ପଶ୍ଚିମବଙ୍ଗରେ ବ୍ୟାନ ହେଲା କେରଳ ଷ୍ଟୋରି

କୋଲକାତା : ପଶ୍ଚିମବଙ୍ଗରେ ବ୍ୟାନ ହେଲା ବିବାଦୀୟ ଫିଲ୍ମ ‘The Kerala Story’। ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଘୋଷଣା କରିଛନ୍ତି। ବଲିଉଡ୍ ଫିଲ୍ମ ‘Kashmir Files’ ଭଳି ପଶ୍ଚିମବଙ୍ଗକୁ ପୃଷ୍ଠଭୂମି କରି ଏକ ଫିଲ୍ମ ନିର୍ମାଣ କରିବାକୁ…

ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନୀ ପ୍ରଚାର ଦେଖି ଆଶ୍ଚର୍ଯ୍ୟ ହେଲେ ଶରଦ ପାୱାର

ମୁମ୍ବାଇ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଥିବା ପ୍ରଚାରକୁ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ଏନସିପି ସଭାପତି ଶରଦ ପାୱାର। ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ମୋଦି ଧାର୍ମିକ ସ୍ଲୋଗାନ ଦେଇଥିବାରୁ ଶରଦ ପାୱାର ଏପରି କହିଛନ୍ତି। ନିର୍ବାଚନ…

ପିକ୍‌ଅପ୍‌ ଉପରେ ଚଢ଼ିଗଲା ଟ୍ରକ୍‌ , ୧୦ ମୃତ

ଏକ ଯାତ୍ରୀବାହୀ ପିକ୍‌ଅପ୍‌କୁ ଦୃତଗତିରେ ଯାଉଥିବା ଟ୍ରକ୍ ଧକ୍କା ହେବାରୁ ଘଟଣାସ୍ଥଳରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ଯେତେବେଳେକି ୧୩ ଜଣ ଲୋକ ଗୁରୁତର ହୋଇଛନ୍ତି। ମୃତଙ୍କ ଭିତରେ ଜଣେ ଶିଶୁ ରହିଛି। ଆଜି ଉତ୍ତରପ୍ରଦେଶ ମୋରଦାବାଦ୍‌ ଅନ୍ତର୍ଗତ ଦଳପାଟପୁର-କାଶୀପୁର ରାସ୍ତାର ଖାଇରଖାତା ଗ୍ରାମ ନିକଟରେ…

ରେସଲରଙ୍କୁ ଖାପ୍‌ ପଞ୍ଚାୟତ ଦେଲା ସମର୍ଥନ, ୨୧ ସୁଦ୍ଧା ବ୍ରିଜ ଭୂଷଣଙ୍କ ଗିରଫ ଦାବି

ଖାପ ପଞ୍ଚାୟତ ନେତାମାନେ ରବିବାର ଦିଲ୍ଲୀର ଯନ୍ତରମନ୍ତରରେ ପହଞ୍ଚି ରେସଲରମାନେ ଜାରି ରଖିଥିବା ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି। ଏଥିସହ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ୧୫ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି…

ଆସନ୍ତା ଗଣତନ୍ତ୍ର ଦିବସରେ କେବଳ ମହିଳା କରିବେ ପରେଡ୍

ଆସନ୍ତା ବର୍ଷ ୨୦୨୪ ଜାନୁଆରୀ ୨୬ ଗଣତନ୍ତ୍ର ଦିବସ ଇତିହାସରେ ଏକ ବିଶେଷ ଦିନଟିଏ ହେବାକୁ ଯାଉଛି। ଗଣତନ୍ତ୍ର ଦିବସ ଉତ୍ସବରେ ଚଳିତ ବର୍ଷ ଦିଲ୍ଲୀର କର୍ତ୍ତବ୍ୟ ପଥରେ କେବଳ ମହିଳା ଯବାନମାନଙ୍କୁ ପରେଡ୍‌ କରିବା ଦେଖିବାକୁ ମିଳିବ। ଏହାଛଡ଼ା ମାର୍ଚ୍ଚିଂ…

କଙ୍ଗୋରେ ବନ୍ୟା ଯୋଗୁ ୨୦୦ ରୁ ଅଧିକ ମୃତ, ଅନେକ ନିଖୋଜ

ନୂଆଦିଲ୍ଲୀ : କଙ୍ଗୋରେ ଭୀଷଣ ବର୍ଷା ଜନିତ କାରଣରୁ ବନ୍ୟା ଓ ପାହାଡ ଧସି ୨୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ଆହୁରି ଅନେକ ନିଖୋଜ ଅଛନ୍ତି । ଶନିବାର ସୁଦ୍ଧା ୨୦୩ଟି ଶବ ଉଦ୍ଧାର କରାଯାଇଥିବା ବେଳେ…

ଏଥର ଡବଲ ଇଞ୍ଜିନ ଚୋରି ହୋଇଯାଇଛି: ରାହୁଲ ଗାନ୍ଧୀ

ବେଙ୍ଗାଲୁରୁ: ଆସନ୍ତା ମେ ୧୦ ରେ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ପାଇଁ ଭୋଟଗ୍ରହଣ ହେବ | ଆଉ ଏହି ନିର୍ବାଚନ ପାଇଁ ଚାଲିଥିବା ପ୍ରଚାର ଅଭିଯାନ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତାକାଲିଠାରୁ ପ୍ରଚାର ଉପରେ କଟକଣା ଲାଗିବାକୁ ଥିବାବେଳେ…

୫ କେଜି ଆଇଇଡି ସହ ଅତଙ୍କି ଧରାପଡ଼ିଲା, ବଡ଼ ଧରଣର ଆକ୍ରମଣ ଷଡଯନ୍ତ୍ର କରିଥିଲା

ରବିବାର ଦକ୍ଷିଣ କଶ୍ମୀରର ପୁଲୱାମାରୁ ଆତଙ୍କବାଦୀଙ୍କ ସହ ସମ୍ପୃକ୍ତ ଜଣେ ବ୍ୟକ୍ତିକୁ ଗିରଫ କରିବା ସହ ଅଘଟଣ ଘଟାଇବା ନିମନ୍ତେ ଲୁଚାଇ ରଖିଥିବା ୫ କେଜି ବିସ୍ଫୋରକ(ଆଇଇଡି)କୁ ଜବତ କରିଛି ଜମ୍ମୁ ଓ କଶ୍ମୀର ପୁଲିସ। ଆତଙ୍କବାଦୀ କାର୍ଯ୍ୟରେ ଲିପ୍ତ ଏହି ବ୍ୟକ୍ତି ଜଣକ…

ବିଲାୱଲ ଭୁଟ୍ଟୋଙ୍କ ବିବାଦୀୟ ବୟାନ ଉପରେ ସଫେଇ ଦେଲା ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଗୋଆରେ ଅନୁଷ୍ଠିତ ହୋଇଥିବା ଏସ୍‌ସିଓ ବିଦେଶ ମନ୍ତ୍ରୀଙ୍କ ବୈଠକରେ ପାକିସ୍ତାନ ବିଦେଶ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଯୋଗ ଦେଇଥିଲେ | ତେବେ ଏହି ଅବସରରେ ବିଲାୱଲ ଏକ ବିବାଦୀୟ ବୟାନ ଦେଇଥିଲେ | ଆଉ ଏହାକୁ ନେଇ ଅସନ୍ତୋଷ ତେଜିବା…

ଏନସିପିରେ ଯୋଗ ଦେଇପାରନ୍ତି ରାଉତ: ନୀତେଶ ରାଣେ

ମୁମ୍ବାଇ: ମହାରାଷ୍ଟ୍ରର ରାଜନୀତିରେ ଚାଲିଥିବା ଲଢେଇକୁ ନେଇ ବିଜେପି ବିଧାୟକ ନୀତେଶ ରାଣେଙ୍କ ଏକ ବଡ ବିବୃତ୍ତି ସାମ୍ନାକୁ ଆସିଛି। ସେ ଦାବି କରିଛନ୍ତି ଯେ ସଞ୍ଜୟ ରାଉତ ଜୁନ୍ ୧୦ ପୂର୍ବରୁ ଏନସିପିରେ ଯୋଗଦେଇପାରନ୍ତି । ଆସନ୍ତା କିଛି ଦିନ…