ଆୟୁର୍ବେଦ ମେଡ଼ିକାଲ ଅଫିସର କ୍ୟାଡର୍ ପୁର୍ନଗଠନକୁ ଛାତ୍ରସଂସଦର ବିରୋଧ

ପୁରୀ: ଆୟୁର୍ବେଦ ମେଡ଼ିକାଲ ଅଫିସର କ୍ୟାଡର୍ ପୁର୍ନଗଠନକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଗ୍ରହଣ କରିଥିବା ନିଷ୍ପତ୍ତିକୁ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଛାତ୍ରସଂସଦ ବିରୋଧ କରିଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ଛାତ୍ର ସଂସଦ…

ବିଜେପି ଦଳରେ ଯୋଗ ଦେଲେ ପୁଲିନ ପ୍ରକାଶ ପୁହାଣ

ଯାଜପୁର  : ବିଜେପି ଦଳରେ ସାମିଲ ହେଲେ ପୁଲିନ ପ୍ରକାଶ ପୁହାଣ। ନୂଆ ଦିଲ୍ଲୀ ଠାରେ ସେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ । ଯାଜପୁର ନିର୍ବାଚନ ମଣ୍ଡଳୀର ଯୁବ ନେତା ଭାବେ ପରିଚିତ ପୁଲିନ ପୂର୍ବରୁ କଂଗ୍ରେସ ସଂଗଠନ ପାଇଁ…

ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ଘଟଣା: ତଦନ୍ତ ଦାବିରେ ପୁରୀ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ପୁରୀ: ପୁରୀ ଜିଲ୍ଲା ନିମାପଡ଼ା ଥାନା ଅନ୍ତର୍ଗତ ମଣିଜଙ୍ଗ ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଅନୁସୂଚିତ ଜାତି ବର୍ଗର ଜଣେ ଅସହାୟ ମହିଳାଙ୍କୁ ସେହି ଗ୍ରାମରେ ଥିବା ଏକ ଉଚ୍ଚ ବିଦ୍ୟାଳୟର ଜଣେ କର୍ମଚାରୀ ପ୍ରକାଶ ପରିଡା ଦୁଷ୍କର୍ମ…

ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେଲେ ବାଚସ୍ପତି ପ୍ରମିଳା ମଲ୍ଲିକ

ଯାଜପୁର : ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ବରୁଣେଶ୍ୱର ମହାବିଦ୍ୟାଳୟରେ ଶେଷ ହୋଇଛି ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ। ଅତିଥିଭାବେ ଯୋଗ ଦେଇଥିଲେ ବାଚସ୍ପତି ତଥା ସ୍ଥାନୀୟ ବିଧାୟିକା ପ୍ରମିଳା ମଲ୍ଲିକ, ଶିକ୍ଷାବିତ ବଟକୃଷ୍ଣ ମହାପାତ୍ର, ବ୍ଲକ ଅଧ୍ୟକ୍ଷା ରଞ୍ଜିତା…

ପୁରୀରେ ଦୁଇ ବର୍ଷର ଶିଶୁର ଆଖିକୁ କାମୁଡ଼ିଲା ବୁଲା କୁକୁର

ପୁରୀ : ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଅଘଟଣ । ଆଜି ଅପରାହ୍ନରେ ବୁଲା କୁକୁର କାମୁଡାରେ ଜଣେ  ଦେଢ ବର୍ଷର ଶିଶୁପୁତ୍ର ରକ୍ତାକ୍ତ ହୋଇଛି। ସୂଚନା ମୂତାବକ ଖୋର୍ଦ୍ଧା ବାଲୁଗାଁ ଅଞ୍ଚଳର ଏକ ପରିବାର ଆଜି ମହାପ୍ରଭୂଙ୍କୁ ଦର୍ଶନ କରିବା ଲାଗି…

କୋରାପୁଟ ଡଙ୍ଗା ବୁଡ଼ି ଘଟଣା ; ନଦୀରୁ ମିଳିଲା ୪ ନିଖୋଜଙ୍କ ମୃତଦେହ

କୋରାପୁଟ   : ଦୁଇଦିନ ପରେ ମିଳିଲା ୪ନିଖୋଜଙ୍କ ମୃତଦେହ। କୋରାପୁଟରେ ଡଙ୍ଗା ବୁଡ଼ି ଘଟଣାରେ ସମସ୍ତ ମୃତଦେହ ଉଦ୍ଧାର। ନଦୀ ପଠା ଠାରୁ ୩୦ ରୁ ୪୦ ମିଟର ଦୂର ଡ଼ଙ୍ଗା ଭିତରୁ ସମସ୍ତ ମୃତକଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ନିଖୋଜଙ୍କୁ ଠାବ…

ନୂଆବର୍ଷରେ ସୁରୁଖୁରୁରେ ହେବ ଜଗା ଦର୍ଶନ, ପୋଲିସ ପ୍ରଶାସନର ବ୍ୟାପକ ପ୍ରସ୍ତୁତି

ପୁରୀ: ନୂଆବର୍ଷ ପାଇଁ ପୁରୀ ପୋଲିସ ପ୍ରଶାସନର ବ୍ୟାପକ ପ୍ରସ୍ତୁତି । ସୁରକ୍ଷା ବ୍ୟବସ୍ଥାକୁ ୫ ଭାଗରେ ବିଭକ୍ତ କରାଯାଇଛି । ଶ୍ରୀମନ୍ଦିର ଭିତରେ ଓ ବାହାରେ, ବଡ଼ଦାଣ୍ଡ, ସମୁଦ୍ରକୂଳ ଅଞ୍ଚଳକୁ ନେଇ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କାଯାଇଥିବାବେଳେ, ଏସବୁ ବ୍ୟବସ୍ଥାକୁ…

୪ ହାଇୱେ ଲୁଟେରା ଗିରଫ, ବଡ଼ ଲୁଟ୍ ପାଇଁ ଯୋଜନା ବେଳେ ମାଡ଼ିବସିଲା ପୋଲିସ

ଭଦ୍ରକ : ଗ୍ରାମାଞ୍ଚଳ ପୋଲିସ ହାତରେ ୪ ହାଇୱେ ଲୁଟେରା। ବଡ଼ ଲୁଟ୍ ପାଇଁ ଯୋଜନା ବେଳେ ମାଡ଼ିବସିଲା ପୋଲିସ। ଭଦ୍ରକ ଗ୍ରାମାଞ୍ଚଳ ଥାନା ରାଣୀତାଲ ନିକଟରେ ଘଟିଛି ଘଟଣା। ଗତି କିଛି ଦିନଧରି ୫ରୁ ୬ ଜଣ ଲୁଟେରା ଏକ ଅଟୋରେ…

ନୃଶଂସ ସ୍ବାମୀର ବର୍ବରକାଣ୍ଡ: ସ୍ତ୍ରୀକୁ ପିଟି ପିଟି ହତ୍ୟା କରି ଚମ୍ପଟ ମାରିଲା

ସୁବର୍ଣ୍ଣପୁର : ନୃଶଂସ ସ୍ବାମୀର ବର୍ବରକାଣ୍ଡ । ନିଜ ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ବାମୀ । ଆଉ ହତ୍ୟା କରିବା ପରେ ଡାକ୍ତରଖାନାରେ ମୃତଦେହ ରଖି ଚମ୍ପଟ ମାରିଲା  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର…

ଓଲା ଡ୍ରାଇଭରଙ୍କୁ ଅପହରଣ, ମୁଣ୍ଡଜାମିନ ରଖି ୧୦ଲକ୍ଷ ଟଙ୍କା ଦାବି

ଭୁବନେଶ୍ଵର: ଦିନକୁ ଦିନ ଅସୁରକ୍ଷିତ ହୋଇପଡୁଛି ରାଜଧାନୀ । ବିଗିଡିବାରେ ଲାଗୁଛି ଆଇନଶୃଙ୍ଖଳା ପରିସ୍ଥିତି । ଲୋକାରଣ୍ୟ ରାଜଧାନୀରେ ଫିଲ୍ମ ଷ୍ଟାଇଲରେ ଓଲା’ ଡ୍ରାଇଭରକୁ ଅପହରଣ । ଅପହରଣ ପରେ ୧୦ ଲକ୍ଷ ଟଙ୍କା ମୁଣ୍ଡଜାମିନ ଦାବୀ କରିଛନ୍ତି ଅପହରଣକାରୀ ।…