ଇସ୍ରାଏଲର ବୈଜ୍ଞାନିକ ଗବେଷଣା କେନ୍ଦ୍ର ନଷ୍ଟ କଲା ଇରାନ, ଇନଷ୍ଟିଚ୍ୟୁଟର ଏକାଧିକ ଲ୍ୟାବ୍ ନଷ୍ଟ
ଇରାନ-ଇସ୍ରାଏଲ ଯୁଦ୍ଧରେ ଥରୁଛି ମଧ୍ୟପ୍ରାଚ୍ୟ । ତୀବ୍ର ହେଉଛି ଇରାନ-ଇସ୍ରାଏଲ ଯୁଦ୍ଧ । ଜୋରଦାର ହେଉଛି ଆକ୍ରମଣ-ପ୍ରତି ଆକ୍ରମଣ । ଅଷ୍ଟମ ଦିନରେ ପହଞ୍ଚିଛି ଯୁଦ୍ଧ । ଇରାନର ନ୍ୟୁକ୍ଲିୟର ସାଇଟ ଉପରେ ଭୟଙ୍କର ଏୟାର ଷ୍ଟ୍ରାଇକ କରିଥିଲା ଇସ୍ରାଏଲ ।…