ବାଚସ୍ପତିଙ୍କ ସହ ଇସ୍ତଫା ଦେଲେ ଦୁଇ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ବର: ଜଲଦି ହେବ ମନ୍ତ୍ରୀ ମଣ୍ଡଳ ଅଦଳବଦଳ । ବାଚସ୍ପତି ପଦରୁ ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେଇଥିବା ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ନିଜ ପଦରୁ ଇସ୍ତଫା…

୪ ଦିନିଆ ଓଡ଼ିଶା ଗସ୍ତରେ ମୋହନ ଭାଗବତ

ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ସରସଂଘ ଚାଳକ ମୋହନ ଭାଗବତ ଆଜିଠାରୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସେ ସିଧାସଳଖ କଟକ ଗତିରାଉତପାଟଣାସ୍ଥିତ କେଶବଧାମକୁ ଯାତ୍ରା କରିଥିଲେ। କେଶବଧାମରେ ଆୟୋଜିତ ସଂଘର…

‘ମନ ବି ବାତ’ ନ ଶୁଣିବାରୁ ୩୬ ଛାତ୍ରଛାତ୍ରୀଙ୍କୁ ମିଳିଲା ଦଣ୍ଡ

ନୂଆଦିଲ୍ଲୀ : ‘ମନ ବି ବାତ’ ନ ଶୁଣିବାରୁ ମିଳିଲା ଦଣ୍ଡ । ଏପରିକି ୩୬ ଛାତ୍ରଛାତ୍ରୀଙ୍କୁ ନିଜ ହଷ୍ଟେଲରେ ସପ୍ତାହେ କାଳ ରହିବା ସହ ବାହାରକୁ ନ ବାହାରିବାକୁ ଜାରି ହେଲା ନିର୍ଦ୍ଦେଶାନାମା । ଏପରି ଏକ ଘଟଣା ପଞ୍ଜାବର…

ଭିଜିଲାନ୍ସ ଜାଲରେ ଜୁନିୟର ଷ୍ଟେନୋଗ୍ରାଫର

ନୟାଗଡ଼: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ନୟାଗଡ଼ ଜିଲ୍ଲା ଟ୍ରେଜେରୀ ଅଫିସର ଜୁନିୟର ଷ୍ଟେନୋଗ୍ରାଫର ଦୁର୍ଗା ପ୍ରସାଦ ମହାପାତ୍ର। ସେ ୪୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ କର୍ମଚାରୀମାନେ ତାଙ୍କୁ ଧରିଥିଲେ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି। ୧୬୧…

ତୁଟିଲା ଯୋରନ୍ଦା ମହିମା ଗାଦି ବିବାଦ, ଉନ୍ନତି ପାଇଁ ୧୦ କୋଟି ଟଙ୍କା ମଞ୍ଜୁର

ଢେଙ୍କାନାଳ: ତୁଟିଲା ଢେଙ୍କାନାଳ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମହିମା ଗାଦିରେ ବକଳ ଧାରୀ ସନ୍ନ୍ୟାସୀ ଓ କୌପିନୀ ଧାରୀ ସନ୍ନ୍ୟାସୀଙ୍କ ମଧ୍ୟରେ ବିବାଦ। ବହୁଦିନ ଧରି ଲାଗି ରହିଥିବା ବିବାଦର ଆଜି ସମାଧାନ ହୋଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଯୋରନ୍ଦା ଠାରେ ଏକ ମିଳିତ ବୈଠକ…

ଜିଲ୍ଲା କଂଗ୍ରେସ ଭବନରେ ଦୁଇ ବରିଷ୍ଠ ନେତାଙ୍କ ଖଣ୍ଡଯୁଦ୍ଧ

ଜିଲ୍ଲା କଂଗ୍ରେସ ଭବନ ସାଜିଲା କୁରୁକ୍ଷେତ୍ର। ଭୀମ ଓ ଦୁର୍ଯ୍ୟଧନ ଭଳି ଲଢ଼ିଲେ ଦୁଇ ବରିଷ୍ଠ ନେତା। ବିଧା, ଗୋଇଠା, ମୁଥ ମାଡ଼ରେ ପରଷ୍ପର ଦୁହେଁଦୁହିଁଙ୍କୁ ଆକ୍ରମଣ କରୁଥିଲେ। ତଳେ ପଡ଼ୁଥିଲେ, ପୁଣି ଉଠି ଲଢ଼ୁଥିଲେ। ଆଗ ଧାଡ଼ିରେ ବସିବାକୁ ଏମିତି କଳି ଲାଗିଲା…

The Kerala Story ବ୍ୟାନ: ବେଙ୍ଗଲ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ସରକାର ରାଜ୍ୟରେ କାହିଁକି ବିବାଦୀୟ ଫିଲ୍ମ ‘The Kerala Story'କୁ ବ୍ୟାନ କରିଛନ୍ତି, ତା’ର କାରଣ ଜାଣିବା ପାଇଁ ନୋଟିସ କରିଛନ୍ତି ସୁପ୍ରିମକୋର୍ଟ। ପୂରା ଦେଶରେ ଏହା ବିନା କୌଣସି ସମସ୍ୟାରେ ଚାଲିଥିବା ବେଳେ ବେଙ୍ଗଲରେ କାହିଁକି…

ଲୁଗା ଶୁଖାଇବା ବେଳ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ମୃତ

ଯାଜପୁର : ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ମୃତ।  ଟମକା ଥାନା ଜନିନ୍ଦାପାଳ ଗାଁରେ ଘଟିଛି ଦୁର୍ଘଟଣା। ମୃତକ ହେଲେ ରାଇଘାଟି ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ନୀତୁ ମାରାଣ୍ଡି ଓ ତାଙ୍କର ସମ୍ପର୍କୀୟ ଶ୍ୟାମସୁନ୍ଦର ମାରାଣ୍ଡି। ଘରେ ଓଦା…

ରାଷ୍ଟ୍ରପତିଙ୍କ ଦୀକ୍ଷାନ୍ତ ଭାଷଣ ବେଳେ ଲାଇଟ କଟିବା ଘଟଣା : ଇଡ୍‌କୋ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ କୁଳପତି

ରାଷ୍ଟ୍ରପତିଙ୍କ ଦୀକ୍ଷାନ୍ତ ଭାଷଣ ବେଳେ ଲାଇଟ କଟିଯିବା ଘଟଣାରେ ଆସିଲା ରିପୋର୍ଟ। କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ରିପୋର୍ଟ ପ୍ରଦାନ କଲେ କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ। ଲାଇଟ କଟିବା ପାଇଁ ଇଡ୍‌କୋ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ କୁଳପତି। ଇଡକୋ…

ମସଜିଦରେ ପ୍ରାର୍ଥନା କରିବେ ହିନ୍ଦୁ ଯୁବତୀ, ସୁରକ୍ଷା ଯୋଗାଇ ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଜଣେ ୨୨ ବର୍ଷୀୟ ହିନ୍ଦୁ ଯୁବତୀଙ୍କୁ ମସଜିଦରେ ପ୍ରାର୍ଥନା ପାଇଁ ଅନୁମତି ଦେଇଛନ୍ତି ଉତ୍ତରାଖଣ୍ଡ ହାଇକୋର୍ଟ। ସେ ମସଜିଦରେ ନମାଜ ପାଠ କରିବାକୁ ଚାହୁଁଥିବା ବେଳେ ଏହାକୁ ବିଭିନ୍ନ ହିନ୍ଦୁ ସଂଗଠନ ବିରୋଧ କରୁଥିଲେ। ନମାଜ ପାଠ କଲେ…