State

ପୋଷ୍ଟ ମାଷ୍ଟର ପ୍ରେମିକାଙ୍କୁ ହତ୍ୟା ଅଭିଯୋଗରେ ପ୍ରେମିକ ଗିରଫ

ସୁନ୍ଦରଗଡ଼: ମହିଳା ପୋଷ୍ଟ ମାଷ୍ଟରଙ୍କୁ ହତ୍ୟା ଘଟଣାରେ ବୁଧବାର ପୋଲିସ ପ୍ରେମିକକୁ ଗିରଫ କରିଛି । ସୋମବାର ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ଏକ ଜଙ୍ଗଲରୁ ପୋଷ୍ଟ ମାଷ୍ଟରଙ୍କ ମୃତଦେହ ମିଳିଥିବା ବେଳେ ଅନେକ କ୍ଷତ ଚିହ୍ନ ଥିଲା ।…

ଟିଟୋ ସହଯୋଗୀ ଜିଲ୍ଲା ବିଜେଡି ଉପସଭାପତି, ପ୍ରଶାନ୍ତ ମୁଦୁଲିଙ୍କ ଆଡ଼କୁ ଅଙ୍ଗୁଳି ଉଠାଇଲେ ସମ୍ବିତ

ଭୁବନେଶ୍ୱର: ଜଗତସିଂହପୁର ଜିଲ୍ଲା ବିଜେଡି ଉପସଭାପତି ଭାବେ ଗ୍ଯାଙ୍ଗଷ୍ଟର ଟିଟୋର ସହଯୋଗୀ ଜ୍ୟୋତିକାନ୍ତ ପରିଡ଼ା ଓରଫ ବାପୁଙ୍କୁ ନିଯୁକ୍ତି ପରେ ବିବାଦ ଉପୁଜିଛି । ବାପୁ ପରିଡ଼ା ନାଁ କିଏ ଦେଲା ? ତାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ପାରାଦୀପ…

ସଂସଦ ଅଧିବେଶନ ପୂର୍ବରୁ ଦଳୀୟ ସାଂସଦଙ୍କୁ ନବୀନଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର: ନବୀନଙ୍କ ଟାର୍ଗେଟରେ ଓଡ଼ିଶାର ବିଜେପି ସାଂସଦ ଓ ମନ୍ତ୍ରୀ। ସଂସଦ ଅଧିବେଶନ ପୂର୍ବରୁ ଦଳୀୟ ସାଂସଦଙ୍କୁ ବିଜେଡି ସୁପ୍ରିମୋ ଗୁରୁମନ୍ତ୍ର ଦେବା ସହ ବିଜେପି ସାଂସଦ ଓ ମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ନବୀନ କହିଛନ୍ତି ଦିଲ୍ଲୀ ଷଡ଼୍‌ଯନ୍ତ୍ରକାରୀଙ୍କୁ ଦିଆଯିବ…

ଯୁକ୍ତ ଦୁଇରେ ନାମଲେଖା ପାଇଁ ଦ୍ୱିତୀୟ ମେଧା ତାଲିକା ପ୍ରକାଶ

ଭୁବନେଶ୍ୱର: ଯୁକ୍ତ ଦୁଇରେ ନାମ ଲେଖା ପାଇଁ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ୭୦ ହଜାର ୧୦୫ ଜଣ ଛାତ୍ରଛାତ୍ରୀ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି। କଳାରେ ୪୯ ହଜାର ୭୦ ଜଣ, ବାଣିଜ୍ୟରେ ୩…

ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଚାରିଆଡ଼େ ବର୍ଷାର ତାଣ୍ଡବ। ଆଜି ସକାଳଠାରୁ ରାଜଧାନୀରେ ସମେତ ଉପକୂଳ ଓଡିଶା ତଥା ପାର୍ଶ୍ୟବର୍ତ୍ତୀ ଅଞ୍ଚଳରେ ଝିପିଝିପି ବର୍ଷା ଲାଗିରହିଛି। ଆଗାମୀ ୩ ଘଣ୍ଟା ମଧ୍ୟରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଭୁବନେଶ୍ୱର ପାଣିପାଗ ବିଭାଗ…

କେନ୍ଦୁପତ୍ର ହିତାଧିକାରୀଙ୍କୁ ତୃତୀୟ ପର୍ଯ୍ୟାୟ ସହାୟତା ଘୋଷଣା : ବୋନସ୍ ଓ ପ୍ରୋତ୍ସାହନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର କେନ୍ଦୁପତ୍ର ହିତାଧିକାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୨ ଶସ୍ୟବର୍ଷର ତୃତୀୟ ପର୍ଯ୍ୟାୟରେ ୫୬ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଏହା ଦ୍ୱାରା ୮ ଲକ୍ଷରୁ ଉର୍ଦ୍ଧ୍ବ କେନ୍ଦୁପତ୍ର ହିତାଧିକାରୀ ଉପକୃତ ହେବେ। ଏହି…

ଆଳିରେ ଶିଆଳ ଆତଙ୍କ: ୨୭ ଜଣ ଆକ୍ରମଣର ଶିକାର

କେନ୍ଦ୍ରାପଡ଼ା: ଘରେ ଘରେ ପଶି ଲୋକଙ୍କୁ କାମୁଡି ମାଂସ ଖାଇଉଛି ଶିଆଳ। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି ରକ୍ତ ପିପାସୁ ଶିଆଳ। ସ୍ଥାନୀୟରେ କୋକୁଆ ଭୟ ସୃଷ୍ଟି କରୁଛି ଶିଆଳ। ସାନ୍ଧ୍ୟ ହେଲେ ଗାଁରେ ପଡୁଛି ତାଟି…

ପାର୍ସଲ ନାଁରେ ଲୋକଙ୍କୁ ଠକୁଛନ୍ତି ସାଇବର ଠକ, ସତର୍କତା ଜାରି କଲା ଓଡ଼ିଶା ପୋଲିସ

ଭୁବନେଶ୍ୱର: ସାବଧାନ! ସାଇବର ଠକଙ୍କ ନୂଆ ତରିକା। ପାର୍ସଲ ନାଁରେ ଲୋକଙ୍କୁ ଠକୁଛନ୍ତି ସାଇବର ଠକ। ଏନେଇ ଓଡିଶା ପୋଲିସର ସତର୍କତା ଜାରି କରାଯାଇଛି। ଲୋକଙ୍କୁ ସାବଧାନ ହେବାକୁ ଟ୍ବିଟର ଜରିଆରେ ଓଡ଼ିଶା ପୋଲିସ ସତର୍କ କରାଇଛି। ଓଡ଼ିଶା ପୋଲିସ କହିବା…

ରାଜଧାନୀର ବିଭିନ୍ନ ସନ୍ଦିଗ୍ଧ ଅଞ୍ଚଳରେ ଫୁଟ୍ ପାଟ୍ରୋଲିଂ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାଲିଛି ସେଫ୍ ସିଟି ଡ୍ରାଇଭ୍ ସଙ୍ଗକୁ ମଦ୍ୟପ ଖଟିରେ ଚଢାଉ। ନାଇଟ୍ ପାଟ୍ରୋଲିଂକୁ ଜୋରଦାର କରାଯାଇଛି। ମଙ୍ଗଳବାର ସନ୍ଧ୍ୟାରୁ ଲକ୍ଷ୍ନୀସାଗର ଏବଂ ମୈତ୍ରୀ ବିହାରରେ ଅଞ୍ଚଳରେ ଚାଲିଥିଲା ଫୁଟ୍ ପାଟ୍ରୋଲିଂ। ରାଜଧାନୀର ବିଭିନ୍ନ ଛକରେ ଚେକିଂ ଓ…

ଏନଏସି ମନ୍ୟତା ଦାବି, ୧୨ ଘଣ୍ଟିଆ ବିରମହାରାଜପୁର ବନ୍ଦ

ସୁବର୍ଣ୍ଣପୁର: ଆଜି ୧୨ ଘଣ୍ଟିଆ ବିରମହାରାଜପୁର ବନ୍ଦ ପାଳନ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରକୁ ଏନଏସି ମାନ୍ୟତା ଦାବିରେ ବନ୍ଦ ଡାକରା ଦେଇଛି ଆପ୍। ଏହାସହ ୧୫ ଦଫା ଦାବି ନେଇ ରାସ୍ତାକୁ ଓହ୍ଲାଇଛି ଆମ୍ ଆଦମୀ ପାର୍ଟି। ଆଜି ସକାଳୁ…