନ, ୧୬ ଡାକ୍ତରଖାନାରେ ଭର୍ତ୍ତି। ତାମିଲନାଡ଼ୁର ମର୍କକାନମ୍ରେ ଏହି ଅଘଟଣ ଘଟିଛି। ଗୁରୁତରମାନେ ପୁଡ଼ୁଚେରୀ ଜିଆଇପିଏମ୍ଇଆର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି। ମୃତକମାନେ…
ନୂଆଦିଲ୍ଲୀ : କେଉଁଦେଶ ପାଖରେ ରହିଛି ସବୁଠାରୁ ଅଧିକ ସୁନା। ସୂଚନା ମୁତାବକ, ଆମେରିକା ପାଖରେ ସବୁଠାରୁ ଅଧିକ ସୁନା ରହିଛି। ଆମେରିକା ପାଖରେ ୮ ହଜାର ୧୩୩ ମେଟ୍ରିକ୍ ଟନ୍ ସୁନା ଗଚ୍ଛିତ ରହିଛି। ଯେତେବେଳେ କି ଅମେରିକା ପରେ…
ବେଙ୍ଗାଲୁରୁ : କର୍ଣ୍ଣାଟକାରେ ବିଜେପିର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ସବୁ ଦୋଷ ନିଜ ମୁଣ୍ଡକୁ ନେଇଛନ୍ତି ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ। ବିଜେପି ରାଜ୍ୟରେ ଫେଲ ମାରିବାକୁ ବୋମାଇ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ଗତକାଲି ରାତି ପ୍ରାୟ ୧୦ଟା ବେଳେ…
ବେଙ୍ଗାଲୁରୁ: କଂଗ୍ରେସକୁ କର୍ଣ୍ଣାଟକରେ ବିପୁଳ ବିଜୟ ମିଳିଛି। ତେବେ ଆଜି ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଚୟନ ପାଇଁ କଂଗ୍ରେସ ତିନିଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିଛି। କଂଗ୍ରେସ ଆଜି ବେଙ୍ଗାଲୁରୁରେ ନୂତନ ନିର୍ବାଚିତ ବିଧାୟକଙ୍କ ଏକ ବୈଠକ ମଧ୍ୟ ଡ଼କାଇଛି | ଏହି…
ନୂଆଦିଲ୍ଲୀ: ‘ଅପରେସନ ସମୁଦ୍ରଗୁପ୍ତ’ ଅଧୀନରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ବିଭିନ୍ନ ଏଜେନ୍ସି ସହିତ ମିଶି ଗୋଟିଏ ବର୍ଷରେ ୪୦ହଜାର କୋଟି ଟଙ୍କା ମୂଲ୍ୟର ଡ୍ରଗ୍ସ ଜବତ କରିଥିବା ସାମ୍ନାକୁ ଆସିଛି। ଭାରତକୁ ସମୁଦ୍ରପଥ ଦେଇ ଡ୍ରଗ୍ସ ଚାଲାଣ କରାଯାଉଥିବା ବେଳେ…
ନୂଆଦିଲ୍ଲୀ: କର୍ଣ୍ଣାଟକରେ କଂଗ୍ରେସର ବଡ ବିଜୟ ପରେ ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀଙ୍କ ନାମ ଉପରେ ଆଲୋଚନା ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଛି। କର୍ଣ୍ଣାଟକ ବିଜୟ ପାଇଁ କଂଗ୍ରେସ ଉତ୍ସବ…
ନୂଆଦିଲ୍ଲୀ: ବଲିଉଡ ଅଭିନେତା ଶାହରୁଖ ଖାନ୍ଙ୍କ ପୁଅ ଆର୍ୟନ ଖାନ୍ଙ୍କୁ ୨ ବର୍ଷ ତଳେ ଡ୍ରଗ୍ସ ମାମଲାରେ ଗିରଫ କରିଥିବା ପୂର୍ବତନ ଏନ୍ସିବି ଅଫିସର ସମୀର ୱାଙ୍ଖଡ଼େଙ୍କ ବିରୋଧରେ ଦୁର୍ନୀତି ମାମଲା ରୁଜୁ ହୋଇଛି। କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ ଦିଲ୍ଲୀ,…
ବେଙ୍ଗାଲୁରୁ: ଗୁରୁବାର ଦିନ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଏବଂ କ୍ୟାବିନେଟ ଶପଥ ଗ୍ରହଣ କରିବେ। କଂଗ୍ରେସ କାହାକୁ ଦାୟିତ୍ବ ଦେବ, ତାହା ସ୍ପଷ୍ଟ ହୋଇନଥିଲେ ବି ଗୁରୁବାର ଦିନ ଶପଥ ଗ୍ରହଣ ସମାରୋହ ହେବ ବୋଲି ସୂଚନା ମିଳିଛି। ଏହି କାର୍ଯ୍ୟକ୍ରମରେ…
ବେଙ୍ଗାଲୁରୁ: ଅନେକ ଚେଷ୍ଟା କରିବା ସତ୍ତ୍ବେ ଆମେ ସନ୍ତୋଷଜନକ ଫଳ ପାଇଲୁ ନାହିଁ କହି ଆଜି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପରାଜୟ ସ୍ବୀକାର କରିଛନ୍ତି। ସୂଚନାଯୋଗ୍ୟ, ରାଜ୍ୟରେ ଚାଲିଥିବା ବିଧାନସଭା ଭୋଟ୍ ଗଣତିରେ ଆଜି ପୂର୍ବାହ୍ନ ୧୦ ସୁଦ୍ଧା ୧୧୩ଟି ଆସନରେ ଅଗ୍ରଣୀ…