National & International

ନୂଆ ଚିଠା ୟୁଜିସି ନିୟମାବଳୀ ହେଉଛି ଆରଏସଏସର ଏଜେଣ୍ଡା : ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବିଶ୍ବ ବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ଡ୍ରାଫ୍ଟ ନିୟମକୁ ସମାଲୋଚନା କରି କହିଛନ୍ତି ଯେ ଆମେ ସମସ୍ତ ରାଜ୍ୟର ପରମ୍ପରା, ଭାଷା, ସଂସ୍କୃତି ଏବଂ ଇତିହାସକୁ ସମ୍ମାନ…

ରେଜଲ୍ଟ ପୂର୍ବରୁ ଆପର ବଡ ଅଭିଯୋଗ, ବିଜେପି ଆରମ୍ଭ କଲାଣି ଅପରେସନ ଲୋଟସ

ନୂଆଦିଲ୍ଲୀ: ନିର୍ବାଚନ ଫଳାଫଳ ପୂର୍ବରୁ, ଆପ ସାଂସଦ ସଞ୍ଜୟ ସିଂହ ଅଭିଯୋଗ କରିଥିଲେ ଯେ ବିଜେପି ଦିଲ୍ଲୀରେ ‘ଅପରେସନ ଲୋଟସ୍’ ଆରମ୍ଭ କରିଛି। ୮ ଫେବୃଆରୀ ପୂର୍ବରୁ ବିଜେପି ପରାଜୟକୁ ସ୍ୱୀକାର କରିସାରିଛି। ସେ ଅଭିଯୋଗ କରିଛନ୍ତି ଯେ ବିଜେପି ଆମର…

ମଧ୍ୟପ୍ରଦେଶରେ ବାୟୁସେନାର ମିରାଜ ବିମାନ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ପାଇଁ ଏକ ଦୁଃଖଦ ଖବର। ଗୁରୁବାର ମଧ୍ୟପ୍ରଦେଶର ଶିବପୁରୀରେ ଭାରତୀୟ ବାୟୁସେନାର ମିରାଜ ୨୦୦୦ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଘଟଣାରେ ଲଢୁଆ ବିମାନର ଉଭୟ ପାଇଲଟ ଆହତ ହୋଇଥିବା ସୂଚନା ମିଳିଛି ।…

ବଦଳିଲା ରାମମନ୍ଦିରର ଆଳତୀ ଓ ଦର୍ଶନ ସମୟ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଅଯୋଧ୍ୟାର ରାମ ମନ୍ଦିର ଟ୍ରଷ୍ଟ ରାମ ମନ୍ଦିର ଦର୍ଶନ ଏବଂ ଆଳତୀର ସମୟ ପରିବର୍ତ୍ତନ କରିଛି। ସୂଚନା ଅନୁଯାୟୀ, ଅଯୋଧ୍ୟାରେ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗି ରହିଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରୟାଗରାଜର ମହାକୁମ୍ଭକୁ ଆସୁଥିବା ଅନେକ ଶ୍ରଦ୍ଧାଳୁ…

ଦିଲ୍ଲୀ ବିଧାନସଭା ନିର୍ବାଚନ ଏକ୍‌ଜିଟ୍‌ ପୋଲ : ବିଜେପିକୁ ଅଧିକ ଆସନ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ ପାଇଁ ୫ ଫେବ୍ରୁଆରିରେ ମତଦାନ ଶେଷ ହୋଇଛି। ଦିଲ୍ଲୀର୭୦ଟି ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍ ହୋଇଛି। ଯାହାର ଫଳାଫଳ ଫେବ୍ରୁଆରି ୮ ତାରିଖରେ ଘୋଷଣା କରାଯିବ। ଏହା ପୂର୍ବରୁ…

ଅସହ୍ୟ ହେଲାଣି ଆର୍ଥିକ ସଙ୍କଟ, ଭାରତ ସହିତ ସମସ୍ତ ସମସ୍ୟାର ସମାଧାନ ଚାହୁଁଛି ପାକିସ୍ତାନ

ନୂଆଦିଲ୍ଲୀ,୫ା୨: ପାକିସ୍ତାନ ପୁଣିଥରେ କାଶ୍ମୀର ପ୍ରସଙ୍ଗ ଉଠାଇଛି। ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ବୁଧବାର କହିଛନ୍ତି ଯେ ପାକିସ୍ତାନ ଭାରତ ସହିତ କାଶ୍ମୀର ସମେତ ସମସ୍ତ ସମସ୍ୟାର ସମାଧାନ ଆଲୋଚନା ମାଧ୍ୟମରେ କରିବାକୁ ଚାହୁଁଛି। ସେ କହିଛନ୍ତି ଯେ ତାଙ୍କ ଦେଶ କାଶ୍ମୀର…

ମୋଦୀ ବିରୋଧୀ ଦଳରେ ବସିଲେ ମୋ ତପସ୍ୟା ସଫଳ ହେବ: କଂଗ୍ରେସ ନେତା ପବନ ଖେରା

ନୂଆଦିଲ୍ଲୀ: କଂଗ୍ରେସ ନେତା ପବନ ଖେରା ତାଙ୍କର ନୂଆ ସ୍ୱପ୍ନ ସମ୍ପର୍କରେ ପ୍ରକାଶ କରିଛନ୍ତି। ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିରୋଧୀ ଦଳରେ ବସିଥିବାର ଦେଖିବାକୁ ଚାହୁଁଛନ୍ତି। ମୋଦୀଙ୍କୁ ସେହି ପ୍ରକାରର ‘ଅପମାନ’ ଭୋଗିବା ସେ ଦେଖିବାକୁ ଚାହୁଁଛନ୍ତି ଯାହା…

ବଜେଟ୍ ପରେ ଏବେ ୟୁସିସିକୁ ସମର୍ଥନ କଲେ ଶତ୍ରୁଘ୍ନ ସିହ୍ନା

ନୂଆଦିଲ୍ଲୀ: ଅଭିନେତା ତଥା ତୃଣମୂଳ କଂଗ୍ରେସ(ଟିଏମସି) ସାଂସଦ ଶତ୍ରୁଘ୍ନ ସିହ୍ନା ଉତ୍ତରାଖଣ୍ଡରେ ୟୁନିଫର୍ମ ସିଭିଲ କୋଡ୍ (ୟୁସିସି)ଲାଗୁକୁ ପ୍ରଶଂସା କରିଛନ୍ତି। ଚାରି ଦିନ ପୂର୍ବରୁ, ସେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ ବଜେଟର କିଛି ଅଂଶକୁ ମଧ୍ୟ ପ୍ରଶଂସା କରିଥିଲେ।…

ଅଣହିନ୍ଦୁ କର୍ମଚାରୀଙ୍କୁ ନିଲମ୍ବନ କଲା ତିରୁପତି ମନ୍ଦିର କମିଟି

ତିରୁପତି,୫ା୨: ଭାରତରେ ପ୍ରମୁଖ ହିନ୍ଦୁ ଧର୍ମସ୍ଥଳୀ ମାନଙ୍କ ମଧ୍ୟରୁ ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିର ଅନ୍ୟତମ। କିଛିଦିନ ତଳେ ଏଠାରେ ମିଳୁଥିବା ଲଡ଼ୁରେ ଗୋମାଂସ ଚର୍ବି ଅଂଶ ଥିବା ନେଇ ଖବର ସାମ୍ନାକୁ ଆସିବା ପରେ ବିବାଦ ଦେଖାଦେଇଥିଲା। ଅଧ୍ୟକ୍ଷ ବି.ଆର. ନାଇଡୁଙ୍କ…

ଗାଜା ଷ୍ଟ୍ରିପ୍ ଦଖଲ କରିବାକୁ ସ୍ବତନ୍ତ୍ର ଯୋଜନା କରିଛନ୍ତି ଟ୍ରମ୍ପ

ୱାଶିଂଟନ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ଡୋନାଲ୍ଡ ଟ୍ରମ୍ପ ଫେବ୍ରୁଆରି ୪ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ ଗାଜା ଷ୍ଟ୍ରିପରୁ ପାଲେଷ୍ଟାଇନମାନଙ୍କୁ ଅପସାରଣ କରି ପୁନଃନିର୍ମାଣ ପାଇଁ ଏକ ଯୋଜନା ଉପସ୍ଥାପନ କରିଛନ୍ତି। ଏହା ଅନ୍ତର୍ଗତ ୨୩…