National & International

କୂଅ ଭିତରେ ବିଷଧର ସାପଙ୍କ ସହ ମହିଳା ବିତାଇଲେ ୫୪ ଘଣ୍ଟା , ଜୀବନ୍ତ ଉଦ୍ଧାର ହେଲେ

ଚୀନ: କୂଅ ଭିତରେ ବିଷଧର ସାପମାନଙ୍କ ସହିତ ୫୪ ଘଣ୍ଟା ବିତାଇଲେ ମହିଳା। ଶେଷରେ ମହିଳାଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ଘଟଣାଟି ଘଟିଛି ଚୀନରେ। ଜଣେ ୪୮ ବର୍ଷୀୟା ମହିଳା ଏକ ପରିତ୍ୟକ୍ତ କୂଅ ଭିତରେ ଖସିପଡ଼ିଥିଲେ। କୂଅ ଭିତରେ ଅନେକ…

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗକୁ କାନାଡ଼ାର ଆତଙ୍କୀ ସଂଗଠନ ଘୋଷଣା

କାନାଡ଼ା: ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗକୁ ଆତଙ୍କବାଦୀ ସଂଗଠନ ତାଲିକାରେ ସାମିଲ କରିଛି କାନାଡ଼ା। ଦେଶର କନଜରଭେଟିଭ ଏବଂ ଏନଡିପି ନେତାଙ୍କ ଦାବି ପରେ କାନାଡ଼ା ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଏହି ପଦକ୍ଷେପ ପରେ କାନାଡ଼ାର କୌଣସି ନାଗରିକ ଏହି…

ବାଂଲାଦେଶରେ ଉତ୍ତେଜନା, ୩ ଆଦିବାସୀ ମୃତ ଏବଂ ଅନେକ ପୋଲିସ୍ ଆହତ

ବାଂଲାଦେଶ: ବାଂଲାଦେଶରେ ପୁଣି ଥରେ ଦେଖାଦେଇଛି ଉତ୍ତେଜନା । ଏକ ଆଦିବାସୀ ବହୁଳ ଅଞ୍ଚଳରେ ତିନି ଜଣଙ୍କର ମୃତ୍ୟୁ ହୋଇଛି । ବାଂଲାଦେଶ ଗୃହ ମନ୍ତ୍ରଣାଳୟ ରବିବାର ଏକ ବିବୃତ୍ତିରେ କହିଛି ଯେ ପାହାଡ଼ି ଜିଲ୍ଲା ଖାଗରାଛରୀରେ ଘଟିଥିବା ଉତ୍ତେଜନାରେ ତିନି…

ଦଳାଚକଟା ପରେ ବିଜୟଙ୍କ ଘରକୁ ବୋମାରେ ଉଡ଼ାଇବାକୁ ଧମକ, ସୁରକ୍ଷା ଏଜେନ୍ସୀ ଆଲର୍ଟ ମୋଡରେ

ତାମିଲନାଡ଼ୁ : ଶନିବାର କରୁରରେ ହୋଇଥିବା ଅଘଟଣରେ ସମସ୍ତେ ସ୍ତବ୍ଧ । ବିଜୟଙ୍କ ରାଲିରେ ଏହାପରେ ସାଉଥ ସୁପରଷ୍ଟାର ତଥା ଟିଭିକେର ସଭାପତି ବିଜୟଙ୍କ ବାସଭବନରେ ବୋମା ଧମକ ମିଳିଛି । ଜଣେ ଅଜଣା ବ୍ୟକ୍ତି ପୋଲିସକୁ ଫୋନ୍ କରି ବିଜୟଙ୍କ…

ପାକିସ୍ତାନ ଅଧିକୃତ କଶ୍ମୀରରେ ଉତ୍ତେଜନା, ଶହବାଜ ଶରିଫଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଲେ ହଜାର ହଜାର ଲୋକ

ନୂଆଦିଲ୍ଲୀ : ପାକିସ୍ତାନ ଅଧିକୃତ କଶ୍ମୀରରେ ଚାଲିଛି ଉତ୍ତେଜନା । ସୋମବାର ହଜାର ହଜାର ସଂଖ୍ୟାର ଲୋକ ରାସ୍ତାକୁ ଓହ୍ଲାଇଛନ୍ତି । ଗୋଟେ ପଟେ ଏସିଆ କପରେ ଭାରତ ପାକିସ୍ତାନକୁ ହରାଇବା ପରେ ପିଓକେ ଅଧିକାର ପାଇଁ ଲଢୁଛନ୍ତି ଏଏସି ବା…

ଏସିଆ କପ୍ ଫାଇନାଲ ହାରିବା ଅପମାନ ସହିପାରୁନି ପାକିସ୍ତାନ, ମୋଦିଙ୍କ ପୋଷ୍ଟକୁ ନେଇ ନକଭୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି

ଏସିଆ କପ୍ ୨୦୨୫ ଫାଇନାଲରେ ପାକିସ୍ତାନ ହାରିବା ପରେ ଅପମାନ ସହି ପାରୁନାହିଁ ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ପିସିବି ମୁଖ୍ୟ ମୋହସିନ ନକଭୀ । ଓଲଟା ଭାରତ ଅପମାନିତ ହୋଇଥିବା କହି ଖୁସି ହେଉଛନ୍ତି । ଏସିଆ କପ୍ ବିଜୟୀ…

ଅକ୍ଟୋବର ୪ରେ ବିହାର ଗସ୍ତ କରିବେ ଇସି

ନୂଆଦିଲ୍ଲୀ : ଚଳିତବର୍ଷ ଶେଷଆଡକୁ ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ନିର୍ବାଚନ ସ୍ଥିତି ସମୀକ୍ଷା କରିବାକୁ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ନେତୃତ୍ବରେ ନିର୍ବାଚନ କମିଶନ (ଇସି) ଟିମ୍‌ ଅକ୍ଟୋବର ୪ରେ ବିହାର ଗସ୍ତ…

ବସ୍‌-କାର ଧକ୍କା: ୫ ଯାତ୍ରୀଙ୍କ ମୃତ୍ୟୁ

ଉତ୍ତରପ୍ରଦେଶର ଲଖିମପୁର ଖିରୀ ଜିଲାରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୫ ଜଣଙ୍କ ମୃତ୍ୟୁ ହୋଇଛି। ଖିରୀ ଥାନା ଅନ୍ତର୍ଗତ ଓୟଲ ଛକ ନିକଟ ରାଜ୍ୟ ରାଜପଥରେ ଏକ ବସ ଏବଂ କାର ମଧ୍ୟରେ ଧକ୍କା ହେବା ଫଳରେ…

ୟୁକ୍ରେନ ଉପରେ ରୁଷର କ୍ଷେପଣାସ୍ତ୍ର ମାଡ଼: ୪ ମୃତ, ୪୦ ଆହତ

ରୁଷ ପକ୍ଷରୁ ୟୁକ୍ରେନ ଉପରେ ଶନିବାର ରାତି ସାରା ବଡ଼ ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ୟୁକ୍ରେନ ରାଜଧାନୀ କିଭ୍‌କୁ ଟାର୍ଗେଟ କରି ଏହି ଆକ୍ରମଣ ହୋଇଛି। ଶେ​‌ଷ ଥର ପାଇଁ ଗତ ମାସରେ କିଭ୍…

ଛିନ୍ଦଖଡ଼କ ଜଙ୍ଗଲରେ ଗୁଳିବିନିମୟ, ୩ ମାଓବାଦୀ ନିହତ

ଓଡ଼ିଶା ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲା ଅନ୍ତର୍ଗତ ଛନ୍ଦଖଡ଼କ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟରେ ୩ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ପୁରୁ​‌ଷ ଏବଂ ଜ​‌ଣେ…