National & International

୬୧ ହଜାର ଯୁବକ, ଯୁବତୀଙ୍କୁ ଚାକିରି ବାଣ୍ଟିଲେ ମୋଦୀ

ନୂଆଦିଲ୍ଲୀ: ନିଯୁକ୍ତିପତ୍ର ପାଇଲେ ୬୧ହଜାରରୁ ଅଧିକ ଯୁବକ, ଯୁବତୀ । ଆଜି ୧୮ତମ ରୋଜଗାର ମେଳା ଅବସରରେ ଏହି ନିଯୁକ୍ତିପତ୍ର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଭିନ୍ନ ସରକାରୀ ବିଭାଗରେ ନବନିଯୁକ୍ତ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି…

ନଭି ମୁମ୍ବାଇ ନଗର ନିଗମ ଅଧିକାରୀଙ୍କୁ ହାଇକୋର୍ଟଙ୍କ ଚେତାବନୀ, ପ୍ରଦୂଷଣ କମ୍ ନ ହେଲେ ମିଳିବନି ଦରମା

ମୁମ୍ବାଇ : ମୁମ୍ବାଇରେ ବାୟୁ ପ୍ରଦୂଷଣ ବୃଦ୍ଧିକୁ ନେଇ ବମ୍ବେ ହାଇକୋର୍ଟ ମୁମ୍ବାଇ ଏବଂ ନଭି ମୁମ୍ବାଇ ନଗର ନିଗମ ଅଧିକାରୀଙ୍କୁ କଠୋର ଚେତାବନୀ ଦେଇଛନ୍ତି । ଯଦି ଅଧିକାରୀମାନେ ପ୍ରଦୂଷଣ କମ୍ କରିବା ଲାଗି ଉଦ୍ଦିଷ୍ଟ ଆଦେଶ ପାଳନ ନ…

ଝିଅକୁ ପିଟି ପିଟି ହତ୍ୟା କଲା ବାପା

ହରିୟାଣା : ନିଜ ଜନ୍ମ କଲା ଝିଅକୁ ହତ୍ୟା କଲା ବାପା । ହୋମୱାର୍କ ନ କରିବାରରୁ ୪ବର୍ଷର ଝିଅକୁ ପିଟି ପିଟି ହତ୍ୟା କଲା । ହରିୟାଣା ଫରିଦାବାଦରେ ଚାଞ୍ଚଲ୍ୟ । ଫରିଦାବାଦର ସେକ୍ଟର ୫୮ରେ ଦେଖିବାକୁ ମିଳିଛି ଏପରି…

ସାଧାରଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ୬ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ : ସାଧାରଣତନ୍ତ୍ର ଦିବସ ପାଳନ ପୂର୍ବରୁ ଅଭେଦ୍ୟ ଦୁର୍ଗରେ ପରିଣତ ହୋଇଛି ରାଜଧାନୀ ଦିଲ୍ଲୀ । ଆକାଶରୁ ପାତାଳ ଜଗିଛି ପୋଲିସ । ସମ୍ଭାବ୍ୟ ଅଘଟଣକୁ ଏଡାଇବାକୁ ଦିଲ୍ଲୀରେ ୬ ସ୍ତରୀୟ ସୁରକ୍ଷା ଚକ୍ରବ୍ୟୂହ ରଚିଛନ୍ତି ସୁରକ୍ଷାକର୍ମୀ । କେନ୍ଦ୍ର…

ତେଲେଙ୍ଗାନାରେ ପୁଣି ୩ଶହ ବୁଲା କୁକୁରଙ୍କୁ ହତ୍ୟା

ତେଲେଙ୍ଗାନା : ସୀମା ଟପିଲା ବର୍ବରତା । ପୁଣି ୩ଶହ କୁକୁରଙ୍କୁ ହତ୍ୟା । ମାସକରେ ତେଲେଙ୍ଗାନାରେ ୯ଶହ କୁକୁରଙ୍କୁ ହତ୍ୟା । ତେଲେଙ୍ଗାନା ଜଗତିଆଲ ଜିଲ୍ଲା ପେଗଡାପାଲିରେ ଏକ ଗାତରୁ ୩ ଶହ କୁକୁରଙ୍କ ମୃତଦେହ ଉଦ୍ଧାର କରାଯାଇଛି ।…

ଇଣ୍ଡୋନେସିଆରେ ଭୂସ୍ଖଳନ, ୭ ମୃତ ଓ ୮୨ ନିଖୋଜ

ଇଣ୍ଡୋନେସିଆ : ଇଣ୍ଡୋନେସିଆରେ ଭୟଙ୍କର ଭୂସ୍ଖଳନ । ପଶ୍ଚିମ ଜାଭାର ବାନ୍ଦୁଙ୍ଗ ଅଞ୍ଚଳରେ ଘଟିଥିବା ଏହି ଭୂସ୍ଖଳନରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ୮୨ରୁ ଅଧିକ ଲୋକ ନିଖୋଜ ଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି ।…

ଉତ୍ତରପ୍ରଦେଶ ବିଭାଜନକୁ ନେଇ ପୁଣି ଆରମ୍ଭ ହେଲା ତର୍କ ବିତର୍କ

ଲକ୍ଷ୍ନୌ: ଭାଗ ଭାଗ ହୋଇଯିବ ଉତ୍ତରପ୍ରଦେଶ! ରାଜ୍ୟ ବିଭାଜନକୁ ନେଇ ପୁଣିଥରେ ଆରମ୍ଭ ହୋଇଯାଇଛି ତର୍କ ବିତର୍କ। ପଶ୍ଚିମ ଉତ୍ତରପ୍ରଦେଶ ପରେ ପୂର୍ବାଞ୍ଚଳକୁ ସ୍ଵତନ୍ତ୍ର ରାଜ୍ୟ ପାଇଁ ଦାବି ଉଠିଛି। ଆମେଠିରେ ଏକ କାର୍ଯ୍ୟକ୍ରମ ସମୟରେ ଦୁଇ ବରିଷ୍ଠ ବିଜେପି ନେତା…

ବାଂଲାଦେଶ ଏକ ବିଶାଳ ଜେଲ, ଫାଶୀ ସ୍ଥଳ ଓ ମୃତ୍ୟୁର ଉପତ୍ୟକା ପାଲଟିଛି: ଶେଖ୍ ହସିନା

ନୂଆଦିଲ୍ଲୀ: ପଳାୟନ ପରେ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଭାଷଣ । ଶେଖ ହସିଣ କହିଛନ୍ତି ଯେ ତାଙ୍କ ଦେଶ ରକ୍ତପାତ ଏବଂ ଅତଳ ଗହଳିର ଧାରରେ ଅଛି । ତାଙ୍କ ପିତା…

ଏନକାଉଣ୍ଟରରେ ଟଳିଲେ ପାକିସ୍ତାନୀ ଆତଙ୍କବାଦୀ

ଜମ୍ମୁ କାଶ୍ମୀର: ଜମ୍ମୁ କାଶ୍ମୀରର କଠୁଆ ଜିଲ୍ଲାର ବିଲ୍ଲାୱାର ଅଞ୍ଚଳରେ ପୁଲିସ ଓ ସେନା ଏନକାଉଣ୍ଟରରେ ପାକିସ୍ତାନୀ ଆତଙ୍କବାଦୀ ନିହତ । ପୁଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗୁଇନ୍ଦା ସୂଚନା ପରେ ଏହି ଅଭିଯାନ ଆରମ୍ଭ କରାଯାଇଥିଲା । ଭାରତୀୟ ସେନାର…

ପରାକ୍ରମ ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ ପରାକ୍ରମ ଦିବସରେ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀ ତାଙ୍କ ବାର୍ତ୍ତାରେ କହିଛନ୍ତି ଆଜି ଏକ ଗୌରବମୟ ତାରିଖ । ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମବାର୍ଷିକୀ…