CGL ପ୍ରଶ୍ନପତ୍ର ଡିଲ ବେଳେ ପୋଲିସର ରେଡ: ୧୦ ଦଲାଲ ଗିରଫ
ଜଳେଶ୍ୱର: ଷ୍ଟାଫ ସିଲେକ୍ସନ କମିଶନ ଦ୍ୱାରା ଆୟୋଜିତ କମ୍ବାଇନ ଗ୍ରାଜୁଏଟ ଲେଭଲ ପ୍ରଶ୍ନପତ୍ର ଡିଲ ବେଳେ ଚଢ଼ାଉ । ସାଇବର ପୋଲିସ ଓ ତାଳସୀରରେ ମେରାଇନ ପୋଲିସର ୨୦ ଜଣିଆ ଟିମ ଦୀଘାର ଏକ ଘରୋଇ ହୋଟେଲରେ ଚଢାଉ କରିଥିଲା ।…
ଜଳେଶ୍ୱର: ଷ୍ଟାଫ ସିଲେକ୍ସନ କମିଶନ ଦ୍ୱାରା ଆୟୋଜିତ କମ୍ବାଇନ ଗ୍ରାଜୁଏଟ ଲେଭଲ ପ୍ରଶ୍ନପତ୍ର ଡିଲ ବେଳେ ଚଢ଼ାଉ । ସାଇବର ପୋଲିସ ଓ ତାଳସୀରରେ ମେରାଇନ ପୋଲିସର ୨୦ ଜଣିଆ ଟିମ ଦୀଘାର ଏକ ଘରୋଇ ହୋଟେଲରେ ଚଢାଉ କରିଥିଲା ।…
ଭୁବନେଶ୍ୱର: ୟୁନିଟ ୯ ବାଳିକା ସ୍କୁଲରେ ଚାଲିବ ରମାଦେବୀ ଜୁନିୟର କଲେଜ। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ ଉଠିଯିବ ରମାଦେବୀ ଜୁନିୟର କଲେଜ। ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଅନୁରୋଧ କ୍ରମେ ଏପରି ନିଷ୍ପତ୍ତି ନିଆଯାଇଛି। ଏନେଇ ଗଣଶିକ୍ଷା ବିଭାଗ ସ୍ୱତନ୍ତ୍ର ସଚିବଙ୍କୁ ଚିଠି…
ଭୁବନେଶ୍ୱର: ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି ବିଜେପିର ମିଶ୍ରଣ ପର୍ବ। ରାଜ୍ୟ ସଭାପତି ମନମୋହନ ସାମଲ, ରାଷ୍ଟ୍ରୀୟ ମୁଖପାତ୍ର ଡା.ସମ୍ବିତ ପାତ୍ର, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ଉପସ୍ଥିତିରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀର ବରିଷ୍ଠ…
ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ଏବେ ତତ୍ପର ହୋଇଛି। ଏଥିଲାଗି ସାରାଦେଶରେ ବିଜେପିର ପ୍ରବାସ କାର୍ଯ୍ୟକ୍ରମ ଜାରି ରହିଛି। ଯେଉଁ ସବୁ ସ୍ଥାନରେ ଗତ ଥର ଦଳ ହାରିଥିଲ, ସେହି ସ୍ଥାନରେ ବିଜେପି କିପରି ବୁଥ୍…
କେନ୍ଦ୍ରାପଡ଼ା: ଚନ୍ଦ୍ରୟାନ-୩ ଟିମ୍ରେ ଓଡ଼ିଆ ପୁଅ । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ମୁକୁନ୍ଦପୁର ଗାଁର ଯୁବକ ଶୁଭାଶିଷ ସାମଲ ଚନ୍ଦ୍ରୟାନ-୩ରେ ସାମିଲ ହୋଇ ଚର୍ଚ୍ଚାକୁ ଆସିଛନ୍ତି । ଶୁଭାଶିଷ ଦୋହଳିସ୍ଥିତ ବିବି ମଡେଲ୍ ହାଇସ୍କୁଲରୁ ୨୦୦୯ରେ ମାଟ୍ରିକ୍ ପାସ କରିଥିଲେ…
ସମ୍ବଲପୁର : ସମ୍ବଲପୁର ଗସ୍ତରେ ୫ ଟି ସଚିବ ଭିକେ ପାଣ୍ଡିଆନ୍ । ସମ୍ବଲପୁର ଗସ୍ତର ୨ୟ ଦିନରେ ଆଜି ସକାଳୁ ସମଲେଇ ମନ୍ଦିରରେ ପହଞ୍ଚି ମା’ ସମଲେଇଙ୍କୁ ଦର୍ଶନ କରିଛନ୍ତି । ଏହାସହ ସମଲେଇ ପ୍ରକଳ୍ପର ସମୀକ୍ଷା ମଧ୍ୟ କରିଛନ୍ତି…
କଟକ: ପୁଣି ମୁକୁଳା ଡ୍ରେନ୍ ନେଲା ଜୀବନ । କଟକର ଝୋଳା ସାହିରେ ଶନିବାର ରାତିରେ ମୁକୁଳା ଡ୍ରେନରେ ଖସି ପଡ଼ି ୨୧ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ନାଁ ରାହୁଲ । ଘର ରାଜସ୍ଥାନରେ ହୋଇଥିବା…
ଜଗତସିଂହପୁର ଜିଲ୍ଲାରେ ଦୁଇଟି ବଡ଼ ଘାଇ ହୋଇଥିବା ଯୋଗୁଁ ଜିଲ୍ଲାରେ ବିଭିନ୍ନ ଅଞ୍ଚଳରେ ପାଣି ପଶିଯାଇଛି। । ଫଳରେ ଜଗତସିଂହପୁର କଟକ ମୁଖ୍ୟ ରାସ୍ତାରେ ଅଣ୍ଟାଏ ଉଞ୍ଚରେ ପାଣି ଲହଡ଼ି ଭାଙ୍ଗୁଛି । ଏହାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ…
ଭୁବନେଶ୍ୱର : ମହାନ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ସମ୍ବଲପୁର ଖୀଣ୍ଡାର ବିକାଶ ସହ, ଏହାକୁ ଏକ ପର୍ଯ୍ୟଟନ ସ୍ଥଳ ଭାବେ ଗଢି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ୬ କୋଟି ୪୧ ଲକ୍ଷ…
ଭୁବନେଶ୍ୱର: ଓଡ଼ିଶାରେ ୧୫ରୁ ୧୯ ତାରିଖ ଯାଏ ପ୍ରବଳ ବର୍ଷାର ଆଶଙ୍କା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯିବା ପରେ ସ୍ବତନ୍ତ୍ର ରିଲିଫ୍ କମିସନର ଜିଲ୍ଲାପାଳ ଓ ପୌର କମିସନରମାନଙ୍କୁ ବର୍ଷା ସତର୍କତାନେଇ ଚିଠି ଲେଖିଛନ୍ତି।…