State

ଦଳ ବିରୋଧୀ ମନ୍ତବ୍ୟ ପାଇଁ କଂଗ୍ରେସରୁ ବହିଷ୍କୃତ ଚିରଞ୍ଜୀବଙ୍କ ସମର୍ଥକ

ଭୁବନେଶ୍ୱର: କଂଗ୍ରେସରୁ ବହିଷ୍କୃତ ହେଲେ ପିସିସି ସାଧାରଣ ସମ୍ପାଦକ ନାରାୟଣ ଜେନା। ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ କଂଗ୍ରେସ ତାଙ୍କୁ ବହିଷ୍କାର କରିଛି। ଆଜି ଶୃଙ୍ଖଳା କମିଟିର ବୈଠକ ବସିଥିଲା। ଏହି ବୈଠକର ଅଧ୍ୟକ୍ଷ ଏବଂ ଅନ୍ୟ ସଦସ୍ୟଙ୍କ ଉପସ୍ଥିତିରେ ନାରାୟଣ…

ରାଜ୍ୟ କ୍ୟାବିନେଟରେ ୧୭ଟି ପ୍ରସ୍ତାବକୁ ମିଳିଲା ଅନୁମୋଦନ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‍ ବୈଠକରେ ୧୭ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଆଜି ସନ୍ଧ୍ୟା ସାଢ଼େ ୬ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ରାଜ୍ୟ କ୍ୟାବିନେଟ୍‌‌ ଗୁରୁତ୍ୱପୂର୍ଣ୍ଣ ବୈଠକ। ଏହି ବୈଠକରେ ମିଶନ ଶକ୍ତି, କୃଷି, ସ୍ୱାସ୍ଥ୍ୟ, ଗଣଶିକ୍ଷା,…

ସ୍ପେଶାଲ ଓଜେଇଇ ରେଜଲ୍ଟ ପ୍ରକାଶିତ

ଭୁବନେଶ୍ବର: ସ୍ପେଶାଲ ଓଜେଇଇ ରେଜଲ୍ଟ ଶୁକ୍ରବାର ସନ୍ଧ୍ୟାରେ ପ୍ରକାଶିତ ହୋଇଛି। ଉଚ୍ଚଶିକ୍ଷା ପାଇଁ ଆଶାୟୀ ଛାତ୍ରଛାତ୍ରୀମାନେ ସେମାନଙ୍କର ରାଙ୍କ କାର୍ଡ ଓଜେଇଇ ୱେବସାଇଟ୍‌ www.ojee.nic ରୁ ଡାଉନ୍‌ଲୋଡ କରିପାରିବେ। ଏହି ପରୀକ୍ଷାର ବିଟେକ୍‌ରେ ୮,୬୫୫ ଜଣଙ୍କୁ ରାଙ୍କ କାର୍ଡ ମିଳିଛି। ଲାଟେରାଲ…

ବାଲି ବୋଝେଇ ଟ୍ରକ୍ ଛାଡ଼ିବାକୁ ଲକ୍ଷେ ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଲେ IIC

ବୌଦ୍ଧ: ଭିଜିଲାନ୍ସ ଜାଲରେ ଆଉ ଜଣେ ପୋଲିସ ଅଧିକାରୀ । ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଆଇଆଇସି ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ହରଭଙ୍ଗା ଥାନା ଆଇଆଇଲି ପୁଷ୍ପଲତା…

୩୧ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଲେ ସମଗ୍ର ଶିକ୍ଷା ପ୍ରକଳ୍ପ କୋ-ଅର୍ଡିନେଟର୍

ବଲାଙ୍ଗିର:ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ବଲାଙ୍ଗିର ଡିପିସି ଅଫିସର ଜେଣ୍ଡର କୋଅର୍ଡିନେଟର ପୁଷ୍ପାଙ୍ଗିନୀ ଯୋଶୀ। ୩୧ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଭିଜିଲାନ୍ସ ପୁଷ୍ପାଙ୍ଗିନୀ ଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ…

ଜେଲରେ ନିଘୋଡ଼ ନିଦରେ ଶୋଇଥିଲେ ୨ ୱାର୍ଡର, ଫଟୋ ଭାଇରାଲ ପରେ ହେଲେ ସସପେଣ୍ଡ

ଅନୁଗୁଳ: ଜେଲ୍‌ରେ ରହିଛନ୍ତି ବହୁ ମୋଷ୍ଟ ୱାଣ୍ଟେଡ ଅପରାଧୀ। ଘଟାଇ ସାରିଛନ୍ତି ବହୁ ବଡ଼ ବଡ଼ ଅପରାଧ । ହେଲେ ସେମାନଙ୍କୁ ଜଗିବାକୁ ନିୟୋଜିତ ହୋଇଥିବା ୨ ଜେଲ୍‌ କର୍ମଚାରୀ ଚେଇଁବା ବଦଳରେ ଅଚିନ୍ତା ନିଦରେ ଶୋଇ ପଡ଼ିଛନ୍ତି। ଅନୁଗୁଳ ଜିଲ୍ଲା…

ମୋକିମ୍ ଓ ଚିରଞ୍ଜୀବଙ୍କ ନିଲମ୍ବନକୁ ବିରୋଧ, କଂଗ୍ରେସ ଭବନ ଆଗରେ ସମର୍ଥକଙ୍କ ଆନ୍ଦୋଳନ

ଭୁବନେଶ୍ୱର: ନିଲମ୍ବନକୁ ନେଇ ବଢ଼ୁଛି ଅଡ଼ୁଆ, ବଢ଼ୁଛି ବିବାଦ । ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଏଆଇସିସି ମହମ୍ମଦ ମୋକିମ୍ ଓ ଚିରଞ୍ଜୀବ ବିଶ୍ୱାଳଙ୍କୁ ନିଲମ୍ବିତ କରିଥିଲା । ଆଉ ନିଲମ୍ବନ ନିଆଁ ଏବେ କର୍ମୀଙ୍କ ମଧ୍ୟରେ ଆକ୍ରୋଶ ହୋଇ ବ୍ୟାପିବାରେ…

କ୍ୟାଣ୍ଟନମେଣ୍ଟ ଥାନା ଭିତରୁ ଅଭିଯୁକ୍ତ ଫେରାର୍

କଟକ : ଥାନା ଭିତରୁ ଚମ୍ପଟ ମାରିଲା ଅଭିଯୁକ୍ତ । କଟକ କ୍ୟାଂଟନମେଂଟ ଥାନାରୁ ଫେରାର୍ ମାରିଲା ଚୋରୀ ଘଟଣାର ଅଭିଯୁକ୍ତ ବବଲୁ ବେହେରା । ମୋବାଇଲ ଚୋରି ଅଭିଯୋଗରେ ବବୁଲକୁ ପଚରାଉଚରା ପାଇଁ ଆଣିଥିଲା ପୁଲିସ । ଥାନା ଭିତରେ…

ଲଗାଣ ବର୍ଷାରେ ଧୋଇଗଲା ଅସ୍ଥାୟୀ ଜାମୁଘାଟ ପୋଲ, ଉଦଳା-ବାଲେଶ୍ୱରକୁ ଯୋଗାଯୋଗ ବିଚ୍ଛିନ୍ନ

ଉଦଳା: ଲଗାଣ ବର୍ଷାରେ ଧୋଇଲା ଅସ୍ଥାୟୀ ପୋଲ । ଉଦଳା-ବାଲେଶ୍ୱର ରାସ୍ତାର କଇଁସାରି ଠାରେ ଥିବା ଅସ୍ଥାୟୀ ଜାମୁଘାଟ ପୋଲ ଧୋଇଯାଇଛି । ତେଣୁ ଉଦଳା-ବାଲେଶ୍ୱରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବିଳମ୍ବିତ ରାତିରେ ପୋଲଟି ଭାସିଯାଇଛି । ଶିମିଳିପାଳ ଉପରମୁଣ୍ଡରେ…

ରତ୍ନଭଣ୍ଡାର ପ୍ରସଙ୍ଗରେ ଗଜପତିଙ୍କୁ ଚିଠି ଲେଖିଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନଭଣ୍ଡାର ପ୍ରସଙ୍ଗରେ ଚିଠି ଲେଖିଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ସୁଦର୍ଶନ ପଟ୍ଟନାୟକଙ୍କ ଚିଠି । ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜାଙ୍କୁ ଲେଖିଲେ ଚିଠି । ରତ୍ନଭଣ୍ଡାରୁ ଖୋଲିବାକୁ ସରକାରଙ୍କୁ କମିଟି ନିବେଦନ…