National & International

ଅକ୍ଟୋବରରେ ଭାରତ ଆସିବେ ବ୍ରିଟେନ ପ୍ରଧାନମନ୍ତ୍ରୀ !

ଲଣ୍ଡନ: ବ୍ରିଟେନର ପ୍ରଧାନମନ୍ତ୍ରୀ କିଏର ଷ୍ଟାର୍ମର ଆସନ୍ତା ଅକ୍ଟୋବରରେ ଭାରତ ଗସ୍ତରେ ଆସିବେ ବୋଲି ତାଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି। ପ୍ରଧାନମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିବାପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ। ଗତ ଜୁଲାଇରେ ଭାରତ ଓ ବ୍ରିଟେନ ମଧ୍ୟରେ…

୨ ବର୍ଷ ବଢିପାରେ ସଂସଦର ସ୍ଥାୟୀ କମିଟିର କାର୍ଯ୍ୟକାଳ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସଂସଦର ସ୍ଥାୟୀ କମିଟିଗୁଡ଼ିକର କାର୍ଯ୍ୟକାଳ ୨ ବର୍ଷକୁ ବଢ଼ାଇବା ପାଇଁ ଚିନ୍ତା କରୁଛନ୍ତି । ଏହି କମିଟିଗୁଡ଼ିକର କାର୍ଯ୍ୟକାଳ ଗୋଟିଏ ବର୍ଷ ହଇଥାଏ । ସଂସଦ ସଦସ୍ୟମାନେ ସରକାରଙ୍କ ନିକଟରେ ଅଭିଯୋଗ କରିଛନ୍ତି ଏତେ ଅଳ୍ପ ସମୟ…

ଧରାଲିରେ ନିଖୋଜ ୬୭ ଲୋକଙ୍କୁ ମିଳିବ ମୃତ୍ୟୁ ପ୍ରମାଣପତ୍ର

ଉତ୍ତରାଖଣ୍ଡ : ଚଳିତବର୍ଷ ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି । ଉତ୍ତରାଖଣ୍ଡର ଧରାଲିରେ ବାଦଲଫାଟିବା ଯୋଗୁଁ ଘଟିଥିବା ବିପର୍ଯ୍ୟୟ ପରେ ୬୭ ଜଣଙ୍କର କୌଣସି ପତ୍ତା ମିଳିନାହିଁ । ୫୧ ଦିନ ପରେ ମଧ୍ୟ ଏମାନଙ୍କର କୌଣସି ପତ୍ତା ମିଳୁନାହିଁ…

ଚୀନରେ ଶକ୍ତିଶାଳୀ ଭୂକମ୍ପ ଝଟକା : ଭୁଶୁଡ଼ିଲା ଘର, ୭ ଆହତ

ବେଜିଂ : ଆଜି ଚୀନର ଗାସୁରେ ଭୂକମ୍ପ ଅନୁଭୂତ ହୋଇଛି । ଯାହାର ତୀବ୍ରତା ୫.୬ ରହିଥିବା ଜଣାପଡିଛି । ଫଳରେ ଆତଙ୍କ ସୃଷ୍ଟି ହୋଇଥିଲା । ଏହାରି ମଧ୍ୟରେ ଏଥିରେ ୭ଜଣ ଆହତ ହୋଇଥିବା କୌଣସି ଏକ ସୂତ୍ରରୁ ପ୍ରକାଶ…

ପୁଣି ଖୋଲିବ ଜମ୍ମୁ କଶ୍ମୀରର ବନ୍ଦଥିବା ପର୍ଯ୍ୟଟନ ସ୍ଥଳ

ଜମ୍ମୁ କଶ୍ମୀର : ଜମ୍ମୁ କଶ୍ମୀର ବୁଲିବାକୁ ଇଚ୍ଛା ରଖିଥିବା ଲୋକଙ୍କ ପାଇଁ ଖୁସି ଖବର । ଜମ୍ମୁ କଶ୍ମୀରରେ ସୁରକ୍ଷା ସମୀକ୍ଷା ପରେ ସେପ୍ଟେମ୍ବର ୨୯ ରୁ ଅନେକ ପର୍ଯ୍ୟଟନ ସ୍ଥଳ ପୁଣିଥରେ ଖେଳାଯିବା ନେଇ ନିଷ୍ପତ୍ତି ନିଆଯାଇଛି ।…

ବିଶ୍ବ ଦରବାରରେ ଲଜ୍ଜିତ ହେଲା ପାକିସ୍ତାନ, ମିଳିତ ଜାତିସଂଘରେ ସରିଫଙ୍କ ଦାବିକୁ ମିଛ ପ୍ରମାଣିତ କଲା ଭାରତ

ନ୍ୟୁୟର୍କ : ପୁଣି ବିଶ୍ୱ ଦରବାରରେ ଖୋଲିଲା ପାକିସ୍ତାନର ଆତଙ୍କୀ ଚେହେରା । ମିଳିତ ଜାତିସଂଘରେ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ଦାବିକୁ ମିଛ ପ୍ରମାଣିତ କରିଛି ଭାରତ । ଅପରେସନ ସିନ୍ଦୂରରେ ଭାରତ ଉପରେ ପାକିସ୍ତାନର ବିଜୟ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ…

ମିଶର ଡେଲ୍ଟାରେ ଅଗ୍ନିକାଣ୍ଡ: ଭୁଶୁଡ଼ିଲା କୋଠା, ୧୧ ମୃତ ଓ ୩୩ ଆହତ

କାଇରୋ: ଗତକାଲି ମିଶରର ନୀଳ ଡେଲ୍ଟା ଅଞ୍ଚଳରେ ଘଟିଥିଲା ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡ ପରେ ଏକ କୋଠା ଭୁଶୁଡ଼ି ପଡ଼ିବାର ସୂଚନା ମଧ୍ୟ ମିଳିଛି । ଏଥିସହ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ଏବଂ ୩୩ ଜଣ ଆହତ ହୋଇଥିବା…

ଓଡିଶା ମାଟିରୁ ସାରା ଦେଶରେ ପ୍ରଧାନମନ୍ତ୍ରୀ ଆରମ୍ଭ କଲେ BSNL 4G ସେବା

ଝାରସୁଗୁଡା: ପ୍ରଧାନମନ୍ତ୍ରୀ ମୋଦି BSNL ର 4G ସେବା ଆରମ୍ଭ କରି ଦେଶକୁ ଏକ ବଡ଼ ଉପହାର ଦେଇଛନ୍ତି। ଭାରତ ସଞ୍ଚାର ନିଗମ ଲିମିଟେଡର 4G ସେବା ଏବେ ଦେଶର ପ୍ରତ୍ୟେକ ରାଜ୍ୟରେ ପହଞ୍ଚିସାରିଛି। ପୂର୍ବରୁ, BSNL ର 4G ସେବା…

ଆକାଶରେ ଆଉ ଗର୍ଜିବନି ମିଗ୍ ୨୧, ଭାରତୀୟ ସେନାରୁ ନେବ ଅବସର

ଯେଉଁ ଯୋଦ୍ଧା ଆକାଶରେ ଗର୍ଜନ କରୁଥିଲେ, ଯାହାର ଦୃଶ୍ୟ ଦେଖି ଶତ୍ରୁମାନେ ଥରି ଉଠିଥିଲେ, ସେ ଏବେ ଭାରତୀୟ ବାୟୁସେନାକୁ ବିଦାୟ ଦେଉଛନ୍ତି । ହଁ ଆଜ୍ଞା ଆକାଶରେ ଆଉ ଗର୍ଜିବନି ମିଗ୍ ୨୧ । ଆଜି ଭାରତୀୟ ସେନାରୁ ଅବସର…

ଭାରତୀୟ ଔଷଧ ରପ୍ତାନିକୁ ବଡ଼ ଝଟକା, ପହିଲାରୁ ଲାଗୁ ହେବ ଟ୍ରମ୍ପଙ୍କ ୧୦୦% ଶୁଳ୍କ

ଟ୍ରମ୍ପଙ୍କ ୧୦୦% ଔଷଧ ଶୁଳ୍କ ଘୋଷଣା । ଭାରତୀୟ ଔଷଧ ରପ୍ତାନିକୁ ବଡ଼ ଝଟକା । ଆମେରିକାକୁ ରପ୍ତାନି ହେଉଥିବା ଯେ କୌଣସି ବ୍ରାଣ୍ଡେଡ କିମ୍ବା ପେଟେଣ୍ଟ ଔଷଧ ଉତ୍ପାଦ ଉପରେ ୧୦୦% ଶୁଳ୍କ ଘୋଷଣା କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ…