State

ଭୁବନେଶ୍ବର-କଟକ ରିଙ୍ଗ ରୋଡକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ, ନିର୍ମାଣ ହେବ ୬ଲେନ ବିଶିଷ୍ଟ ୧୧୧ କିମି ବାଇପାସ

ଭୁବନେଶ୍ବର : ଭୁବନେଶ୍ବର-କଟକ ରିଙ୍ଗ ରୋଡକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ । ୬ଲେନ ବିଶିଷ୍ଟ ୧୧୧ କିମି ବାଇପାସ ନିର୍ମାଣ ହେବ । ଏଥିପାଇଁ ୮୩୦୭ କୋଟି ଟଙ୍କା ବ୍ୟୟ ଅଟକଳ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା…

ଖୁଣ୍ଟା କଲେଜ ପ୍ରିନ୍ସିପାଲଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ, ଲୁଟି ନେଇଛନ୍ତି କୋଟିଏରୁ ଅଧିକ ଟଙ୍କା

ମୟୂରଭଞ୍ଜ : କଲେଜକୁ ଆସୁଥିବା ବିଭିନ୍ନ ପ୍ରକାର ଅନୁଦାନକୁ ହେରଫେର ଅଭିଯୋଗ । ଆଉ କୋଟିଏରୁ ଉର୍ଦ୍ଧ ଟଙ୍କା ପ୍ରିନ୍ସିପାଲ ଲୁଟି ନେଇଛନ୍ତି । ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଖୋଦ କଲେଜର ଆକାଉଣ୍ଟସ ଅଧିକାରୀ । ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା…

ସାଇବର ଅପରାଧୀ ଗ୍ୟାଙ୍ଗକୁ କାବୁ କଲା ପୁଲିସ, ଅବସରପ୍ରାପ୍ତ ଡାକ୍ତରଙ୍କ ଠାରୁ ଲୁଟିଥିଲେ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା

କଟକ: ଧରାପଡ଼ିଲେ ସାଇବର ଅପରାଧୀ ଗ୍ୟାଙ୍ଗ । ନିଜକୁ ଟ୍ରାଇ ଅଧିକାରୀର ପରିଚୟ ଦେଇ ଲୁଟୁଥିଲେ କୋଟି କୋଟି ଟଙ୍କା । ହେଲେ ପୋଲିସ ସାମ୍ନାକୁ ନେଇଆସିଲା ସବୁ ସତ । ଯାହାପରେ ଏବେ ପୋଲିସ କବଜାରେ ଅପରାଧୀ । ହଁ…

ଗାଈ ଚରାଇବା ବେଳେ ଟାଣି ନେଲା କୁମ୍ଭୀର !

କେନ୍ଦ୍ରାପଡା :ପୁଣି ଝାମ୍ପିନେଲା କୁମ୍ଭୀର । ଏଭଳି ଏକ ଦୁଃଖଦ ଘଟଣା ଘଟିଯାଇଛି କେନ୍ଦ୍ରାପଡା ଜିଲା ଆଳି ଥାନାଅନ୍ତର୍ଗତ ମାଣିକପାଟଣା ଗାଁରେ । ସୂଚନାନୁସାରେ ବ୍ରହ୍ମଣୀ ନଦୀ କୂଳରେ ଗାଈ ଚରାଇବା ବେଳେ ଝାମ୍ପି ନେଇଛି ଏକ କୁମ୍ଭୀର । ମାଣିକପାଟଣା…

ଭୁଲ ଇଞ୍ଜେକ୍ସନ ଯୋଗୁଁ ରୋଗୀର ଜୀବନ ଗଲା, ଅଭିଯୋଗ ଆଣିଲେ ପରିବାର ଲୋକେ

ଯାଜପୁର: ପୁଣି ସାମ୍ନାକୁ ଆସିଲା ରାଜ୍ୟ ସ୍ୱାସ୍ଥ୍ୟସେବା ଅବହେଳାର ସାଂଘାତିକ ଚିତ୍ର । ଭୁଲ ଇଞ୍ଜେକ୍ସନ ଯୋଗୁଁ ଚାଲିଗଲା ରୋଗୀର ଜୀବନ । ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭୁଲ ଇଞ୍ଜେକ୍ସନ ଯୋଗୁଁ ରୋଗୀ ମୃତ୍ୟ ଅଭିଯୋଗ ହୋଇଛି । ମୃତକ…

ମହିଳା ସାଂସଦଙ୍କୁ ଦୁଷ୍କର୍ମ ଓ ହତ୍ୟା ଧମକ: ଏକ୍ସରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ ସାଂସଦ

ଭୁବନେଶ୍ୱର : ମହିଳା ସାଂସଦଙ୍କୁ ଦୁଷ୍କର୍ମ ଓ ହତ୍ୟା ଧମକ । ଧମକ ପରେ ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟି ଆକର୍ଷଣ କଲେ ସାଂସଦ । ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କୁ ସୋସିଆଲ ମିଡିଆରେ ଧମକ ମିଳିଛି…

ସୁସ୍ଥ ଅଛନ୍ତି ନବୀନ ପଟ୍ଟନାୟକ

ଭୁବନେଶ୍ୱର : ସୁସ୍ଥ ଅଛନ୍ତି ନବୀନ । ଆଜି ହସପିଟାଲରୁ ଡିସଚାର୍ଜ ହେବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସୁସ୍ଥ ଥିବା ଭିଡିଓ ବାର୍ତ୍ତାରେ ସୂଚନା ଦେଇଛନ୍ତି ନବୀନ ପଟ୍ଟନାୟକ। ଡାକ୍ତରଙ୍କୁ ମୁଁ ସୁସ୍ଥ ଅଛି କହିଲେ। ଡାକ୍ତରଙ୍କୁ…

ଝାରସୁଗୁଡ଼ାରେ ବାଘ ପାଦଚିହ୍ନ ଦେଖି ଭୟଭୀତ ଅଞ୍ଚଳବାସୀ

ଝାରସୁଗୁଡା: ଝାରସୁଗୁଡ଼ାରେ ବାଘ ଆତଙ୍କ । ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକରେ ବାଘର ପାଦ ଚିହ୍ନ ଦେଖିବାକୁ ମିଳିଛି । ଲଇକେରା ଓ ସମ୍ବଲପୁର ଜିଲ୍ଲା ବାମରାର ସୀମାବର୍ତ୍ତି ଭୁକୁଲାପଡ଼ା, ଗଞ୍ଜୁଡ଼ିହି, କରଲାଖମନ୍ , ଜାମ୍ମାଲ ଆଦି ସ୍ଥାନରେ ବାଘର ପାଦ…

ପୋଟେରୁ ଓ କାଙ୍ଗୋରୁକୋଣ୍ଡା ପୋଲ ଉପରେ ୪ ଫୁଟ୍ ପାଣି, ଯାତାୟତ ଠପ୍

ମାଲକାନଗିରି: ଛାଡ଼ିଲା ବର୍ଷା, କିନ୍ତୁ ଲୋକଙ୍କ ଦୁର୍ଦ୍ଦଶା କମିନି। ଲଗାଣ ବର୍ଷା ଯୋଗୁ ଏବେ ବି କାଙ୍ଗୋରୁକୋଣ୍ଡା ଓ ପୋଟେରୁ ପୋଲ ଉପରେ ୪ ଫୁଟ ପାଣି ପ୍ରବାହିତ ହେଉଛି। ଏହି କାରଣରୁ ୩୨୬ ନଂ ଜାତୟ ରାଜପଥରେ ଯାତାୟାତ ଠପ୍…

ଓଡ଼ିଶା ମାଟି ତଳେ ରହିଛି ୨୦ ଟନ୍ ସୁନା

ଭୁବନେଶ୍ବର: ରାଜ୍ୟର ମାଟିତଳେ ବ୍ୟାପକ ସୁନା ଭଣ୍ଡାର ଠାବ କରାଯାଇଛି। ଜିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ (ଜିଏସ୍‌ଆଇ) ଓଡ଼ିଶା ମାଟିତଳେ ସୁନା ଥିବା ସ୍ପଷ୍ଟ କରିଛି। ସେଗୁଡ଼ିକର ସନ୍ଧାନ ଏବେ ବିଭିନ୍ନ ପର୍ଯ୍ୟାୟ‌ରେ ରହିଛି। ଏକ ଆକଳନ ଅନୁସାରେ ରାଜ୍ୟରେ ୧୦ରୁ…