State

ଗାଁରେ କେହି ନିଶା କାରବାର କଲେ ୨୦ବର୍ଷ ବାସନ୍ଦ ସହ ମୋଟା ଅଙ୍କର ଟଙ୍କା ଫାଇନ ଦେବାକୁ ପଡିବ

ନୂଆପଡା: ମଦ ପିଇ ଗାଁରେ ଗଣ୍ଡଗୋଳ କଲେ ଗଣିବେ ୧୦ହଜାର ଟଙ୍କା ଜରିମାନା । ସାବଧାନ ହୋଇଯା’ନ୍ତୁ ନହେଲେ ପକେଟରୁ ପଇସା ସରିଯିବ । ନୂଆପଡା ଜିଲ୍ଲା କୋମନା ବ୍ଲକ ଗୋହିରାପଦର ଗାଁକୁ ନିଶାମୁକ୍ତ କରିବା ପାଇଁ ଗ୍ରାମବାସୀ ସଂକଳ୍ପ ନେଇଛନ୍ତି…

ଛାତ୍ରଛାତ୍ରୀ ଭଗବତ ଗୀତା ପାଠ କରିବେ ବିଦ୍ୟାଳୟରେ

ଭୁବନେଶ୍ଵର : ବିଦ୍ୟାଳୟରେ ଭଗବତ୍ ଗୀତା ପାଠ କରିବେ ଛାତ୍ରଛାତ୍ରୀ। ଆଜି ବିଧାନସଭାରେ ପ୍ରାଥମିକ ବିଦ୍ୟାଳୟଠାରୁ ଆରମ୍ଭ କରି ଉଚ୍ଚ ବିଦ୍ୟାଳୟ ଗୁଡିକରେ ଧାର୍ମିକ, ନୈତିକ ଓ ବୌଦ୍ଧିକ ବିଚାରର ବିକାଶ ପାଇଁ ଶ୍ରୀମଦ୍ ଭଗବତ୍ ଗୀତାର ପଠନ ଓ ମହତ୍ତ୍ଵର…

ବିଦ୍ୟାଳୟରେ ପଶି ଛାତ୍ରଙ୍କୁ ମାଡ, ଥାନାରେ ଅଭିଯୋଗ

ଧାମରା: ଜଳେଶ୍ୱରପୁର ପଞ୍ଚାୟତରେ ଥିବା ପାଞ୍ଚମୁକା ସରକାରୀ ଉଚ୍ଚ ବିଦ୍ୟାଳୟରେ ଜଣେ ଛାତ୍ରଙ୍କ ଅଭିଭାବକ ସ୍କୁଲରେ ପଶି ଅନ୍ୟ ଜଣେ ୬ଷ୍ଠ ଶ୍ରେଣୀର ଛାତ୍ରକୁ ମାଡ ମାରିଛନ୍ତି। ଏ ନେଇ ବାଂଶଡା ଥାନାରେ ଲିଖିତ ଅଭିଯୋଗ ହୋଇଛି। ପ୍ରାପ୍ତ ଖବରରୁ ଜଣାଯାଇଛି,…

ବିଧାନସଭାରୁ ବିଧାୟକଙ୍କ ଦାମୀ ସାମଗ୍ରୀ ଚୋରି, ବାଚସ୍ପତିଙ୍କୁ ଚିଠି ଲେଖିଲା କଂଗ୍ରେସ

ଭୁବେନଶ୍ବର: ବିଧାନସଭା ପରିସରରୁ ବିଧାୟକଙ୍କ ଦାମୀ ସାମଗ୍ରୀ ଚୋରି ହୋଇଛି। ସୁନା ଚେନ, ଦାମୀ ଘଣ୍ଟା, ପ୍ୟାଣ୍ଟ ଶାର୍ଟ ଚୋରି ହୋଇଥିବା ନେଇ ବିଧାୟକ ରାମଚନ୍ଦ୍ର କାଡାମ ଅଭିଯୋଗ କରିଛନ୍ତି। ତାଙ୍କ ଜିନିଷ ଫେରାଇଦେବା ଲାଗି କଂଗ୍ରେସ ପକ୍ଷରୁ ବାଚସ୍ପତି ସୁରମା…

ବୀମା ପାଇଁ ଦୁଇ ପତ୍ନୀଙ୍କୁ ହତ୍ୟା କରିଛି ଦୀପକ: ଶୁଭମିତ୍ରାଙ୍କ ବାପା

ଭୁବନେଶ୍ଵର : ଟ୍ରାଫିକ୍ କନଷ୍ଟେବଳ ଶୁଭମିତ୍ରା ମୃତ୍ୟୁ ଘଟଣାରେ ପୁଣି ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ବୀମା ଟଙ୍କା ପାଇଁ ଦୀପକ ଦୁଇ ପତ୍ନୀଙ୍କୁ ହତ୍ୟା କରିଥିବା ନେଇ ସଙ୍ଗୀନ୍ ଅଭିଯୋଗ ଆଣିଛନ୍ତି ମୃତ ଶୁଭମିତ୍ରାଙ୍କ ବାପା। କେବଳ ଦୀପକ…

ବରମୁଣ୍ଡା ବସ୍ ଟର୍ମିନାଲରେ ୧୧୨ ଟି ଦୋକାନ ଆବଣ୍ଟନ ପାଇଁ BDA ପକ୍ଷରୁ ଲଟେରୀ ବ୍ୟବସ୍ଥା

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (BDA) ଗୁରୁବାର ଦିନ ବାବାସାହେବ ଭୀମ ରାଓ ଆମ୍ବେଦକର ବସ୍ ଟର୍ମିନାଲ (BSABT) ରେ ହିତାଧିକାରୀମାନଙ୍କୁ ଦୋକାନ ଆବଣ୍ଟନ ପାଇଁ ଏକ ଲଟେରୀ କରିଥିଲେ । ଏହି କାର୍ଯ୍ୟକ୍ରମ କଳିଙ୍ଗ ବିହାରର K7 କଲ୍ୟାଣ ମଣ୍ଡପରେ…

ସ୍କୁଲ କ୍ୟାମ୍ପସରୁ ନବଜାତ ଶିଶୁପୁତ୍ରର ମୃତଦେହ ଉଦ୍ଧାର

ଭୁବନେଶ୍ୱର : ସ୍କୁଲ କ୍ୟାମ୍ପସରୁ ଉଦ୍ଧାର ହୋଇଛି ଏକ ନବଜାତ ଶିଶୁପୁତ୍ରର ମୃତଦେହ । ସହୀଦ ନଗର ଥାନା ଅଞ୍ଚଳର ଏକ ଘରୋଇ ଶିକ୍ଷାନୁଷ୍ଠାନ କ୍ୟାମ୍ପସରୁ ଏହି ମୃତ ଦେହ ଉଦ୍ଧାର ହୋଇଛି । କ୍ୟାମ୍ପସର ଅଳିଆ ଗଦାରୁ ଉଦ୍ଧାର କରାଯାଇଛି…

ଘସିପୁ୍ରାରେ ବ୍ୟାପୁଛି ଝାଡ଼ାବାନ୍ତି, ଦୁଇ ମୃତ

ଆନନ୍ଦପୁର : ଝାଡ଼ାବାନ୍ତି ଆତଙ୍କ । ଦୁଇ ମୃତ ,ଅନେକ ଆକ୍ରାନ୍ତ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଜିଲ୍ଲା ସ୍ବାସ୍ଥ୍ଯ ଟିମ୍ ପହଞ୍ଚି ପରଖିଲା ସ୍ଥିତି। କେନ୍ଦୁଝର ଜିଲ୍ଲା ଘସିପୁ୍ରା ବ୍ଲକ ଗଡବାନ୍ଧଗୋଡା ପଞ୍ଚାୟତ ପଟିଲୋ ଗାଁରେ ଝାଡ଼ାବାନ୍ତି ଲାଗି ରହିଛି…

ଝିଅକୁ ନ୍ୟାୟ ଦାବିରେ ୧୦ କିଲୋମିଟର ଚାଲିଲେ ମାଆ 

ଅନୁଗୋଳ : ଝିଅକୁ ନ୍ୟାୟ ଦାବିରେ ୧୦ କିଲୋମିଟର ଚାଲିଲେ ମାଆ । ପଦଯାତ୍ରରେ ଆସି ଏସପି ଅଫିସ ଆଗରେ ଧାଣାରେ ବସିଲେ । ଅନୁଗୋଳ ସଦର ଥାନା ଶ୍ୟାମସୁନ୍ଦରପୁର ଗାଁରେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ପୋଲିସର ହାତ…

ରାଜ୍ୟ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲା କଂଗ୍ରେସ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ । ଅନାସ୍ଥା ପ୍ରସ୍ତାବ ଆଣିଲା ରାଜ୍ୟ କଂଗ୍ରେସ। ୧୫ ବିଧାୟକଙ୍କ ଦସ୍ତଖତ ଥିବା ଅନାସ୍ଥା ପ୍ରସ୍ତାବ ଆଣିଲା। ବିଧାନସଭା ସଚିବଙ୍କୁ ଭେଟି ଅନାସ୍ଥା ପ୍ରସ୍ତାବ ଦେଲା କଂଗ୍ରେସ । ଅନ୍ୟପଟେ ବିରୋଧୀ…