October 2026

ଜେଲ୍‌ ଡିଆଇଜି ସୋମାଶେଖର ଗିରଫ: ସୁପ୍ରିମକୋର୍ଟଙ୍କ ନକଲି ଆଦେଶ ବ୍ୟବହାର କରି ଆଜୀବନ କଏଦୀଙ୍କୁ ମୁକ୍ତ କରିଥିଲେ

ବେଙ୍ଗାଲୁରୁ: ୨୦୧୮ ମସିହାରେ ପରପ୍ପାନା ଅଗ୍ରହାରା କେନ୍ଦ୍ରୀୟ କାରାଗାରର ମୁଖ୍ୟ ଅଧୀକ୍ଷକ ଥିବା ଜେଲ ଡେପୁଟି ଇନ୍ସପେକ୍ଟର ଜେନେରାଲ (ଡିଆଇଜି) ଏମ୍ ସୋମାଶେଖରଙ୍କୁ ରବିବାର ରାତିରେ ଗିରଫ କରାଯାଇଛି। ୨୦୧୮ରେ ଜେଲରୁ ଜଣେ ଆଜୀବନ କାରାଦଣ୍ଡାଦେଶ ଭୋଗୁଥିବା କଏଦୀଙ୍କୁ ମୁକ୍ତ କରିବା…

କଙ୍ଗୋ ନଦୀରେ ଦୁଇ ଡଙ୍ଗା ମଧ୍ୟରେ ଭୟଙ୍କର ଧକ୍କା: ୩୦ ମୃତ, ଅନେକ ନିଖୋଜ

କଙ୍ଗୋ : କଙ୍ଗୋ ନଦୀରେ ଘଟିଛି ଭୟଙ୍କର ନୌକା ଦୁର୍ଘଟଣା । ଦୁଇଟି ମୋଟରଚାଳିତ ଡଙ୍ଗା, କାଠ ନୌକା ମଧ୍ୟରେ ଧକ୍କା ହେବା ଫଳରେ ଅତି କମରେ ୩୦ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ଅନେକ ଲୋକ ଏବେବି…

ଅପ୍ଟୋଜେନେଟିକ୍ସ ଆବିଷ୍କାର ପାଇଁ ମେଡିସିନରେ ୩ ବୈଜ୍ଞାନିକଙ୍କୁ ନୋବେଲ

ନୂଆଦିଲ୍ଲୀ : ୨୦୨୬ ଚିକିତ୍ସା ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା । ଅପ୍ଟୋଜେନେଟିକ୍ସ ଆବିଷ୍କାର ପାଇଁ ୩ ବୈଜ୍ଞାନିକଙ୍କୁ ମିଳିବ ନୋବେଲ ସମ୍ମାନ । କାର୍ଲ ଡିସେରୋଥ୍, ପିଟର ହେଗେମ୍ୟାନ୍ ଓ ଜର୍ଜ ନାଗେଲଙ୍କୁ ମିଳିତ ଭାବେ ପୁରସ୍କାର ପାଇବେ ।…

ଇମ୍ରାନଙ୍କ ମୁକ୍ତି ଦାବିରେ ଆନ୍ଦୋଳନ, ଇସଲାମାବାଦରେ ୧୪୪ ଲାଗୁ, ପାର୍ଟିର ୨୦୦୦ କର୍ମୀ ଗିରଫ

ନୂଆଦିଲ୍ଲୀ : ପାକିସ୍ତାନରେ ପୁଣିଥରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମୁକ୍ତି ଦାବି ନେଇ ବିକ୍ଷୋଭ ଆରମ୍ଭ ହୋଇଛି । ଇମ୍ରାନ ଖାନଙ୍କ ପାର୍ଟି ପାକିସ୍ତାନ ତେହରିକ୍-ଏ-ଇନସାଫ୍ଟି ପକ୍ଷରୁ ଖୈବର ପଖତୁନଖ୍ୱାରୁ ଇସ୍ଲାମାବାଦ ଅଭିମୁଖେ ଏକ ଶୋଭାଯାତ୍ରା ବାହାରିଛି । ସରକାରଙ୍କ…

ଲକ୍ଷ୍ମୀପୁରରେ ଡଙ୍ଗା ଓଲଟି ୩ ମୃତ

ଆସାମ : ଆସାମ ଲକ୍ଷ୍ମୀପୁରରେ ଡଙ୍ଗା ଓଲଟିବା ଯୋଗୁଁ ୩ ଜଣଙ୍କ ଜୀବନ ଚାଲିଯାଇଛି । ଲକ୍ଷ୍ମୀପୁର ଜିଲ୍ଲାର ଗିଲାମରା ଅଞ୍ଚଳ ସ୍ଥିତ ମେରବିଲରେ ଡଙ୍ଗା ଓଲଟିବା ଯୋଗୁଁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଛି । ପୋଲିସ ଘଟଣା…

ମନମୁଖୀ ଭାବେ ଭୋଟର ତାଲିକାରୁ ନାଁ କାଟିହେବନି: ଜଷ୍ଟିସ୍ ଭୂୟାଁ

ନୂଆଦିଲ୍ଲୀ: ଭୋଟ୍ ଦେବାର ଅଧିକାରକୁ ନେଇ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଉଜ୍ଜ୍ୱଳ ଭୂୟାଁ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ଜଣେ ଭାରତୀୟ ନାଗରିକଙ୍କ ଭୋଟ୍ ଦେବାର ଅଧିକାର ସମ୍ବିଧାନର ମୌଳିକ ଢାଞ୍ଚା ସହ ଅତି ନିବିଡ଼ ଭାବେ ଜଡ଼ିତ ବୋଲି…

ଉତ୍ତର ପ୍ରଦେଶ ରାଜ୍ୟସଭା ନିର୍ବାଚନ: ୮ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି, ନୂଆ ଚେହେରାଙ୍କୁ ସୁଯୋଗ

ଦିଲ୍ଲୀ: ଉତ୍ତର ପ୍ରଦେଶରେ ହେବାକୁ ଥିବା ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ନିଜର ୮ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିବା ସହ ସମସ୍ତଙ୍କୁ ଚକିତ କରିଦେଇଛି। ଏହି ନୂଆ ତାଲିକାରେ ଦଳ ନିଜର ସମସ୍ତ ୮…

ଋଷରେ ପ୍ଲେଗ୍ ଆତଙ୍କ; ଗବେଷଣା କେନ୍ଦ୍ରର ଜଣେ କର୍ମଚାରୀଙ୍କ ମୃତ୍ୟୁ, କ୍ବାରେଣ୍ଟାଇନରେ ୨୦୦ ବ୍ୟକ୍ତି

ନୂଆଦିଲ୍ଲୀ : ରୁଷିଆର ସାଇବେରିଆ ଅଞ୍ଚଳରେ ନ୍ୟୁମୋନିକ୍ ପ୍ଲେଗକୁ ନେଇ ଆତଙ୍କ । ଇର୍କୁଟସ୍କ ଅଞ୍ଚଳର ଏକ ପ୍ଲେଗ୍ ଗବେଷଣା କେନ୍ଦ୍ରରେ କାମ କରୁଥିବା ଜଣେ ଯୁବତୀ କର୍ମଚାରୀଙ୍କ ମୃତ୍ୟୁ ପରେ ସତର୍କତା ବଢ଼ାଇଛନ୍ତି ରୁଷିଆ କର୍ତ୍ତୃପକ୍ଷ । ମୃତ ମହିଳା…

ମେନିଆପାଜୁ ଜଙ୍ଗଲରୁ ହାତୀର ଗଳିତ ଶବ ଉଦ୍ଧାର

ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ବନ୍ୟ ପ୍ରାଣୀ ସପ୍ତାହ ପାଳନ ଚାଲିଥିବା ବେଳେ ଜାମୁଖୋଲ ବିଟର ମେନିଆପାଜୁ ଜଙ୍ଗଲରୁ ଏଜ ହାତୀର ଗଳିତ ମୃତ ଦେହ ଠାବ କରାଯାଇଛି । ୭ ଦିନ ତଳେ ହାତୀଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି…

OAS ସ୍ତରରେ ବଡ଼ ଅଦଳବଦଳ, ଗୋଟିଏ ଦିନରେ ୨୭ ଅଧିକାରୀଙ୍କ ବଦଳି

ଭୁବନେଶ୍ବର: ରାଜ୍ୟ ସରକାର ଆଜି (ସୋମବାର) ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ଗୋଟିଏ ଦିନରେ ୨୭ଜଣ ଉପଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ବଦଳି କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, କେନ୍ଦ୍ରାଞ୍ଚଳ ଆର୍‌ଡିସିଙ୍କ କାର୍ଯ୍ୟାଳୟର ଅତିରିକ୍ତ କମିସନର ଶୁଭାଶିଷ ମାନସିଂହଙ୍କୁ…