ପାକିସ୍ତାନର ୫ ଲକ୍ଷ ମୁସଲମାନ ଇଦ୍ ପାଳନ କରିବେ ନାହିଁ: ମରିୟମ ସରକାରଙ୍କ କଡ଼ା ଆଇନ
ଇସଲାମାବାଦ: ପାକିସ୍ତାନରେ ପ୍ରାୟ ୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଅହମଦିଆ ମୁସଲିମ୍ ସମ୍ପ୍ରଦାୟକୁ ଏଥର ବକ୍ରିଇଦ୍ ପାଳନ କରିବାକୁ ଅନୁମତି ଦିଆଯିବ ନାହିଁ। ମରିୟମ ନୱାଜ ସରକାରଙ୍କ ଅଧୀନରେ ଥିବା ଲାହୋର ହାଇକୋର୍ଟ ବାର ଆସୋସିଏସନ ପଞ୍ଜାବ ପୁଲିସକୁ ଏକ ଚିଠି…