State

ଟ୍ରେନ୍ ଟଏଲେଟ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ଵର : ଭୁବନେଶ୍ଵର ରେଳଷ୍ଟେସନରେ ଅଭାବନୀୟ ଘଟଣା ଘଟିଛି। ଟ୍ରେନ୍ ଟଏଲେଟ୍‌ ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଜିଆରପି ପୁଲିସ୍ ପୁରୁଷୋତ୍ତମ ଏକ୍ସପ୍ରେସ୍ ଶୌଚାଳୟରୁ ଏହି ମୃତଦେହକୁ ଉଦ୍ଧାର କରିଥିବା ସୂଚନା ମିଳିଛି । ଆଜି ସକାଳେ ସଫେଇ…

ଅକ୍ଟୋବର ୪ ଓ ୫ରେ ହେବ ପୁଲିସ ଏସଆଇ ପରୀକ୍ଷା

ଭୁବନେଶ୍ୱର : ଅକ୍ଟୋବର ୪ ଓ ୫ରେ ହେବ ପୁଲିସ ଏସଆଇ ପରୀକ୍ଷା। ଓଏମଆର୍‌ ସିଟ୍‌ ଜରିଆରେ ଲିଖିତ ପରୀକ୍ଷା ହେବ। ଏସଆଇ ରାଙ୍କ୍‌ର ସମସ୍ତ ସିପିଏସଇ-୨୦୨୪ ପରୀକ୍ଷା ହେବ। ଏନେଇ ଶନିବାର ଓଡିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ ବିଜ୍ଞପ୍ତି…

ଧସିଲା ନାଗାବଳୀ ନଦୀର ନିର୍ମାଣାଧୀନ ପଥର ପ୍ୟାକିଙ୍ଗ୍‌

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦରରେ ଥିବା ଦୁଇଟି ନଦୀ ନାଗାବଳୀ ଓ କଲ୍ୟାଣୀ ନଦୀରେ ଜଳସମ୍ପଦ ବିଭାଗ ପକ୍ଷରୁ କରାଯାଇଥିବା ପଥର ପ୍ୟାକିଂ ଧସି ଯାଇଥିବା ଦେଖିବାକୁ ମିଳିଛି। ନାଗାବଳୀ ଓ କଲ୍ୟାଣୀ ନଦୀରେ ତଟରେ ଥିବା ଗ୍ରାମଗୁଡିକର…

୨୦ ବର୍ଷରୁ ଅଧିକ ଜେଲ୍‌ରେ ଥିବା ବନ୍ଦୀଙ୍କୁ ମୁକ୍ତି ପ୍ରସଙ୍ଗ: ପୁନର୍ବିଚାର ପାଇଁ ଏସଏସଆରବିକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ:ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨୦ ବର୍ଷରୁ ଅଧିକ ସମୟ ଧରି କୋରାପୁଟ ଜେଲ୍‌ରେ ବନ୍ଦୀ ଥିବା ନନ୍ଦୁ ପାଙ୍ଗିଙ୍କ ଦଣ୍ଡ ଅବଧିର ସମୟ ପୂର୍ବରୁ ମୁକ୍ତି ପ୍ରସଙ୍ଗରେ ବିଚାର କରିବାକୁ ଏସଏସଆରବି(ଷ୍ଟେଟ୍ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ)କୁ ହାଇକୋର୍ଟ…

ଓଡ଼ିଶା ରାଜ୍ୟ ବାର ପରିଷଦର କଡ଼ା ନିର୍ଦ୍ଦେଶ: ଲାଭ ଜନକ ପଦବୀରେ ଥିବା ସଦସ୍ୟଙ୍କ ଲାଇସେନ୍ସ ରଦ୍ଦ ହେବ

କଟକ: ଓଡ଼ିଶା ରାଜ୍ୟ ବାର ପରିଷଦ ପକ୍ଷରୁ ଆଇନଜୀବୀଙ୍କ ପାଇଁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। ଏକ ପ୍ରେସ୍ ବିଜ୍ଞପ୍ତିରେ ପରିଷଦ ପକ୍ଷରୁ କୁହାଯାଇଛି, ଲାଭ ଜନକ ପଦବୀରେ ଥିବା ଆଇନଜୀବୀଙ୍କ ପ୍ରତି କଠୋର ପଦକ୍ଷେପ ଗ୍ରହଣ କରାଯିବ। ପରିଷଦ ନିଷ୍ପତ୍ତି…

ପାଟନା କଂଗ୍ରେସ କାର୍ଯ୍ୟାଳୟ ଉପରେ ବିଜେପିର ଆକ୍ରମଣକୁ ନେଇ ମୁହଁ ଖୋଲିଲେ ରାହୁଲ

ନୂଆଦିଲ୍ଲୀ ୨୯।୮: ନିର୍ବାଚନୀ ରାଜ୍ୟ ବିହାରରେ ରାହୁଲ ଗାନ୍ଧିଙ୍କ ଭୋଟ ଅଧିକାର ଯାତ୍ରା କାଳରେ ପ୍ରଧାନମନ୍ତ୍ରୀ ଓ ତାଙ୍କ ମାଙ୍କ ପ୍ରତି କରାଯାଇଥିବା ଅଭଦ୍ର ଟିପ୍ପଣୀ ନେଇ ଶୁକ୍ରବାର ରାଜଧାନୀ ପାଟନାରେ ବିଜେପି ଓ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ମାରପିଟ ହୋଇଛି।…

ସହରୀକରଣଙ୍କୁ ବୃଦ୍ଧି କରିବେ ସରକାର, ଅଗଷ୍ଟ ୩୧ରେ ନୂଆ ଏନଏସି ଓ ମହାନଗର ନିଗମ ଘୋଷଣା

ଭୁବନେଶ୍ବର ୨୮।୮: ବିକଶିତ ଓଡ଼ିଶା ୨୦୩୬ ମଞ୍ଚରୁ ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ଘୋଷଣା । ମନ୍ତ୍ରୀ କହିଛନ୍ତି, ସହରୀକରଣଙ୍କୁ ବୃଦ୍ଧି କରିବେ ସରକାର । ଆଗକୁ ସହରୀକରଣକୁ ବୃଦ୍ଧି କରାଯିବ । ରାଜ୍ୟରେ ମାତ୍ର ୧୭%ରେ ସୀମିତ ରହିଆସିଥିବା ସହରୀକରଣକୁ…

ସେପ୍ଟେମ୍ବର ୧ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ

ଭୁବନେଶ୍ବର ୨୮।୮: ଆଗାମୀ ସେପ୍ଟେମ୍ବର ୧ ତାରିଖ ସୋମବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ l ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଥିବାରୁ ଆସନ୍ତା ସୋମବାର ତତା ସେପ୍ଟେମ୍ବର ୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ…

ନୂତନ ଓଡ଼ିଶା ଗଠନ ପାଇଁ ନବୀନ ଅବଦାନ ଲୋକଙ୍କର ଜୀବନସାରା ମନେ ରହିବ

ଭୁବନେଶ୍ବର ୨୮।୮: ବିଜେଡିରେ ଚର୍ଚ୍ଚା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ । ସେ କହିଛନ୍ତି, ନୂତନ ଓଡ଼ିଶା ଗଠନରେ ନବୀନ ପଟ୍ଟନାୟକଙ୍କ ଯେଉଁ ନିର୍ଦ୍ଦେଶ ଥିଲା ରୂପାନ୍ତରିତ କରିବାକୁ ଉଦ୍ୟମ କରିଛନ୍ତି ଦୁଇ ଦମ୍ପତ୍ତି । ପୁରୀର…

ଗଣେଶ ମଣ୍ଡପ ସମ୍ମୁଖରେ ଓଲଟିଲା ମାଲବାହୀ ଟ୍ରକ୍, ଘଟଣାସ୍ଥଳରୁ ଡ୍ରାଇଭର ଜଣଙ୍କ ଫେରାର

କଟକ ୨୮।୮: କଟକ ବାଲିକୁଦା ଛକ ନିକଟରେ ଜାତୀୟ ରାଜପଥରେ ଦୁର୍ଘଟଣା । ଦ୍ରୁତ ଗତିରେ ଯିବା ବେଳେ ଭାରସାମ୍ୟ ହରାଇ ଓଲଟିଲା ମାଲବାହୀ ଟ୍ରକ୍ । ଠିକ୍ ଗଣେଶ ମଣ୍ଡପ ସମ୍ମୁଖରେ ହିଁ ଓଲଟି ପଡ଼ିଛି ଟ୍ରକ୍ । ସୌଭାଗ୍ୟ…