ସରାଇ ଆପ ଅଧୀନରେ ଅଣ ସ୍ୱୀକୃତିପ୍ରାପ୍ତ ହୋଟେଲରେ କମିଶନରେଟ ପୋଲିସର ଚଢ଼ାଉ
ଭୁବନେଶ୍ୱର: ରାଜଧାନୀର ବିଭିନ୍ନ ହୋଟେଲରେ କମିଶନରେଟ ପୋଲିସର ଚଢ଼ାଉ । ଏଣିକି ସନ୍ଦିଗ୍ଧଙ୍କ ପ୍ରବେଶ ବା ରହଣୀ ସମ୍ପର୍କରେ ତୁରନ୍ତ ଖବର ପାଇବ କମିଶନରେଟ ପୋଲିସ । ସରାଇ ଆପ ଅଧୀନରେ ଅଣ ସ୍ୱୀକୃତିପ୍ରାପ୍ତ ହୋଟେଲରେ ଚଢ଼ାଉ । ହୋଟେଲ ଗୁଡ଼ିକ…
