ଯଦି ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୁଏ ତେବେ ବିପଦରେ ପଡିବେ ଏହିସବୁ ଦେଶ
ନୂଆଦିଲ୍ଲୀ୨୨।୬: ଇରାନ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ଘାତକ ଯୁଦ୍ଧ ଏବଂ ରୁଷିଆ-ୟୁକ୍ରେନ ସଂଘର୍ଷରେ ନିରନ୍ତର ବୃଦ୍ଧି ବିଶ୍ୱକୁ ଏକ ସମ୍ବେଦନଶୀଳ ପରିସ୍ଥିତି ଆଡ଼କୁ ଠେଲି ଦେଇଛି। ଏହି ପରିପ୍ରେକ୍ଷୀରେ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ, ଯଦି ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ…