ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡିର ରେକର୍ଡ ବିଜୟ
ଝାରସୁଗୁଡ଼ା : ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡିର ବାଜିମାତ । ବୃହତ ବିଜୟ ହାସଲ କରିଛନ୍ତି ବିଜୁ ଜନତା ଦଳର ପ୍ରାର୍ଥୀ ଦୀପାଳି ଦାସ ମହାନ୍ତି । ୪୮ ହଜାର ୬୧୯ ଭୋଟରେ ବିଜୟ ଲାଭ କଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ…
ଝାରସୁଗୁଡ଼ା : ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡିର ବାଜିମାତ । ବୃହତ ବିଜୟ ହାସଲ କରିଛନ୍ତି ବିଜୁ ଜନତା ଦଳର ପ୍ରାର୍ଥୀ ଦୀପାଳି ଦାସ ମହାନ୍ତି । ୪୮ ହଜାର ୬୧୯ ଭୋଟରେ ବିଜୟ ଲାଭ କଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ…
ଶ୍ରୀନଗର: ଶୁକ୍ରବାର ଦିନ ଜମ୍ମୁ ଓ କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଶ୍ରୀନଗରରେ ଲଣ୍ଡନ୍ର ‘ୱାକିଙ୍ଗ୍ ମାର୍କେଟ୍’ ଭଳି ଦିଶୁଥିବା ‘ପୋଲୋଭ୍ୟୁ ମାର୍କେଟ୍’ ଉଦ୍ଘାଟନ କରିଛନ୍ତି। ସୂଚନାଯୋଗ୍ୟ, ‘ପୋଲୋଭ୍ୟୁ’ ହେଉଛି ବ୍ୟୟବହୁଳ ସାମଗ୍ରୀ ବିକ୍ରୟ ହେଉଥିବା କଶ୍ମୀରର ସର୍ବପୁରାତନ ବଜାର। ଶ୍ରୀନଗରର…
ନୂଆଦିଲ୍ଲୀ କୈଳାସ ମାନସରୋବର ଯାତ୍ରା ପାଇଁ ଚୀନ ଭିସା ପ୍ରଦାନ କରିବା ଆରମ୍ଭ କରିଛି। ୩ ବର୍ଷ ବନ୍ଦ ରହିବା ପରେ ଏହା ଆରମ୍ଭ ହୋଇଛି। ଚଳିତଥର ବେଜିଂ ଯାତ୍ରା ନିୟମକୁ କଡ଼ାକଡ଼ି କରିଛି। ଯାତ୍ରା ସଂକ୍ରାନ୍ତ ଅଧିକାଂଶ ଫି ପାଖାପାଖି…
କର୍ଣ୍ଣାଟକରେ ଭୋଟ ଗଣତି ଜାରି ରହିଥିବା ବେଳେ କଂଗ୍ରେସ ରାଜ୍ୟରେ କ୍ଷମତା ଦଖଲ କରିବା ଆଶାରେ ରହିଛି କଂଗ୍ରେସ। ବର୍ତ୍ତମାନର ଟ୍ରେଣ୍ଡ ମଧ୍ୟ କଂଗ୍ରେସ ସପକ୍ଷରେ ରହିଛି। କର୍ଣ୍ଣାଟକରେ କେମିତି କଂଗ୍ରେସ ବାଜିମାତ କରିବ, ସେଥିପାଇଁ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧି…
କର୍ଣ୍ଣାଟକା ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି। ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ, କଂଗ୍ରେସ କ୍ଷମତାସୀନ ବିଜେପି ଠାରୁ ଯଥେଷ୍ଟ ଆଗରେ ରହିଛି। ଆହୁରି ଅନେକ ରାଉଣ୍ଡ ଭୋଟ ଗଣତି ଜାରି ରହିଥିବା ବେଳେ ଏବେ ଠାରୁ କଂଗ୍ରେସ ଜିତିଲେ,…
ନୂଆଦିଲ୍ଲୀ : ଆଦାନି-ହିଣ୍ଡେନ୍ବର୍ଗ ମାମଲାର ତଦନ୍ତ ଶେଷ କରିବା ଲାଗି ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଆଉ ୬ ମାସ ସମୟ ମାଗିଥିବା ବେଳେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ଏତେ ଅଧିକ…
ନୂଆଦିଲ୍ଲୀ : ଇକମର୍ସ ସଂସ୍ଥାଗୁଡ଼ିକ ବିକ୍ରି କରୁଥିବା ସିଟ୍ ବେଲ୍ଟ ଆଲାର୍ମ ଷ୍ଟପର୍ କ୍ଲିପ୍ ବିକ୍ରି ଉପରେ ସରକାର ରୋକ୍ ଲଗାଇଛନ୍ତି। ଏହି କ୍ଲିପର ବିକ୍ରି ଗ୍ରାହକଙ୍କ ଜୀବନ ପ୍ରତି ବିପଦ ବୋଲି ଦର୍ଶାଇଛି କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ)।…
କର୍ଣ୍ଣାଟକାରେ ଆଜି ଭୋଟ ଗଣତି ଚାଲିଥିବା ବେଳେ କଂଗ୍ରେସ ନେତା ଯତୀନ୍ଦ୍ରନାଥ ସିଦ୍ଦରମୈୟା କହିଛନ୍ତି ତାଙ୍କ ଦଳ ନିଶ୍ଚିତ ଭାବେ ସଂଖ୍ୟା ଗରିଷ୍ଠତା ହାସଲ କରିବ ଓ ସରକାର ଗଠନ କରିବ। କଂଗ୍ରେସ ଏକାକୀ ସରକାର ଗଠନ କରିବ ବୋଲି ସେ…
ଭୁବନେଶ୍ୱର : କୋଭିଡ୍ ସଂକ୍ରମଣ କମିବା ପରେ ଚଳିତ ବର୍ଷ ସିବିଏସ୍ଇ ପକ୍ଷରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟକୁ ନଜରରେ ରଖି ଏଥର ପରୀକ୍ଷା କେନ୍ଦ୍ରଗୁଡ଼ିକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। କୋଭିଡ୍…
‘ଦ କେରଳ ଷ୍ଟୋରି’ ଫିଲ୍ମକୁ ନେଇ ବିବାଦ ବଢ଼ୁଥିବା ବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ‘ଦ କେରଳ ଷ୍ଟୋରି’ର ସ୍ବତନ୍ତ୍ର ପ୍ରଦର୍ଶନ ଦେଖିଛନ୍ତି। ଆଜି ପୂର୍ବାହ୍ନ ୧୧.୩୦ ସମୟରେ ଯୋଗୀ ତାଙ୍କ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟଙ୍କ ସହ ଲୋକ…