ବଢ଼ୁଛି ଜଳସ୍ତର: ଖୋଲିଲା ହୀରାକୁଦ ଡ୍ୟାମ୍ର ୫ଟି ଗେଟ୍
ସମ୍ବଲପୁର: ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଡ୍ୟାମ୍ କର୍ତ୍ତୃପକ୍ଷ ପର୍ଯ୍ୟାୟକ୍ରମେ ୫ଟି ସ୍ଲୁଇସ୍ ଗେଟ୍ ଖୋଲି ବନ୍ୟାଜଳ ନିଷ୍କାସନ ଆରମ୍ଭ କରିଛନ୍ତି। ଉପରମୁଣ୍ଡରୁ ଲଗାତାର ଜଳପ୍ରବେଶ ହେଉଥିବାରୁ ଜଳଭଣ୍ଡାରର…