ମୁହଁ ଖୋଲିଲେ ଅଜିତ ପାୱାର, କହିଲେ- ନିଜ ନିଷ୍ପତ୍ତିର ପୁନଃ ବିଚାର କରିବେ ଶରଦ ପାୱାର
ଗତକାଲି ହଠାତ୍ ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି(ଏନସିପି) ସଭାପତି ପଦରୁ ଇସ୍ତଫା ସମ୍ପର୍କରେ ଘୋଷଣା କରିଥିବା ଶରଦ ପାୱାର ଏହା ଉପରେ ପୁନଃ ବିଚାର କରିବାକୁ ରାଜି ହୋଇଛନ୍ତି। ତେବେ ଏଥିନିମନ୍ତେ ସେ ୨,୩ ଦିନ ସମୟ ମାଗିଛନ୍ତି। ଏପରି କହିଛନ୍ତି ଏନସିପି…
