State

ଜୁଲାଇ ୧୩ ଚନ୍ଦ୍ରଭାନୁ ଶତପଥୀ ଦିବସ ଭାବେ ଘୋଷଣା

ଭୁବନେଶ୍ୱର: ବିଶ୍ୱବ୍ୟାପୀ ମାନବ ଜୀବନର କଲ୍ୟାଣ ସାଧନା ତଥା ତାଙ୍କର ପ୍ରସିଦ୍ଧ କାବ୍ୟକୃତି ଶ୍ରୀଗୁରୁ ଭାଗବତ ନିମନ୍ତେ ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀଙ୍କୁ ଯୁକ୍ତରାଷ୍ଟ୍ର ଆମେରିକା ସରକାରଙ୍କ ପକ୍ଷରୁ ଏକ ବିରଳ ସମ୍ମାନରେ ସମ୍ମାନିତ କରାଯାଇଛି । ଏକକାଳୀନ ଆମେରିକାର ତିନୋଟି…

ରୋବୋଟିକ ସର୍ଜରୀ କ୍ଷେତ୍ରରେ ଆମ୍ରି ହସ୍ପିଟାଲର ତିଆରି କରିଛି ଏକ ମାଇଲଖୁଣ୍ଟ

ଭୁବନେଶ୍ୱର: ପୂର୍ବାଞ୍ଚଳ ଭାରତ ପାଇଁ ପ୍ରଥମ ପ୍ରକାରର ସଫଳତାରେ ଆମ୍ରି ହସ୍ପିଟାଲ ଭୁବନେଶ୍ୱର ୪ମାସ ମଧ୍ୟରେ ୧୦୦ଟି ରୋବୋଟିକ ଆଣ୍ଠୁ ପ୍ର୍ରତିରୋପଣ କରିବାରେ ସଫଳ ହୋଇ ପାରିଛି । ଆମ୍ରିର କ୍ଲିନିକାଲ ଉତ୍କର୍ଷତା ଓ ବୈଷୟିକ ଉନ୍ନତି, ଅସ୍ଥିଶଲ୍ୟ ଏବଂ ମିଳିତ…

ଜାଲ୍ ନୋଟ୍ ବଦଳ ବେଳେ ଭୁବନେଶ୍ୱର ଆରବିଆଇରୁ ଯୁବକ ଗିରଫ

ଭୁବନେଶ୍ୱର: ନକଲି ନୋଟ୍ ବଦଳ ତାହା ପୁଣି ରିଜର୍ଭ ବ୍ୟାଙ୍କରେ । ଏଭଳି ଉଦ୍ୟମ କରି ଗିରଫ ହୋଇଛନ୍ତି ଜଣେ ଯୁବକ । କମିଶନରେଟ ପୋଲିସ ଶୁକ୍ରବାର ଯୁବକ ଜଣଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ଶହେଟି ନକଲି ୫୦୦…

ପଶ୍ଚିମ ଓଡିଶାରେ ‘ମୁଖ୍ୟମନ୍ତ୍ରୀ ସଭାଗୃହ’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

୧୨୫ କୋଟି, ୨୦୦୦ ସଭାଗୃହ ୩୩ କୋଟି ଟଙ୍କାର ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିସ୍ଥାପନ ପଶ୍ଚିମ ଓଡିଶାର ବିକାଶରେ WODC ମୁଖ୍ୟ ଭୂମିକା ଗ୍ରହଣ କରିଛି ପଶ୍ଚିମ ଓଡିଶା ପାଇଁ ମୋର ସବୁ ବେଳେ ସ୍ୱତନ୍ତ୍ର ଧ୍ୟାନ ରହିଛି – ମୁଖ୍ୟମନ୍ତ୍ରୀ…

ରାଜଧାନୀରେ ତିଆରି ହେବ ଆହୁରି ଦୁଇଟି ଫୁଟ ଓଭର ବ୍ରିଜ

ଭୁବନେଶ୍ୱର: ରାଜଧାନୀରେ ଖୁବଶୀଘ୍ର ଆଉ ଦୁଇଟି ନୂଆ ଫୁଟ୍ ଓଭର ବ୍ରିଜ୍ ପାଇବ। ଗୋଟିଏ ସତସଙ୍ଗ ବିହାର ଓ ଅନ୍ୟଟି ପଳାଶୁଣୀରେ ନିର୍ମାଣ କରାଯିବ। ପଳାଶୁଣୀଠାରେ ଥିବା ଫ୍ଲାଏ ଓଭର ବ୍ରିଜ ୨୦୨୩ ଡିସେମ୍ବର ୩୧ ସୁଦ୍ଧା ଶେଷ ହେବ ଏବଂ…

ଯୁକ୍ତ ଦୁଇ ପିଲାଙ୍କ ଲାପଟପ୍ ଡିବିଟି ଯୋଜନା ଆବେଦନ ତାରିଖ ବୃଦ୍ଧି

ଭୁବନେଶ୍ୱର: ଦ୍ୱାଦଶ ଶ୍ରେଣୀରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଲାପଟପ୍ କିଣିବାକୁ ସହୟତା ରାଶି ଦେଉଛନ୍ତି ରାଜ୍ୟ ସରକାର । ଏହି ଲାପଟପ୍ ଡିବିଟି ଯୋଜନାରେ ୧୫ହଜାର ମେଧାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ଦିଆଯାଉଛି । ଏଥିପାଇଁ ଛାତ୍ରଛାତ୍ରୀମାନେ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରୁଛନ୍ତି…

ଦିବ୍ୟାଙ୍ଗ ଭାଣିଜୀକୁ ଦୁଷ୍କର୍ମ କଲା ମାମୁ

ବାରିପଦା: ସଂପର୍କରେ ଲାଗିଲା କଳଙ୍କର ଛିଟା । ହଜିଗଲା ମାନବିକତା । ଯାହାକୁ ଭରସା କରିଥିଲା ସେ ସାଜିଲା ସୈତାନ । ଅସହାୟ ଝିଅର କରୁଣ ଚିତ୍କାର ତା ହୃଦୟକୁ ତରଳାଇ ପାରିଲାନି । ଶେଷରେ ପୁରୁଷର କାମନା ଜ୍ୱାଳାରେ ଜଳିଗଲା…

ଖଡଗପୁର- ଭଦ୍ରକ ପାସେଞ୍ଜର ଟ୍ରେନ ଇଞ୍ଜିନରେ ନିଆଁ

ଖଡଗପୁର- ଭଦ୍ରକ ପାସେଞ୍ଜର ଟ୍ରେନ ଇଞ୍ଜିନରେ ନିଆଁ। ଇଞ୍ଜିନ୍‌ ତଳୁ ଧୁଆଁ ବାହାରିବା ଦେଖି ଭୟରେ ଟ୍ରେନରୁ ଓହ୍ଲାଇଲେ ଯାତ୍ରୀ। ବାଲେଶ୍ୱର ଲକ୍ଷ୍ମଣନାଥ ରୋଡ ଷ୍ଟେସନରେ ପାସେଞ୍ଜର ଟ୍ରେନରେ ନିଆଁ ଦେଖାଯାଇଥିଲା। ଧୁଆଁ ଦେଖି ଟ୍ରେନର ଯାତ୍ରୀମାନେ ଚିତ୍କାର କରି ପାଇଲଟ୍‌କୁ…

ଯୁକ୍ତ ୩ ନାମଲେଖା ପାଇଁ ପ୍ରକାଶ ପାଇଲା ପ୍ରଥମ ପର୍ଯ୍ୟାୟ କଟ ଅଫ ମାର୍କ

ଭୁବନେଶ୍ୱର: ଯୁକ୍ତ ୩ରେ ନାମ ଲେଖା ପାଇଁ ପ୍ରଥମ ପର୍ଯ୍ୟାୟ କଟ ଅଫ ମାର୍କ ପ୍ରକାଶ ପାଇଛି | ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଆଜି ତାଲିକା ପ୍ରକାଶ ପାଇଥିବାବେଳେ ଇନଟିଗ୍ରେଟେଡ଼ ବିଏଡ଼ ଥିବା କଲେଜରେ କଟଅଫ ଆଗରେ ରହିଛି |…

୫ଟି ସଚିବଙ୍କ କାର୍ଯ୍ୟକ୍ରମକୁ ନେଇ ପ୍ରଶ୍ନ ଉଠାଇଲେ ବିଜୟ ପଟ୍ଟନାୟକ

ଭୁବନେଶ୍ୱର: ବିରୋଧୀ ଦଳ ଟାର୍ଗେଟରେ ୫ଟି ସଚିବ । ବିଜେପି ପରେ କଂଗ୍ରେସ ମାରୁଛି ତୀର । ସାମ୍ବାଦିକ ସମ୍ମିଳନୀ କରି ୫ଟି ସଚିବଙ୍କ କାର୍ଯ୍ୟକ୍ରମକୁ ନେଇ ପ୍ରଶ୍ନ କରିଛନ୍ତି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ । ପୂର୍ବତନ…