ଛତିଶଗଡ଼ରେ ୨୦୦୦ କୋଟି ଟଙ୍କା ମଦ ଦୁର୍ନୀତି ଧରିଲା ଇଡ଼ି
ଛତିଶଗଡ଼ରେ ୨୦୦୦ କୋଟି ଟଙ୍କା ମଦ ଦୁର୍ନୀତି ମାମଲାରେ ଇଡି ଗିରଫଦାରୀ ଜୋରଦାର କରିଛି। କଂଗ୍ରେସ ନେତା ତଥା ରାୟପୁର ନଗରପାଳ ଏଜାଜ ଦେବରଙ୍କ ଭାଇ ଅନୱର ଧେବରଙ୍କୁ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଗିରଫ କରିଛି। ସେ ମାମଲାର ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଛି।…
