September 3, 2026

ରଡ଼ରେ ପିଟିପିଟି ଜ୍ବାଇଁକୁ ମାରି ଦେଲା ଶ୍ବଶୁର

ଉଦଳା : ରକ୍ତମୁଖା ସାଜିଲା ଶ୍ବଶୁର । ଲୁହା ରଡ଼ରେ ବାଡ଼େଇ ବାଡ଼େଇ ଜ୍ବାଇଁକୁ ମାରିଦେଲା । ମୟୂରଭଞ୍ଜ କପ୍ତିପଦା ଥାନା ମଝିଗଡିଆ ମଥୁରାସାହି ଗାଁରେ ଏପରି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ରମେଶ ବିନ୍ଧାଣୀ । ରମେଶ…

ଜଳ ସୁରକ୍ଷାକୁ ରାଜ୍ୟ ସରକାରଙ୍କ ପ୍ରାଥମିକତା, ୨ ବର୍ଷରେ ୫୪ ହଜାର କୋଟିର ଜଳ ଭିତ୍ତିଭୂମିକୁ ମଞ୍ଜୁରୀ

ଭୁବନେଶ୍ୱର : ଜଳ ସୁରକ୍ଷାକୁ ଓଡ଼ିଶାର ପ୍ରାଥମିକତା । ୨ ବର୍ଷରେ ୫୪ ହଜାର କୋଟିର ଜଳ ଭିତ୍ତିଭୂମିକୁ ମଞ୍ଜୁରୀ । ଜଳ ସୁରକ୍ଷା ଓ ଜଳସେଚନକୁ ରାଜ୍ୟ ସରକାରଙ୍କ ସର୍ବାଧିକ ପ୍ରାଥମିକତା ଦେଉଛନ୍ତି । ଗତ ୨ ବର୍ଷରେ ରାଜ୍ୟରେ…

ଭାଙ୍ଗିଲା ସୁବର୍ଣ୍ଣରେଖା ସୁଇସ୍ ଗେଟ୍‌, ଗାଆଁକୁ ପଶୁଛି ବନ୍ୟା ପାଣି

ଜଳେଶ୍ୱର : ଭାଙ୍ଗିଲା ସୁଇସ୍ ଗେଟ୍, ଗାଁରେ ପଶିଲା ବନ୍ୟା ପାଣି । ସୁବର୍ଣ୍ଣରେଖା ନଦୀର ବନ୍ୟା ପାଣି ପ୍ରଖର ସ୍ରୋତ ରେ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଆଉସା ବନ୍ଧ ପୋଲର ଥିବା ଗେଟରେ ବିରାଟ ଫାଟ ସୃଷ୍ଟି ହୋଇଛି…

ନିଶାସକ୍ତ ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ, ଦୁଇ ଶିକ୍ଷକଙ୍କ ଦରମା ବନ୍ଦ କଲେ ବିଇଓ

ବାରିପଦା: ନିଶାରେ ସ୍କୁଲ ଆସିଲେ ଶିକ୍ଷକ! ଆକ୍ସନ ନେଲେ କପ୍ତିପଦା ବିଇଓ। କାର୍ଯ୍ୟରେ ଅବହେଳା ଏବଂ ନିୟମ ଉଲ୍ଲଂଘନ ପାଇଁ ଜଣେ ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ କରିବା ସହିତ ଦୁଇ ଜଣଙ୍କ ଦରମା ବନ୍ଦ କରିଛନ୍ତି ବିଇଓ। ଏହା ସହିତ ଜଣେ ଶିକ୍ଷକଙ୍କୁ…

ଦୁର୍ନୀତି ମାମଲାରେ ପୂର୍ବତନ କଲେକ୍ଟରଙ୍କୁ ୧ ବର୍ଷ ସଶ୍ରମ କାରାଦଣ୍ଡ

ଭୁବନେଶ୍ବର: ଦୁର୍ନୀତି ମାମଲାରେ ପୂର୍ବତନ କଲେକ୍ଟର ଦୋଷୀ । ୩ ଜଣଙ୍କୁ ବର୍ଷେ ଲେଖାଏଁ ସଶ୍ରମ କାରାଦଣ୍ଡ । ଦୁର୍ନୀତି ମାମଲାରେ ପୂର୍ବତନ ଢେଙ୍କାନାଳ ଜିଲ୍ଲାପାଳଙ୍କ ସମେତ ୩ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ବର୍ଷେ ଜେଲ୍, ପେନସନ୍ ବନ୍ଦ ପାଇଁ…

ବେକରେ କଟୁରୀ ଲଗାଇ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ

ବାଲିପାଟଣା:ଭୁବନେଶ୍ବର ଉପକଣ୍ଠରେ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ବାଲିପାଟଣା ଥାନାର ହଂସପାଳ- ଅଭୟମୁଖି ଗୋପ ବ୍ରାଞ୍ଚ କେନାଲ ବନ୍ଧ ରାସ୍ତା ସାହେବନଗରଠାରେ ୨ ଜଣ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ୍ ହୋଇଛି । ଭାରତ ଫାଇନାନ୍ସର…

ଆସନ୍ତାକାଲି ‘ଜନ୍ମାଷ୍ଟମୀ’; ୫ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

ପୁରୀ: ଜନ୍ମାଷ୍ଟମୀ ଅବସରରେ କୃଷ୍ଣ ଜନ୍ମ ନୀତି ସହିତ ଜଡିତ ବିଶେଷ ନୀତିକାନ୍ତି ଅନୁଷ୍ଠିତ ହେବ। ଯେଉଁଥିପାଇଁ ଶୁକ୍ରବାର ରାତିରେ ପୁରୀ ଜଗନ୍ନାଥ ମନ୍ଦିରରେ ପାଞ୍ଚ ଘଣ୍ଟା ପାଇଁ ସାଧାରଣ ଦର୍ଶନ ପାଇଁ ବନ୍ଦ ରହିବ। ଏନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ…

ରାଜ୍ୟରେ ଗତିଶୀଳ ହେବ ଶିଳ୍ପର ବିକାଶ: ୩୭ଟି ପ୍ରକଳ୍ପକୁ ଇଡ୍‌କୋ ଜମି ବଣ୍ଟନ କମିଟିର ଅନୁମୋଦନ

ଭୁବନେଶ୍ୱର: ଓଡ଼ିଶାର ଶିଳ୍ପ ବିକାଶ ଏବଂ ବ୍ୟବସାୟିକ ଅନୁକୂଳ ବାତାବରଣକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଇଡକୋ (IDCO) ଜମି ବଣ୍ଟନ କମିଟି (LAC) ପକ୍ଷରୁ ୩୭ଟି ପ୍ରକଳ୍ପ ପ୍ରସ୍ତାବକୁ ଅନୁମୋଦନ ମିଳିଛି‌। ଓଡ଼ିଶାରେ ଶିଳ୍ପ ବିକାଶକୁ ଅଧିକ ଗତିଶୀଳ କରିବା…

ଭିତରକନିକାରେ ଦେଶୀୟ ପକ୍ଷୀ ଗଣନା ଆରମ୍ଭ

ଭିତରକନିକା: କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଜାତୀୟ ଉଦ୍ୟାନରେ ଗୁରୁବାରଠାରୁ ଦେଶୀୟ ପକ୍ଷୀଙ୍କ ଗଣନା ଆରମ୍ଭ ହୋଇଛି। ରିପୋର୍ଟ ଅନୁଯାୟୀ, ଚାରି ଦିନିଆ ଗଣନାରେ ସ୍ଥାନୀୟ ପ୍ରଜାତି ଏବଂ ସେମାନଙ୍କ ସଂଖ୍ୟା ରେକର୍ଡ ଓ ତାଲିକାଭୁକ୍ତ କରାଯିବ। ଗୁରୁବାର ବନ ବିଭାଗ ଦ୍ୱାରା…

ସ୍ତ୍ରୀ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲା ସ୍ୱାମୀ

ପୁରୀ: ପୁରୀ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ଆଲାମଚଣ୍ଡି ଅଞ୍ଚଳରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ପୀଡିତାଙ୍କ ନାମ ସରୋଜିନୀ ମଲ୍ଲିକ ଏବଂ ତାଙ୍କ ସ୍ୱାମୀ, ଅଭିଯୁକ୍ତ ବିକ୍ରମ କୁମାର ମଲ୍ଲିକ (୩୭) ବୋଲି ଜଣାପଡିଛି।…