ଦିବ୍ୟା ଦେଶମୁଖ ବିଶ୍ଵ ଚେସ୍‌ ଚମ୍ପିଆନ

ନୂଆଦିଲ୍ଲୀ: ଭାରତୀୟ ଚେସ୍ ପାଇଁ ଐତିହାସିକ ସଫଳତା । ୧୯ ବର୍ଷୀୟା ଦିବ୍ୟା ଦେଶମୁଖ ଫିଡେ୍ ମହିଳା ବିଶ୍ୱକପ ଚାମ୍ପିଅନ ହୋଇଛନ୍ତି । ଜର୍ଜିଆର ବାଟୁମିରେ ସୋମବାର ସେ ଫାଇନାଲ୍ ଜିତିଛନ୍ତି । ରାପିଡ୍ ଟାଇ୍ ବ୍ରେକରରେ ସେ ଭାରତର ଏକ…

ସଂସଦରେ ଉପସ୍ଥାପିତ ହେଲା ନ୍ୟାସନାଲ ସ୍ପୋର୍ଟସ୍ ଗଭର୍ଣ୍ଣାନ୍ସ ବିଲ୍, ଆଇନ ପରିସରଭୁକ୍ତ ହେବ BCCI

ନୂଆଦିଲ୍ଲୀ ୨୩।୭: କେନ୍ଦ୍ର କ୍ରିଡାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ବୁଧବାର ଲୋକସଭାରେ ନ୍ୟାସନାଲ ସ୍ପୋର୍ଟସ ଗଭର୍ଣ୍ଣାନ୍ସ ବିଲ୍-୨୦୨୫ ଉପସ୍ଥାପନ କରିଛନ୍ତି। ଏହି ବିଧେୟକ ଭାରତୀୟ କ୍ରିଡାରେ ପାରଦର୍ଶିତା, ଉତ୍ତରଦାୟୀ ଓ ଉନ୍ନତ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି। ଏହି ବିଧେୟକ…

ଲିଡ୍‌ସ ଟେଷ୍ଟ: ଭାରତ ୪୭୧ରେ ଅଲଆଉଟ୍‌

ନୂଆଦିଲ୍ଲୀ : ଲିଡ୍ସ ଟେଷ୍ଟରେ ଭାରତ ୪୭୧ ରନରେ ଅଲଆଉଟ୍‌ ହୋଇଯାଇଛି। ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ ଦଳ ଘରୋଇ ଦଳ ବିରୋଧରେ ପ୍ରଥମ ଇନିଂସର ଭଲ ପ୍ରଦର୍ଶନ କରିଛି। ଯଶସ୍ଵୀ ଜୟସଓ୍ବାଲ, ଶୁବମନ ଗିଲ ଏବଂ ରୁଷଭ ପନ୍ତଙ୍କ ୩ଟି…

ଦିନିକିଆ କ୍ରିକେଟରୁ ଅବସର ଘୋଷଣା କଲେ ଗ୍ଲେନ୍ ମାକ୍ସୱେଲ

ନୂଆଦିଲ୍ଲୀ: ଦିନିକିଆ କ୍ରିକେଟରୁ ଅବସର ନେଲେ ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଗ୍ଲେନ୍ ମ୍ୟାକ୍ସୱେଲ୍। ହଠାତ୍ ଏହି ଷ୍ଟାର କ୍ରିକେଟର ଅବସର ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଦିନିକିଆରୁ ଅବସର ନେଇଥିଲେ ବି ମ୍ୟାକ୍ସୱେଲ୍ ଟି-୨୦ କ୍ରିକେଟ୍ ଖେଳିବା ଜାରି ରଖିବେ।…

ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଟିମ୍‌ ; ଶୁବମନ୍‌ ଗିଲ୍‌ ନୂଆ ଟେଷ୍ଟ ଟିମ୍‌ ଅଧିନାୟକ

ନୂଆଦିଲ୍ଲୀ : ଇଂଲଣ୍ଡ ଗସ୍ତ ପାଇଁ ମେ’ ୨୪ ଅର୍ଥାତ୍‌ ଶନିବାର ଘୋଷଣା ହୋଇଛି ଭାରତୀୟ ଟିମ୍‌ । ଦଳ ଘୋଷଣା ପୂର୍ବରୁ ବିସିସିଆଇର ଅଧିକାରୀଙ୍କ ଏକ ବୈଠକ କରାଯାଇଛି । ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି।…

ଆଇପିଏଲ ଏକ ସପ୍ତାହ ଲାଗି ସ୍ଥଗିତ

ନୂଆଦିଲ୍ଲୀ : ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଏଭଳି ସ୍ଥିତିରେ ଦେଶରେ ଚାଲିଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ କୁ ୧ ସପ୍ତାହ ଲାଗି ସ୍ଥଗିତ ରଖିଛି ବିସିସିଆଇ | ବିସିସିଆଇ ପକ୍ଷରୁ କୁହାଯାଇଛି…

ତିନିବର୍ଷ ପାଇଁ ବାସନ୍ଦ ହେଲେ ଏସ୍ ଶ୍ରୀସନ୍ଥ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ଏସ୍ ଶ୍ରୀସନ୍ଥଙ୍କୁ ୩ ବର୍ଷ ପାଇଁ କ୍ରିକେଟ୍ ଆସୋସିଏସନ୍ ବାସନ୍ଦ କରିଛି। ଏହି ମାମଲା ସଞ୍ଜୁ ସାମସନଙ୍କୁ ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ ଦଳରେ ସାମିଲ ନ କରାଯିବା ସହିତ ଜଡିତ ରହିଛି। କେରଳ…

୧୨୮ ବର୍ଷ ପରେ ଅଲିମ୍ପିକ୍ସରେ କ୍ରିକେଟ: ୬ ଦଳ ଖେଳିବେ

ନୂଆଦିଲ୍ଲୀ: ତିନି ବର୍ଷ ପରେ ହେବାକୁଥିବା ୨୦୨୮ ଲସ୍ ଏଞ୍ଜେଲସ୍ ଅଲିମ୍ପିକ୍ସରେ କ୍ରିକେଟ୍ ଫେରିବାକୁ ଯାଉଛି। ଏବେ କିଛି ନୂତନ ନିୟମ ମଧ୍ୟ ଆସିଛି। କେବଳ ୬ଟି ଦଳ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିପାରିବେ। ୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସ ବହୁତ ସ୍ୱତନ୍ତ୍ର…

ଆଜିଠୁ ଅଲ ଇଣ୍ଡିଆ ପୋଲିସ ହକି ଚାମ୍ପିୟନସିପ, ଉଦଘାଟନ କଲେ ପୋଲିସ ଡିଜି ୱାଇବି ଖୁରାନିଆ

ଭୁବନେଶ୍ୱର :  ଆଜିଠୁ ଅଲ ଇଣ୍ଡିଆ ପୋଲିସ ହକି ଚାମ୍ପିୟନସିପ୍ ।  ୭୩ ତମ ଅଲ ଇଣ୍ଡିଆ ପୋଲିସ ହକି ଚାମ୍ପିୟନସିପକୁ ଉଦଘାଟିତ କଲେ ପୋଲିସ ଡିଜି ୱାଇବି ଖୁରାନିଆ ।  ଏପ୍ରିଲ ୧୫ ଯାଏଁ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍ ।…

ଆଇପିଏଲ ୨୦୨୫ ପୂର୍ବରୁ ନିୟମରେ ପରିବର୍ତ୍ତନ କଲା ବିସିସିଆଇ

ମାର୍ଚ୍ଚ ୨୨ରୁ ଆରମ୍ଭ ହେବାକୁ ଥିବା ଆଇପିଏଲ ୨୦୨୫ ପୂର୍ବରୁ ବିସିସିଆଇ କେତେକ ପରିବର୍ତ୍ତନ କରିଛି। ଗୁରୁବାର ମୁମ୍ବାଇରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରି-ସିଜନ ବୈଠକରେ ସମସ୍ତ ୧୦ ଅଧିନାୟକ ଏବଂ ଟିମ୍ ମ୍ୟାନେଜରଙ୍କୁ ଭେଟି କ୍ରିକେଟ୍ ବଲରେ ଲାଳ ବ୍ୟବହାରକୁ ପ୍ରତ୍ୟାହାର…