ଉଚ୍ଚ ତୋରଣ ଉପରେ ଚଢିଯାଇ ଯୁବକଙ୍କ କାଣ୍ଡ
ପାଟଣାଗଡ: ସୋଲେ ଫିଲ୍ମ ଷ୍ଟାଇଲରେ ପ୍ରେମିକ ପ୍ରେମ ନିବେଦନ କରିବାକୁ କେତେବେଳେ ପାଣି ଟାଙ୍କି ଉପରେ ଚଢିଯାଇଥିବାର ଆପଣ ଦେଖିଛନ୍ତି ତ କେତେବେଳେ ଶନି ଠାକୁର ଗୋଡାଇବାରୁ ୩୩କେଭି ଇଲେକ୍ଟ୍ରିକ୍ ଖୁଣ୍ଟି ଉପରେ ମହିଳା ଚଢିଯାଇଥିବାର ଦେଖିଛନ୍ତି। ଆଉ କେତେବେଳେ ପ୍ରେମିକାକୁ ନିଜର…