ଦୈନିକ କରୋନା ପଜିଟିଭ ସଂଖ୍ୟା ୪ ହଜାର ଟପିଲା: ତାଲିକାରେ ଶୀର୍ଷରେ କେରଳ
ନୂଆଦିଲ୍ଲୀ: ଦେଶରେ ପୁଣି ଡରାଇଲାଣି କରୋନା ମହାମାରୀ। ଦୈନିକ ୧ ହଜାରରୁ ଅଧିକ ପିଜିଟିଭ୍ ଚିହ୍ନଟ ହେଉଛନ୍ତି। ଏକାଧିକ ଲୋକଙ୍କର ମୃତ୍ୟୁ ହେଉଛି। ଗତ ୨୪ ଘଣ୍ଟାରେ ଦେଶରେ କରୋନା ପଜିଟିଭ୍ ସଂଖ୍ୟା ୪ ହଜାର ଅତିକ୍ରମ କରିଛି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ…