State

ଭୁବନେଶ୍ୱରରେ ରୋଡ୍ସ କଂଗ୍ରେସ ସମାବେଶ ଉଦଘାଟିତ

ଭୁବନେଶ୍ୱର: ଭୁବନେଶ୍ୱର ଜନତା ମଇଦାନରେ ୮୪ତମ ଇଣ୍ଡିଆନ୍‌ ରୋଡ କଂଗ୍ରେସ (ଅ୍ଧବଆରସି) ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏହାର ଶୁଭାରମ୍ଭ କରିଛନ୍ତି । ୧୦ତାରିଖ ପର୍ଯ୍ୟନ୍ତ ଚାଲିବାକୁ…

ବେଇମାନ୍ ଓ ପ୍ରାର୍ଥୀ ଚୋରିକୁ ନେଇ ନବୀନଙ୍କୁ ଟାର୍ଗେଟ କଲେ ଡାକ୍ତର ସମ୍ବିତ ପାତ୍ର

ନୂଆପଡ଼ା: ନୂଆପଡ଼ାରେ ପୁରୀ ଲୋକସଭା ସଦସ୍ୟ ଡାକ୍ତର ସମ୍ବିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ନବୀନ ପଟ୍ଟନାୟକଙ୍କୁ କଡ଼ା ଭାଷାରେ ସମାଲୋଚନା କରିବା ସହ ବେଇମାନ୍ ଓ ପ୍ରାର୍ଥୀ ଚୋରିକୁ ନେଇ ଟାର୍ଗେଟ କରିଛନ୍ତି। ପୁରୀ ଲୋକସଭା ସଦସ୍ୟ ଡାକ୍ତର ସମ୍ବିତ…

୯ ତାରିଖ ଅପରାହ୍ନ ୪ଟା ସୁଦ୍ଧା ନୂଆପଡ଼ା ଛାଡ଼ିବାକୁ ବାହାର ଭୋଟରଙ୍କୁ ନିର୍ଦେଶ

ଭୁବନେଶ୍ବର: ନୂଆପଡା ଉପ-ନିର୍ବାଚନରେ ସ୍ୱଚ୍ଛତା ବଜାୟ ରଖିବା ଏବଂ ମତଦାତାମାନଙ୍କ ପାଇଁ ମୁକ୍ତ, ଅବାଧ ଓ ଶାନ୍ତିପୂର୍ଣ୍ଣ ପରିବେଶ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶୁକ୍ରବାର ନିର୍ଦେଶାବଳୀ ଜାରି କରିଛନ୍ତି। ମତଦାନ ଶେଷ ହେବାର ୪୮ ଘଣ୍ଟା…

ବାରହା ଫାଶରେ ପଡ଼ି ପ୍ରାଣ ହରାଇଲେ ୨ ଯୁବକ

କୋରାପୁଟ: ବାରହା ଶିକାର ପାଇଁ ବିଛାଯାଇଥିବା ଫାଶରେ ପଡ଼ି ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି। ଫାଶରେ ବିଦ୍ୟୁତ ସଂଯୋଗ ହୋଇଥିବାରୁ ଯୁବକଦ୍ଵୟ ତାହା ସଂଶ୍ପର୍ସରେ ଆସି ପ୍ରାଣ ହରାଇଛନ୍ତି। କୋରାପୁଟ ଜିଲା ପିପଳପଦର ପଞ୍ଚାୟତ ଅନ୍ତର୍ଗତ କେନ୍ଦୁପାଇ ପାହାଡ଼ରେ ଏହି ଅଭାବନୀୟ…

ବଢ଼ିଲା ବ୍ରହ୍ମପୁର ଏସପିଙ୍କ ଅଡୁଆ, ହାଜର ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ବ୍ରହ୍ମପୁର : ଅଡୁଆରେ ବ୍ରହ୍ମପୁର ଏସପି । ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମାଲରେ ଦେଇଥିବା ମନ୍ତବ୍ୟ ମହଙ୍ଗା ପଡ଼ିଛି । ନିର୍ବାଚନ ମାମଲାରେ ମନ୍ତବ୍ୟ ଦେଇଥିବାରୁ ବ୍ରହ୍ମପୁର ଏସ୍.ପି.ଙ୍କ ଠାରୁ ଶପଥ ପାଠ ତଲବ କଲେ ହାଇକୋର୍ଟ । ବ୍ୟକ୍ତିଗତ…

ଲୋକସେବା ଭବନରେ ‘ବନ୍ଦେ ମାତରମ୍‌’ ଗାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଲୋକସେବା ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ‘ବେନ୍ଦ ମାତରମ୍‌’ ସଙ୍ଗୀତ ଗାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏବଂ ବିଭିନ୍ନ ବିଭାଗର ସଚିବ ମଧ୍ୟ ଏହି ବିଶେଷ କାର୍ଯ୍ୟକ୍ରମରେ…

ବରିଷ୍ଠ ନାଗରିକଙ୍କଠାରୁ ଦେଢ କୋଟି ଲୁଟିନେଲେ ସାଇବର ଠକ

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ଡିଜିଟାଲ ଆରେଷ୍ଟ କରି ଦେଢ କୋଟି ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି । ସାଇବର ଠକମାନେ ଡିଜିଟାଲ ଆରେଷ୍ଟ କରି ଜଣେ ବରିଷ୍ଠ ନାଗରିକଙ୍କ ଠାରୁ ଏହି ଅର୍ଥ ଲୁଟି ଥିବା ସାଇବାର ଥାନାରେ…

ଓଏସ୍‌ଏସ୍‌ସି ଅଫିସ ଆଗରେ ଆଣ୍ଠେଇ କାନମୋଡ଼ି ଚାପୁଡ଼ା ଖାଇ ଧାରଣା ଦେଲେ ଆଶାୟୀ।

ଭୁବନେଶ୍ବର: ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ (ଓଏସ୍‌ଏସ୍‌ସି) ଦ୍ବାରା ପରିଚାଳିତ ପ୍ରଶିକ୍ଷିତ ସ୍ନାତକ ଶିକ୍ଷକ (ଟିଜିଟି) ନିଯୁକ୍ତି ପ୍ରକ୍ରିୟାରେ ଟିଜିଟି ସଂସ୍କୃତ ପଦବୀ ପାଇଁ ମେଧା ତାଲିକା ପ୍ରକାଶ ପାଉନି। ସଂସ୍କୃତ ବ୍ୟତୀତ ଅନ୍ୟ ଟିଜିଟି ପଦବୀ ପାଇଁ ମେଧା ତାଲିକା…

୧୪ ଓ ୧୯ ତାରିଖରେ ଆସୁଛି ଆଉ ୨ଟି ଲଘୁଚାପ !

ଭୁବନେଶ୍ୱର : ଆସୁଛି ଡବଲ୍ ଲଘୁଚାପ । ଗୋଟିଏ ଲୋପ୍ରେସର ୧୪ ତାରିଖରେ ଅନ୍ୟଟି ୧୯ ତାରିଖରେ ହେବା ସମ୍ଭାବନା ରହିଛି । ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବାତ୍ୟା ମୋନ୍ଥା ପ୍ରଭାବରେ ବର୍ତ୍ତମାନ ପୂର୍ବକେନ୍ଦ୍ରୀୟ ଏବଂ ତତସଲଗ୍ନ…

ଡିଭାଇଡରେ ପିଟି ହେଲା ଟୁରିଷ୍ଟ ଗାଡ଼ି, ୧୭ ଗୁରୁତର

ଅନୁଗୋଳ: ଜାତୀୟ ରାଜପଥରେ ଡିଭାଇଡରେ ପିଟି ହେଲା ଟୁରିଷ୍ଟ ଗାଡ଼ି । ୧୭ ଜଣ ଗୁରୁତର ହୋଇଛନ୍ତି । ସମ୍ବଲପୁରର ମାଆ ସମଲେଶ୍ୱରୀ ଦର୍ଶନ ପାଇଁ ଏକ ଟୁରିଷ୍ଟ ଗାଡ଼ିର ଲୋକମାନେ ଯାଉଥିବା ବେଳେ ଯାଉଥିବା ବେଳେ ଡିଭାଇଡର ପିଟି ହୋଇଥିଲା…